ରାଜନୀତି

ଧର୍ମଶାଳାର ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜେପିରୁ ବହିଷ୍କୃତ – Kalinga News

[ad_1]

ଭୁବନେଶ୍ବର: ଧର୍ମଶାଳାର ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜେପିରୁ ବହିଷ୍କୃତ ହୋଇଛନ୍ତି। ସେ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହ ଦଳ ବିରୋଧୀ କାର୍ଯ୍ୟ କରିଥିବା ହେତୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତାଙ୍କୁ ଦଳରୁ ବହିଷ୍କାର କରିଥିବା ଜଣାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button