ଦେଶ- ବିଦେଶ

GK- ଅଟା ରେ କଣ ମିଶାଇଲେ ରୁଟି ବେଲୁନ ଭଳିଆ ଫୁଲି ଥାଏ ? ଏହା ସହ ଜାଣନ୍ତୁ 10 ଟି ପ୍ରଶ୍ନ ଓ ଏହାର ଉତ୍ତର

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହିତ ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣି ନ ଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତ୍ତୀର୍ଣ୍ଣ ହୋଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ ।

ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ ।

ଏହି ସବୁ ସାଧାରଣ ଜ୍ଞାନ ର ପ୍ରଶ୍ନ ଆମେ ପାଇଗଲେ ଅନେକ ଉପକୃତ ହୋଇ ପାରିବା । ଆଜି ଆମେ ଆପଣମାନଙ୍କ ପାଇଁ ନେଇକି ଆସିଛୁ ମଜାଦାର ପ୍ରଶ୍ନ ଓ ଉତ୍ତର ପ୍ରତିଯୋଗୀତା । ଏହା ଆପଣ ମାନଙ୍କ ବ୍ୟାପାର,ବାଣିଜ୍ୟ ରାଜନୈତିକ ଓ ସାଧାରଣ ଜ୍ଞାନ ର ଅଭିବୃଦ୍ଧି କରିଥାଏ । ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହା ସମ୍ପର୍କରେ ଜାଣିବା ଉଚିତ୍ । ସାଧାରଣ ଜ୍ଞାନ ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ହୋଇଥାଏ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ସେହି ସମସ୍ତ ପ୍ରଶ୍ନର ଉତ୍ତର ଓ ଏହାର ଉତ୍ତର ସମ୍ପର୍କରେ ।

୧- ମନୁଷ୍ୟର କେଉଁ ଜାଗାରେ ସବୁବେଳେ ଜୀବାଣୁ ରହିଥାଏ ?

ଉତ୍ତର- ନଖ ମୂଳ ରେ ।

୨- କଣ ଖାଇଲେ ମନୁଷ୍ୟ ର ରକ୍ତ ଅପରିଷ୍କାର ହୋଇଥାଏ ?

ଉତ୍ତର- ଶୁଖୁଆ ।

୩- ପୁରୀ ମନ୍ଦିର ବର୍ଷ କୁ ପ୍ରାୟତ କେତେ ଟଙ୍କା ଇନକମ କରିଥାଏ ?

ଉତ୍ତର- ୨୩୭ କୋଟି ଟଙ୍କା ।

୪- କେଉଁ ଗଛର ପତ୍ରରେ ଆଦୌ ପାଣି ଦରକାର ପଡେ ନାହିଁ ?

ଉତ୍ତର- ସାରୁ ଗଛ ।

୫- ଡାଳିମ୍ବ ଖାଇବା ଦ୍ଵାରା କେଉଁ ରୋଗ ଭଲ ହୋଇଥାଏ ?

ଉତ୍ତର- ରକ୍ତ ହୀନତା ।

୬- ଉଚ୍ଚ ତକିଆ ତଳେ କି ସୋଇଲେ କେଉଁ ରୋଗ ଭଲ ହୋଇଥାଏ ?

ଉତ୍ତର- ମୁଣ୍ଡ ବିନ୍ଧା ।

୭- ଗାଈ କେଉଁ ଦେଶରେ ରାଷ୍ଟ୍ରୀୟ ପଶୁ ଅଟେ ?

ଉତ୍ତର- ନେପାଳ ।

୮- କେଉଁ ଦେଶରେ ଦୁଇଟି ସୂର୍ଯ୍ୟ ଦେଖିବାକୁ ମିଳିଥାଏ ?

ଉତ୍ତର- ଚୀନ ।

୯- ବିଲେଇ ର ଜୀବନ କାଳ କେତେ ବର୍ଷ ହୋଇଥାଏ ?

ଉତ୍ତର- ୧୫ ବର୍ଷ ।

୧୦- ଅଟା ରେ କଣ ମିଶାଇଲେ ରୁଟି ବେଲୁନ ଭଳିଆ ଫୁଲି ଥାଏ ?

ଉତ୍ତର- ସୋଡା ।

Related Articles

Leave a Reply

Your email address will not be published. Required fields are marked *

Back to top button