ସବୁବେଳେ ସୁସ୍ଥ ରହିବା ଓ ଯବାନ ଦେଖା ଯିବା ପାଇଁ ଆପଣାନ୍ତୁ ଏହି 20ଟି ନିୟମ
ନମସ୍କାର ବନ୍ଧୁଗଣ , ଶରୀର ହେଉଛି ମଣିଷ ର ଗୁଟୁତ୍ଵପୂର୍ଣ୍ଣ ବିଷୟ । ଏହି ଶରୀରର ସମସ୍ତ ଆବଶ୍ୟକତା ମିଟାଇବା ପାଇଁ ମଣିଷ ଦିନ ରାତି ଏକ କରି କାମ କରିଥାଏ ଏବଂ ଶରୀର କୁ ଯାହା ଦରକାରୀ ଜିନିଷ ଯୋଗାଇଥାଏ । ଯେଉଁଲୋକମାନଙ୍କ ଶରୀର ସବୁବେଳେ ସୁସ୍ଥ ରହିଥାଏ । ସେ ଲୋକମାନେ ଜାଗତିକ ଭାବରେ ବହୁତ ଶୋଭାଗ୍ୟଶାଳି ହୋଇଥାନ୍ତି । ଆଜି ମୁଁ ଆପଣମାନଙ୍କୁ ସବୁ ବେଳେ ସୁସ୍ଥ ରହିବାର କିଛି ନିୟମ କହିବି ଏବଂ ଆପଣ ଯଦି ଏହାକୁ ସବୁ ଦିନ ପାଳନ କରନ୍ତୁ ଏବଂ ସୁଖ ଆନନ୍ଦରେ ଜୀବନ କୁ ଅତିବାହିତ କରନ୍ତୁ ।
ଆସନ୍ତୁ ଜାଣିବା ଏହା ନିଷୟରେ ନିମ୍ନରେ ଏହାକୁ ବର୍ଣ୍ଣନା କରାଯାଇଛି ।
1- ସକାଳେ ଉଠିଲା ପରେ କମ୍ ଗରମ ପାଣିର ସେବନ କରିବା ଉଚିତ୍ । ଅଧିକ ପରିମାଣରେ ଗ୍ରାମ ପାଣି ର ସେବନ ଶରୀରକୁ ଅସୁସ୍ଥ କରିଥାଏ ।
2- ପାଣି କୁ ପିଇବା ସମୟରେ ବସିକି ବା ତଳ କି ନଇଁ ପିଇବା ଆମ ଶରୀର ପାଇଁ ଉପକାରୀ ହୋଇଥାଏ ।
3- ଅତିକମ୍ରେ ଆମକୁ 32 ଥର ଖାଇବାକୁ ଚୋବେଇବା ଉଚିତ୍ ।
4- ସୂର୍ଯ୍ୟଙ୍କ ଆଗମନ ପୂର୍ବରୁ ଜଳଖିଆ ଖିବା ଉଚିତ୍ ।
5- ସକାଳ ସମୟରେ ସର୍ବଦା ପେଟ ପୁରା ଭୋଜନ ଖାଇବା ଶରୀର ପାଇଁ ଉତ୍ତମ ହୋଇଥାଏ ।
6- ରାତ୍ରି ଭୋଜନ ପରେ କ୍ଷୀର ର ସେବନ ନିହାତି କରନ୍ତୁ ।
7- ରାତିରେ ସାଇଟ୍ରସ୍ଫଳ ଖାଇବେ ନାହିଁ ।
8-ସକାଳେ ଜଳଖିଆ ସହିତ ଜୁସ୍ ର ସେବନ ନିଶ୍ଚୟ କରନ୍ତୁ ।
9- ଥଣ୍ଡା ପାଣିର ବ୍ୟବହାର ଅଳ୍ପ ପରିମାଣରେ କରନ୍ତୁ ।
10- ରାତ୍ରି ସମୟରେ ସବୁବେଳେ କମ୍ ପରିମାଣର ଖାଦ୍ୟ ଖାଇବା ଉଚିତ୍ ।
11- ଆଇସ୍କ୍ରିମ ଖାଇବା ପୂତ ପୁରି ବନ୍ଦ କରି ଦିଅନ୍ତୁ ।
12- ରାତିରେ ଲସି କେବେ ଖାଇବେ ନାହିଁ ।
13- ଖାଦ୍ୟ ଖାଇବାର ଘଣ୍ଟାଏ ପିରବାରୁ ପାଣି ପିଇବା ଉଚିତ୍ ।
14- ସକାଳେ ଜଳଖିଆ ଖିଆଲ ପରେ ଅଳସୁଆ ନ ରହି ଶରୀର କୁ କିଛି କାମ ଦେବା ଯଥା ଘରୋଇ ଏବଂ ବାହାର କାମ କରିବା ଉଚିତ୍ ।
15- ଅପରାହ୍ନ ଖାଇବା ପରେ ଶରୀରକୁ ବିଶ୍ରାମ ଦିଅନ୍ତୁ ।
16- ଖିଆଲ ପରେ ସର୍ବଦା 500 ପଦ ଚଲାନ୍ତୁ । ଏହା ଶରୀର ପାଇଁ ଉପକାରୀ ହୋଇଥାଏ। 17- ରାତ୍ରି ଭୋଜନ ପରେ ବ୍ଜ୍ରାଶନ ନିଶ୍ଚୟ କରିବେ ।
18- ଖାଇଲା ପରେ ତୁରନ୍ତ ନ ଶୋଇ କିଛି ସମୟ ଚଳାବୁଲା ବସିଲା ପରେ ଯାଇ ଶୋଇବେ ।
19- ସକାଳେ ଉଠିଲା ମାତ୍ରେ ଆଖିରେ ଥଣ୍ଡା ପାଣି ଦେଇ ଢୋଇବା ଉଚିତ୍ ।
20- ରାତିରେ 10ଟା ଭିତରେ ଶୋଇବା ଉଚିତ୍ । ଏହା ଦ୍ଵାରା ଆମକୁ ସୁଖଦାୟକ ନିଦ୍ରା ହୋଇଥାଏ ଏବଂ ଦିନ ସାରା ଉତ୍ସାହ ସହିତ କାମ କରିଥାଉ ।
ଏହି ସମସ୍ତ ବିଷୟକୁ ସବୁ ଦିନ ପାଳନ କରିବା ଦ୍ଵାରା ଆପଣ ସାବତ ବେଳେ ସୁସ୍ଥ ରହିବେ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।