95 % ଲୋକଙ୍କୁ ଜଣା ନଥାଏ ଅଖରୋଟ ଖାଇବାର ସଠିକ ତରିକା ! ଅଖରୋଟ ଖାଆନ୍ତୁ ଶରୀରରୁ ରୋଗବେମାରୀ ଦୂର କରନ୍ତୁ

ନମସ୍କାର ବନ୍ଧୁଗଣ , ଆଧୁନିକ ଯୁଗରେ ମଣିଷ ତାହାର ଖରାପ ହେଉଥିବା ସ୍ଵାସ୍ଥ କି ନେଇ ଭଉତ ଚିନ୍ତିତ ରହିଥାଏ ଓ ଏହାକୁ ଦୂର କରିବା ପାଇଁ ଅନେକ ଚେଷ୍ଟା କରିଥାଏ । ପଇସା କୁ ଆମେ ପାଣି ରୂପରେ କର୍ଚ କରି ଶରୀର କୁ ସୁସ୍ଥ ରଖିବା ର ଅକ୍ଲାନ୍ତ ଚେଷ୍ଟା କରିଥାଉ । କିନ୍ତୁ ଇଶ୍ଵର ଶରୀର ର ସୁସ୍ଥତା ପାଇଁ ପୂର୍ବରୁ ଏହାର ସମାଧାନ ଦେଇଥାନ୍ତି । ମାତ୍ର ଆମେ ଜାଣିପାରି ନ ଥାଉ ଏମିତି ଏକ ଜିନିଷ ବିଷୟରେ ଆମେ ଆଜି ଆପଣଙ୍କୁ କହିବୁ ।
ତାହା ହେଉଛି walnuts ଯଥା ଆକରୋଟ କହିଥାଉ ଏହା ଭିତରେ ରହିଛି ଅନେକ ପୋଷାକ ତତ୍ଵ ଓ ଶରୀର ପାଇଁ ଉପକାରୀ ଜିନିଷ । ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ବନ୍ଧରେ ଯାହାକୁ ଜାଣିବା ପରେ ଆପଣ ବ୍ୟବହାର କରି ସୁସ୍ଥ ସବଳ ରୁହନ୍ତୁ ।walnuts କୁ ରିସର୍ଚ କରିବା ପରେ ଜଣାଯାଇଛି ଯେ ଏହାକୁ ସବୁ ଦିନ ଖାଇବା ଦ୍ଵାରା ଏହା ଶରୀର ରେ କ୍ୟାନ୍ସର ହେବାକୁ ଦେଇନଥାଏ ।
ଯଦି ଆପଣ ଶରୀର ର କ୍ୟାନ୍ସର କୋଷ ରହିଥାନ୍ତି ତେବେ ଏହାକୁ ଖାଇବା ଦ୍ଵାରା ତାହା ନଷ୍ଟ ହେଇଯାଆନ୍ତି। ଏହା ସହିତ walnuts ଆମ ହୃଦୟର ପ୍ରକ୍ରିୟା କୁ ଭଲରେ କାମ କରିବା ରେ ସାହାଯ୍ୟ କରିଥାଏ । ଶରୀର ର ଶିରା ମଧ୍ୟରେ ଅନେକ ସମୟରେ ରକ୍ତ ଜମିଯାଇଥାଏ ଯଥା ବ୍ଲଡ଼ ବ୍ଲୋକେଜ ହେବାର ସମ୍ଭାବନା କମ୍ ଦେଖାଯାଇଥାଏ । ଏହା ବ୍ଯତୀତ walnuts ଶରୀରରେ ବଢିଥିବା ମନ୍ଦ LDL କୋଲୋଷ୍ଟ୍ରୋଲ କୁ ବୃଦ୍ଧି ହେବାକୁ ଦେଇନଥାଏ ।
କୁହାଯାଏ ଯେ ଯେତେ ବି ଫଳ , ବାଦାମ ରହିଛି ତହି ମଧ୍ୟ ରୁ walnuts ହେଉଛି ହୃଦୟ ର ପ୍ରକୃତ ସାଙ୍ଗ । walnuts ରେ ରହିଥିବା ଏନ୍ଟି ଅକ୍ସିଡେଣ୍ଟ ଶରୀର ଉତ୍ପନ ହେଇଥିବା ଖରାପ ସେଲ୍ସ କୁ ନଷ୍ଟ କରି ଥାନ୍ତି ଯାହା ଫଳରେ ଆପଣ ବୁଢା ଦେଖାଯାଇନଥାନ୍ତି । ଆପଣ ଦେଖିଥିବେ ଅନେକ ଲୋକମାନେ ବହୁତ କମ୍ ବୟସରେ ବୁଢା ଲୋକମାନଙ୍କ ପରି ଦେଖାଯାଇଥାନ୍ତି । walnuts କୁ ଖାଇବା ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ ।
walnuts ପୁରୁଷ ମାନଙ୍କ ଧାତୁ ପତନ ହେବାକୁ ଦେଇନଥାଏ ଆଜି କାଲି ପୁରୁଷମାନଙ୍କ ର ଏହି ସମସ୍ୟା ଅଧିକାଂଶ ଦେଖାଯାଉଛି , ତେଣୁ walnuts ଏହା ପାଇଁ ଭଲ ହୋଇଥାଏ । ଆପଣଙ୍କ ଲିଭର ଜନିତ ସମସ୍ୟା ପାଇଁ ମଧ୍ୟ walnuts ସେବନ ଉପକାରୀ ହୋଇଥାଏ । ଆଣ୍ଠୁ ବିଦ୍ଧା ଥିବା ଲୋକମାନଙ୍କ ପାଇଁ ଏହାର ସେବନ ବହୁତ ଫଳଦାୟୀ ହୋଇଥାଏ । walnuts ରେ କର୍ଫର ତ ମାତ୍ର ଅଧିକ ରହିଥାଏ ଯାହା ଆପଣଙ୍କ ହାଡ କୁ ମଜବୁତ କରିଥାଏ ।
ଡାଏଟ କରିଥିବା ଲୋକମାନେ ମଧ୍ୟ ଏହାର ସେବନ କରିପାରିବେ କାରଣ ଏଥିରେ କୋଲୋଷ୍ଟ୍ରୋଲ ର ମାତ୍ର ବହୁତ କମ୍ ରହିଥାଏ । ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଓଜନ ବଢିନ ଥାଏ । walnuts ରେ ପ୍ରଚୁର ପରିମାଣ ରେ ଫାଇବାର ରହିଥାନ୍ତି ଯାହା ହଜମ ପ୍ରକ୍ରିୟା କୁ ସୁଦୂଢ କରିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।