ଖେଳ ଖବର

ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ – Kalinga News

[ad_1]

ମୁମ୍ବାଇ: ଆଇପିଏଲ୍‌ର ୫୫ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ଏବଂ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍‌ଏଚ୍) ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡ୍‌ରେ ଇଶାନ କିଶନ (ୱିକେଟକିପର) , ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ) , ରୋହିତ ଶର୍ମା , ନମନ ଧୀର , ସୂର୍ଯ୍ୟକୁମାର ଯାଦବ , ତିଲକ ବର୍ମା , ନେହଲ ୱାଡେରା , ଟିମ ଡେଭିଡ , ଜେରାଲ୍ଡ କୋଟଜୀ , ପୀୟୁଷ ଚାୱଲା , ଜସପ୍ରୀତ ବୁମରା , ନୁୱାନ ଥଶାରା , ଶ୍ୟାମ ମୁଲାନି , ଶିବଲିକ୍ ଶର୍ମା , ଡେୱାଲ୍ଡ ବ୍ରେଭିସ୍, ରୋମାରିଓ ଶେପହର୍ଡ , ମହମ୍ମଦ ନବୀ , କୁମାର କାର୍ତ୍ତିକେୟ , ଲୁକ ଉଡ୍ , ଶ୍ରେୟାସ ଗୋପାଳ , ହରଭିକ ଦେଶାଇ , ଅର୍ଜୁନ ତେନ୍ଦୁଲକର , ଅନସୁଲ କାମ୍ବୋଜ , ଆକାଶ ମାଧୱାଲ , କ୍ୱେନା ମପାକା ପ୍ରମୁଖ ରହିଛନ୍ତି।

ସେହିପରି ସନରାଇଜର୍ସ ହାଇଦ୍ରାବାଦ ସ୍କ୍ବାଡ୍‌ରେ ହେନ୍ରିଚ୍ କ୍ଲାସେନ୍ (ୱିକେଟକିପର) , ପ୍ୟାଟ୍ କମିନ୍ସ (ଅଧିନାୟକ) , ଟ୍ରାଭିସ୍ ହେଡ୍ , ଅଭିଷେକ ଶର୍ମା , ଅନମୋଲପ୍ରୀତ ସିଂ , ନୀତୀଶ ରେଡ୍ଡୀ , ଅବଦୁଲ ସମଦ , ଶାହାବାଜ ଅହମ୍ମଦ , ମାର୍କୋ ଜାନସେନ୍ , ଭୁବନେଶ୍ୱର କୁମାର , ଟି ନଟରାଜନ , ଜୟଦେବ ଉନାଦକଟ୍ , ଉମରନ୍ ମଲିକ୍ , ମୟଙ୍କ ମାର୍କଣ୍ଡେ , ଏଡେନ ମାର୍କମ , ସାନବୀର ସିଂ , ୱାଶିଂଟନ୍ ସୁନ୍ଦର , ଗ୍ଲେନ୍ ଫିଲିପ୍ସ , ରାହୁଲ ତ୍ରିପାଠୀ , ମୟଙ୍କ ଅଗ୍ରୱାଲ , ଉପେନ୍ଦ୍ର ଯାଦବ ,ଝାଥଭେଦ୍ ସୁବ୍ରମଣ୍ୟନ୍ , ବିଜୟକାନ୍ତ ଭିଆସ୍କାନ୍ତ , ଫଜଲହକ୍ ଫାରୁକି , ଆକାଶ ମହାରାଜ ସିଂ ପ୍ରମୁଖ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button