ଅପରାଧ

ଅହମ୍ମଦାବାଦରୁ ୪ ସନ୍ଦିଗ୍ଧ ଆଇଏସ୍‌ ଆଇଏସ୍‌ ଆତଙ୍କବାଦୀ ଗିରଫ – Kalinga News

[ad_1]

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ବନ୍ଦରରେ ବୋମା ଧମକ ମିଳିବାର କିଛି ଦିନ ପରେ ୪ ଜଣ ସନ୍ଦିଗ୍ଧ ଆଇଏସ୍‌ ଆଇଏସ୍‌ ଆତଙ୍କବାଦୀଙ୍କୁ ଅହମ୍ମଦାବାଦ ବିମାନବନ୍ଦରରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀମାନେ ଶ୍ରୀଲଙ୍କାର ନାଗରିକ ବୋଲି ଅନୁମାନ କରାଯାଉଛି।

ଗୁଜରାଟ ଆଣ୍ଟି ଟେରର ସ୍କ୍‌ାଡ୍‌ (ଏଟିଏସ୍‌) ବିମାନବନ୍ଦରରେ ଏହି ଆତଙ୍କବାଦୀମାନେ ନିଜ ହେଣ୍ଡଲରକୁ ଅପେକ୍ଷା କରିଥିବା ବେଳେ ସେମାନଙ୍କୁ ଗିରଫ କରିଛି।

ମେ ୧୨ ତାରିଖରେ ଅହମ୍ମଦାବାଦ ବିମାନବନ୍ଦରକୁ ବୋମା ଧମକ ଇମେଲ୍‌ ଜରିଆରେ ମିଳିଥିଲା, ଯାହା କି ସୁରକ୍ଷା କର୍ମୀମାନେ ବିମାନବନ୍ଦର ପରିସରରେ ଖୋଜାଖୋଜି କରିବା ପରେ ଏକ ମିଥ୍ୟା ପ୍ରମାଣିତ ହୋଇଥିଲା। କିନ୍ତୁ କିଛି ସନ୍ଦେହଜନକ ମିଳି ନଥିଲା।ଅପରାହ୍ନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରର ଅଫିସିଆଲ୍‌ ଇମେଲ୍‌ ଆଇଡିରେ ଜଣେ ଅଜ୍ଞାତ ବ୍ୟକ୍ତି ଏହି ଧମକପୂର୍ଣ୍ଣ ଇମେଲ୍‌ ପଠାଇବା ପରେ ବିମାନବନ୍ଦରର ସୁରକ୍ଷା କର୍ମୀମାନେ ସମଗ୍ର ବିମାନବନ୍ଦରକୁ ଯାଞ୍ଚ କରିଥିଲେ ବୋଲି ପୁଲିସ କମିଶନର ଜିଏସ୍‌ ମଲ୍ଲିକ କହିଛନ୍ତି।

ତେବେ, ଏହି ଘଟଣାର କିଛିଦିନ ପରେ ପରେ ୪ ଜଣ ସନ୍ଦିଗ୍ଧ ଆଇଏସ୍‌ ଆଇଏସ୍‌ ଆତଙ୍କବାଦୀଙ୍କୁ ଅହମ୍ମଦାବାଦ ବିମାନବନ୍ଦରରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀମାନେ ଶ୍ରୀଲଙ୍କାର ନାଗରିକ ବୋଲି ଅନୁମାନ କରାଯାଉଛି। ଗୁଜରାଟ ଆଣ୍ଟି ଟେରର ସ୍କ୍‌ାଡ୍‌ (ଏଟିଏସ୍‌) ବିମାନବନ୍ଦରରେ ଏହି ଆତଙ୍କବାଦୀମାନେ ନିଜ ହେଣ୍ଡଲରକୁ ଅପେକ୍ଷା କରିଥିବା ବେଳେ ସେମାନଙ୍କୁ ଗିରଫ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button