Vastu Tips- ଏମିତି କଳା ସୂତା ଭୁଲରେ ବି ପିନ୍ଧିବେ ନାହିଁ, ପୁରା ପରିବାର ବର୍ବାଦ ହୋଇଯାଏ…

ନମସ୍କାର ବନ୍ଧୁଗଣ , ଆମ ହିନ୍ଦୁ ପୁରାଣ ନୀତି ନିୟମ ଅନୁସାରେ ଛୁଆ ଜନ୍ମ ହେଲା ପରେ ପିଲାକୁ ଯେମିତି ନଜର ନ ଲାଗେ । ତେଣୁ କରି କଳା ଟିକା ମଥାରେ ଲଗାଇବା ବା କଳା ର ଏକ ପତଳା ସୂତା ବାନ୍ଧିବା ଆଦି କିଛି କାର୍ଯ୍ୟ କରନ୍ତି । ତାଙ୍କର ମାନ୍ୟତା ଅନୁସାରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । ଯେଉଁ ଥିରୁ ବଞ୍ଚିବା ପାଇଁ ଆମକୁ ଏହି କଳା ରଙ୍ଗ ର ଦାଗା ଆମ କୁ ଏହି ସବୁ କୁପ୍ରଭାବ ରୁ ରକ୍ଷା କରିଥାଏ । କିନ୍ତୁ ଆଜି ଏହି ଆଧୁନିକ ଯୁଗରେ ଆମେ ଏହାକୁ ଏତେ ପରିମାଣରେ ମାନି ନ ଥାଊ ।
କିନ୍ତୁ କେବେ ଜାଣିବାକୁ ଚାହିଛନ୍ତି କି ଆମ ପିତୃପୁରଷମାନେ ଯେଉଁ ପରମ୍ପରାକୁ ମାନି ଆସୁଛନ୍ତି ତାହା କଣ ସତ ନା ଅନ୍ଧବିଶ୍ଵାସ ଅଟେ । ଆମର ଏହି ଦ୍ରୁତ ଗତିରେ ଆଗକୁ ବଢୁଥିବା ସମଯରେ ଏହାର ପ୍ରଭାବ ଦେଖିବାକୁ ପାଇଥାଉ । ଏହାର ପ୍ରଭାବ ଆମ ସଂସ୍କୃତିରେ ଦେଖିବାକୁ ମିଳିଥାଏ । ଏହି ମଣିଷ ସମାଜରେ ହିଂସା , ଧୋକା , କପଟ , ବିଶ୍ଵାସଘାତଆଦି ଲୋକମାନଙ୍କ ଭିତରେ ଭରି ରହିଛି । ଏହି ଭଳି ପରିସ୍ଥିତିରେ ଆମ ପିତୃପୁରୁଷମାନଙ୍କ ଦ୍ଵାରା କୁହାଯାଇଥିବା ବା ସେମାନେ ପାଳନ କରିଆସୁଥିବା କିଛି ବିଷୟ ଆମ ଏହି ଜୀବନର କାମରେ ଆସିପାରେ ।
ମୁଁ ଆଜି ଆପଣଙ୍କୁ କଳା ଦାଗା ସହ ସମ୍ବନ୍ଧୀୟ କିଛି ବିଷୟ କହିବି ଯାହାକୁ କରିବା ଦ୍ଵାରା ଆପଣଙ୍କ ଜୀବନର ନକାରାତ୍ମକ ଶକ୍ତିର ପ୍ରଭାବ ଦୂର ହୋଇଥାଏ । ଯଦି କୋଣସି ମନ୍ଦ ଶକ୍ତି ଆପଣଙ୍କ କାମ ରେ ବାଧା ସୃଷ୍ଟି କରିଥାଏ ବା ଆପଣଙ୍କ ଘରର ଶାନ୍ତିକୁ ଅପହରଣ କରିଥାଏ , ତେବେ ଏହାକୁ ନିଶ୍ଚିତ କରନ୍ତୁ । କଳା ରଙ୍ଗର ଦାଗା ମନ୍ଦ ଶକ୍ତିର ପ୍ରଭାବରୁ ଆମକୁ ବଞ୍ଚାଇଥାଏ । ଏହି କଳା ଦାଗା ବହୁତ ଅସରଦାର୍ କାମ କରିବାରେ ମାନ୍ୟତା ପାଇଛି ।
ତେଣୁ ବହୁତ ପୁରୁଣା କାଳ ରୁ ଏହାକୁ କରାଯାଇଛି ଏବଂ ଏହା ସଫଳ ଦାୟକ ଅଟେ । ଯଦି ଆପଣଙ୍କ ଘରେ ଟିକି ଟିକି କଥାରେ ଝଗଡା , କ୍ଳେଶ ଘର ର ଶାନ୍ତି ଭାଙ୍ଗି ଯାଇଥାଏ । ତେବେ ଆପଣଙ୍କୁ ଏହା କରିବେ ଶନିବାର ଦିନ ଶନିଦେବଙ୍କ ମନ୍ଦିରକୁ ଯାଇ ଏକ ମିଟର କଳା ଦାଗା ନେଇ ଶହେ ଆଠ ଗଣ୍ଠି ପକେଇବେ ଏହା କରୁଥିବା ସମୟରେ ଶନି ଦେବଙ୍କ ଜପ କରିବେ । ଏବେ ଏହାକୁ ଘରର ମୁଖ୍ୟ ଦ୍ଵାର ରେ ବାନ୍ଧି ଦେବେ ଏହା ଦ୍ଵାରା ଘରର ସବୁ ନକାରାତ୍ମକ ଶକ୍ତିର ପ୍ରଭାବ ପଳେଇଯାଇଥାଏ ।
ଯଦି ଆପଣଙ୍କ ଘରର କୋଣସି ବ୍ୟକ୍ତିଙ୍କ ଶରୀର ବାରମ୍ବାର ଖରାପ ହୋଇଥାଏ ବା ତାଙ୍କୁ କୋଣସି ଅସୁବିଧାର ସମୁଖୀନ ଏବାକୁ ପଡେ ତେବେ ଗୋଟେ ଦିନ ମନ୍ଦିରକୁ ଯାଇ କଳା ଦାଗାରେ ସିନ୍ଦୁର ଲଗାଇ ଆସନ୍ତୁ ଏବଂ ଏହାର ପର ଦିନ ଏହାକୁ ଆପଣଙ୍କ ପାଦ ରେ ବାନ୍ଧି ଦିଅନ୍ତୁ । ଏ ଭଳି କରିବା ଦ୍ଵାରା ବ୍ୟକ୍ତି ସମସ୍ୟା ଦୂର ହୋଇଥାଏ । ଗର୍ଭବତୀ ମହିଳାଙ୍କୁ ବହୁତ ଜଳଦି ନଜର ଲାଗିଥାଏ ।
ଏହାର ପ୍ରଭାବ ଶିଶୁ ଉପରେ ମଧ୍ୟ ପଡିଥାଏ , ତେଣୁ କରି ଗର୍ଭବତୀ ମହିଳା ମାପ ଅନୁସାରେ ଏକ କଳା ଦାଗା ଆଣି ଏହାକୁ ଗର୍ଭବତୀ ମହିଳାରେ ତିନି ଥର ବୁଲାଇ ନଦୀରେ ବିର୍ସର୍ଜନ କରନ୍ତୁ । ମନେ ରଖନ୍ତୁ କଳା ଦାଗା ମନ୍ଦିର ରୁ ବା ନିଜେ କିଣିକି ଆସିବେ ଅନ୍ୟ କାହାରି ଠାରୁ ଆଣିବେ ନାହିଁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଏହାକୁ ଅନ୍ୟମାନଙ୍କୁ ଶେୟାର କରନ୍ତୁ । ନିଜର ମତକୁ ଆମମାନଙ୍କୁ ଜଣାଇବା ପାଇଁ କମେଣ୍ଟ କରନ୍ତୁ ।