ଖେଳ ଖବର

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୧୫୮ ରନ୍ – Kalinga News

[ad_1]

କୋଲକାତା: ଆଇପିଏଲ୍‌ର ୬୦ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମୁହାଁମୁହିଁ ହୋଇଛନ୍ତି।
କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟାରଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୧୬ ଓଭରରେ କୋଲକାତା ନାଇଟ୍ ରାଇଡର୍ସ ୭ ୱିକେଟ ହରାଇ ୧୫୭ ରନ୍ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୧୫୮ ରନ୍ ରହିଛି।

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଫିଲିପ୍ ସଲ୍ଟ ୬ ରନ୍ କରିଥିବାବେଳେ ଭେଙ୍କଟେଶ ଆୟାର ୪୨ ରନ୍ କରିଥିଲେ। ସେହିପରି ଶ୍ରେୟଶ ଆୟାର ୭ ରନ୍, ନୀତୀଶ ରାଣା ୩୩ ରନ୍, ଆଶ୍ଡ୍ର୍ୟୁ ରସେଲ୍ ୨୪ ରନ୍, ରିଙ୍କୁ ସିଂ ୨୦ ରନ୍, ରମଣଦୀପ ସିଂ ୧୭ ରନ୍, ମିଚେଲ୍ ଷ୍ଟାର୍କ ୨ ରନ୍ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button