ଅପରାଧ
ଭଞ୍ଜନଗରରେ ନିର୍ବାଚନୀ ହିଂସା: ବୁଥ୍ ରିଗିଂ ଅଭିଯୋଗ – Kalinga News

[ad_1]
ଭଞ୍ଜନଗର:ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥ୍ରେ ନିର୍ବାଚନୀ ହିଂସା ଘଟିଛି। ବୁଥ୍ରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି । ବିଜେପି କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Sambad is now on WhatsApp
Join and get latest news updates delivered to you via WhatsApp
ବିଜେଡ଼ିକର୍ମୀମାନେ ବୁଥ୍ ରିଗିଂ କରିବାକୁ ଚେଷ୍ଟା କରୁଥିବାବେଳେ ବିଜେପି କର୍ମୀମାନେ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏହା ସହିତ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
[ad_2]