ସ୍ୱାସ୍ଥ୍ୟ

ମାତ୍ର 1 ଦିନରେ ମୁଣ୍ଡର ରୁପି ରୁ ପାଇବେ ମୁକ୍ତି, କରନ୍ତୁ ଏହି ଦେଶୀ ଉପଚାର

ଏହି ଉପାୟ କୁ କରିବା ଦ୍ଵାରା ଆପଣଙ୍କର ରୁପି ସମସ୍ୟା ଗୋଟେ ଦିନରେ ସଂପୂର୍ଣ୍ଣ ଶେଷ ହୋଇଥାଏ । ଆଜିର ପ୍ରମୁଖ ସମସ୍ୟା ରହୁଛି ରୁପି ଏହା ଏବେ ଅଧିକ ପରିମାଣରେ ଦେଖିବାକୁ ପାଉଛୁ । ଏହି ସମସ୍ୟା ଆମକୁ ଶୀତ ଦିନରେ ଅଧିକ ହୋଇଥାଏ । କିନ୍ତୁ ଆଉ ଲୋକଙ୍କୁ ଏହା ସବୁ ବେଳେ ହୋଇଥାଏ । ଆମ କେଶରେ ରୁପି ର ବୃଦ୍ଧି ହେବାର ଅନେକ କାରଣ ରହିଛି । ଏଥି ମଧ୍ୟରୁ ପ୍ରଥମ କାରଣ ହେଉଛି ତେଳ ।

ଆମେ ଚୁଟି ବଢିବା ପାଇଁ ତେଲ କୁ ଅଧିକ ପରିମାଣରେ ଲଗେଇଥାଉ । ସପ୍ତାହ ସାରା ତେଳ କୁ ଲଗେଇ ରହିଥାଉ ଚୁଟି କୁ କମ୍ ସଫା କରିଥାଉ ।  ଆମେ ଭାବି ନେଉ ଥାଉ କି ତେଲ ବେଶୀ ଲଗେଇବା ଦ୍ଵାରା ଆମ ଚୁଟି ବଢିଥାଏ ଆଉ ଜମା ବ ଝଡିବା ନାହିଁ । କିନ୍ତୁ ଏହା ଭୁଲ ଧାରଣ ଅଟେ । କାରଣ ରୁପି ଥିବା ସମୟରେ ଅଧିକ ତେଲ ଲଗେଇବା

ଠିକ ନୁହେ । କାରଣ ତେଳ ହେଉଛି ରୁପିର ଖାଦ୍ୟ ଯଦି ଆମେ ତାଙ୍କୁ ଖାଦ୍ୟ ଦେଇଥାଉ ତେବେ ସେ ଆମ କୁ ଛାଡି ଯିବ ନାହିଁ । ତେଣୁ ରୂପୀ ସମୟରେ ତେଳ  ଠାରୁ ଦୂର ରେ ରହିବା ଉଚିତ ହୋଇଥାଏ । ଆସନ୍ତୁ ଜାଣିବା ରୂପୀ ଦୂର କରିବାର ଦୁଇଟି ଉପାୟ ଯାହାକୁ କରିବା ଦ୍ଵାରା ଆମକୁ ବହୁତ ଫାଇଦା  ମିଳିଥାଏ । ଏହା ପାଇଁ ଆମେ ପ୍ରଥମ ତିଆରି କରିବା ନିମ ପତ୍ରର ତେଳ  ।

ନିମ ପତ୍ର ରେ ରହିଥାଏ ଏମିତି କିଛି ଆଣ୍ଟି ପୋଷକ ଗୁଣ ରହିଛି ଯାହା ଆମ ଚୁଟି ରୁ ରୂପି କୁ ଦୂର କରିବାରେ ବହୁତ ଉପକାରୀ ହୋଇଥାଏ । ତାହା ସହିତ ଆପଣଙ୍କ ଶରୀରରେ ଛୋଟ ଦାନା ହୋଇଯାଏ , ଚୁଟିରେ କୁଡ଼େଇ ହେବା ଆଦି ସମସ୍ୟା ଏହି ତେଳ ର ପ୍ରୋୟଗ ଦ୍ଵାରା ଦୂର ହୋଇଥାଏ । ପ୍ରଥମେ ଆପଣ କିଛି ନିମ ପତ୍ରକୁ ଆଣି ଏହାକୁ ଜଳରେ ଧୋଇ ନେବେ ଏବଂ ଏହାର ପତ୍ରକୁ ବାହାର କରି ଗ୍ରାଇଣ୍ଡିଗ ରେ ପକେଇ ନେବେ ଅଳ୍ପ ପାଣି ପକେଇବେ , କିନ୍ତୁ ଏହାକୁ ଅଧିକ ପତଳା କରିବେ ନାହିଁ ।

ଏବେ ଏହାକୁ ଚୁଲି ଉପରେ ବାଆ ଗ୍ୟାସ ରେ ଏକ ପାତ୍ର ରେ ପକେଇ ଏଥିରେ ନଡିଆ ତେଳ ପକେଇ ପାଞ୍ଚ ମିନିଟ୍ ଉତ୍ତାପ ଦେବେ । ଏହା ପରେ ଏହାକୁ ଛାଣି ନେଇ ଥଣ୍ଡା ହେଲା ପରେ ଆପଣଙ୍କ ଚୁଟି ରେ ଯେମିତି ତେଳକୁ ଲଗେଇଥାନ୍ତି । ଠିକ ସେହି ପରି ରାତିରେ ଲଗାଇ ସକାଳେ ଚୁଟି କୁ ସାମ୍ପୁ କରିପାରୁ । ଏହା ଆପଣଙ୍କ ରୁପି ସମସ୍ୟାକୁ ମୂଳରୁ ଶେଷ କରିଥାଏ ।

ଆଉ ଏକ ପଦ୍ଧତି ହେଉଛି ଆମେ ଯେଉଁ ନିମ ପତ୍ର ପେଷ୍ଟ ତିଆରି କରିଛୁ ସେଥିରେ ଦୁଇ ଚାମୁଚ ଦହି ମିଶେଇ ଚୁଟି ଲଗେଇ ମାସାଜ କରିବେ ଏବଂ ଏହାକୁ ଧୋଇଲ ବେଳେ ପ୍ରଥମରେ ପାଣି ଏହାକୁ ଭଲଭାବରେ ସଫା କରିନେବେ ପରେ ସାମ୍ପୁ କରିବେ । ଏହି ଦୁଇ ଟି ପ୍ରଣାଳୀ କୁ ନିହାତି କରନ୍ତୁ ଏହା ଆପଣଙ୍କର ରୁପି ସମସ୍ୟାକୁ ମୂଳରୁ ଶେଷ କରିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button