ସ୍ୱାସ୍ଥ୍ୟ

କ’ ଣ ଆପଣ ମଧ୍ୟ ସୁସ୍ଥ, ସବଳ ଶରୀର ବନାଇବାକୁ ଚାହୁଁଛନ୍ତି ? ଜାଣନ୍ତୁ ମୋଟା ହେବାର ସହଜ ତରିକା

ନମସ୍କାର ବନ୍ଧୁଗଣ , ମୋଟା ହେବେ କେମିତି  ପତଳା ଥିବା ଲୋକ ସବୁବେଳେ ଏହା ହିଁ ଚିନ୍ତା କରିଥାଏ । ମୁଁ କେମିତି ମୋଟା , ସୁନ୍ଦର ଦେଖାଯିବି ଆପଣଙ୍କୁ ମୋଟା ହେବା ପୂବାରୁ ଜାଣିବା ଉଚିତ୍ । ମୁଁ କଣ ପାଇଁ ପତଳା ଯେଉଛି ଯଥା ସବୁ ତ ଖାଉଛି ହେଲେ ଵି କାହିଁକି ପତଳା ହେଇଯାଉଛି । ପ୍ରଥମ କଥା  ହେଲା ଲୋକଟି ଠିକ ଭାବରେ ଖାଦ୍ୟ ଖାଉଛି କି ନାହିଁ , ତା ଶାରୀର ରେ କାର୍ବନ ହାଇଡ୍ରେଟ , ପ୍ରୋଟିନ ସମାନ ହେଇକି ରହିଛି କି ନାହିଁ ।

ଏହା ସହିତ ଶରୀର  BMI ଜଣେ ଲୋକ ମୋଟ ଓ ପତଳା କୁ ନେଇ ଏହା ଗଣନା କରାଯାଇ । ଲୋକଙ୍କୁ ଉପଦେଶ ଦିଆଯାଏ କି ସେ ମୋଟା ହେବା ଦରକାର ନା ପତଳା । ଯଦି ଶରୀର index 18 .7 ଋ କମ୍ ରହିଥାଏ ତେବେ ଏହି କ୍ଷେତ୍ର ରେ ଲୋକକୁ ମୋଟା ହେବା ପାଇଁ କୁହାଯାଇଥାଏ । ଆଜି ଆମେ ଆପଣ ଓଜନ ବଢାଇବାର କିଛି ବିଷୟ କହିବୁ ଆଶା କରେ ଆପଣ ଏହି ପେଜ୍ କୁ ଶେଷ ପର୍ଯ୍ୟନ୍ତ ପଢିବେ ।

ଶରୀର ର ଓଜନ କୁ ଧୀରେ ଧୀରେ ବୃଦ୍ଧି କରିବାକୁ ପଢିଥାଏ ଏଥି  ପାଇଁ ଆପଣଙ୍କୁ  ଆପଣଙ୍କ ଜୀବନ ଶୈଳୀକୁ ଟିକେ ପରିବର୍ତ୍ତନ କରିବାକୁ ପଡେ । ଆପଣଙ୍କୁ ସପ୍ତାହ କୁ 500 କି .ଗ୍ରାର କ୍ୟାଲୋରୀ ଖାଦ୍ୟରେ ରହିବା ଆବଶ୍ୟକ । ଖାଦ୍ୟ ସହିତ ଆପଣଙ୍କୁ ନିଦ୍ଧାରିତ ବ୍ୟାୟାମ ମଧ୍ୟ କରିବାକୁ ପଡିବ । ଅନେକ ଲୋକମାନଙ୍କ ଚିନ୍ତା ଧାରା ଏଭଳି ରହେ ଯେ ପତଳା ଲୋକମାନେ ବ୍ୟାୟାମ କରିବା ଦ୍ଵାରା ପତଳା ହେଇଥାନ୍ତି ।

ତେଣୁ ପ୍ରାୟତ ଲୋକମାନେ ବ୍ୟାୟାମ କରିନଥାନ୍ତି କିନ୍ତୁ ଏହା ଠିକ ନୁହେ ଆପଣଙ୍କୁ ସବୁ ଦିନ ବ୍ୟାୟମ କରିବା ଦରକାର ଏହା ଦ୍ଵାରା ମଶାଲ୍ସ ବଢିଥାଏ । ଶାରୀରିକ ସ୍ଥରରେ  ରୋଗ ଓ ଦୁର୍ବଳତା ବ୍ୟକ୍ତି ର ଶରୀରରେ ଓଜନ ବଢିବାକୁ ଦେଇନଥାଏ । ଏହା ବ୍ୟତୀତ ମାନସିକ ରୋଗ ଯାହା  ବାହାର କୁ  ଅଦୃଶ୍ୟ କିନ୍ତୁ ଲୋକକୁ ଭିତରୁ ଭାଙ୍ଗି ଦିଏ ଓ ଓଜନ କୁ କଦାପି ବଢିବାକୁ ଦିଏ ନାହିଁ ।

ଆଧୁନିକ ଯୁଗରେ ଦେଖାଯାଉଥିବା ରୋଗ ଓ ଖାଦ୍ୟ ଜନିତ ରୋଗ ଯଥା ଡାଇବେଟିସ , ବ୍ଲଡ଼ ଫ୍ରେସର , ଉଚ୍ଚ ରକ୍ତଚାପ ଭଳି ରୋଗ ଶରୀର ରେ ଓଜନ କୁ ବଢାନ୍ତି ନାହିଁ । ଆଜି କାଲି ଲୋକମାନଙ୍କ ଉପରେ କାମ ର ଭାର ରହିଥାଏ ତେଣୁ କରି ସେମାନେ ଦିନ ସାରା ଚିନ୍ତାରେ ରହିଥାନ୍ତି । ତେଣୁ ଆପଣଙ୍କ ଓଜନ କୁ ବଢାଇବା ପାଇଁ ଆପଣଙ୍କୁ ସଠିକ ସମୟରେ ଖାଇବା , ଶୋଇବା ଓ ସବୁ ଦିନ ଘଣ୍ଟାଏ ବ୍ୟାୟମ , ଯୋଗ କରିବା ଉଚିତ୍ ।

ଏହା ସହିତ ବାହାର ଖାଦ୍ୟ କୁ ପରିତ୍ୟାଗ କରି ପନିପରିବା , ଅଣ୍ଡା , ମାଛ ଆଦି କୁ ଖାଇବା ଶରୀର ପାଇଁ ବହୁତ ଭଲ ଓ ଓଜନ ବଢିବାରେ ସାହାଯ୍ୟ କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button