ସ୍ୱାସ୍ଥ୍ୟ

କେବଳ ଥରେ ଲଗାନ୍ତୁ, ଅର୍ଶ ଶୁଖିକି ଝଡ଼ିଯିବ

ବର୍ତ୍ତମାନ ସମୟରେ ପାଇଲ୍ସ ବା ଅର୍ଶ ଭଳି ସମସ୍ଯା ଅନେକ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି । ଏହା ହୋଇବା ଦ୍ଵାରା ବ୍ୟକ୍ତିକୁ ମଳ ତ୍ୟାଗ କରିବାରେ ବହୁ ଅଧିକ କଷ୍ଟର ସାମ୍ନା କରିବାକୁ ପଡିଥାଏ । ଏପରିକି ଉଠିବା ବସିବା ସମୟରେ ବି ସେହି ସ୍ଥାନରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଅର୍ଶ ହେବାର ଅନେକ ଗୁଡିଏ କାରଣ ରହିଅଛି । ପେଟ ଯଦି ସବୁବେଳେ ଠିକ ସମୟରେ ସଫା ହୋଇପାରିନଥାଏ । ତେବେ ଅର୍ଶ ଭଳି ସମସ୍ଯା ଅଧିକ ଭୋଗିବାକୁ ପଡିଥାଏ ।

ଅର୍ଶ ବା ପାଇଲ୍ସକୁ ଦୂର କରିବା ପାଇଁ ଏକ ଘରୋଇ ରେମିଡି ବିଷୟରେ ଏଠାରେ କହିବାକୁ ଯାଉଛୁ । ଯାହା ଅର୍ଶକୁ ଭଲ କରିବାରେ ସାହାଜ୍ଯ କରିଥାଏ । ତେବେ ପାଇଲ୍ସକୁ  ଠିକ କରିବା ପାଇଁ ପ୍ରଥମେ ନିଜ ପେଟକୁ ପରିଷ୍କାର କରିବାକୁ ପଡିବ । ସେଥିପାଇଁ ରାତିରେ 1 ଗ୍ଳାସ ଉଷୁମ କ୍ଷୀରରେ ଅଧା ଚାମଚ ଜଡା ତେଲ ମିଶାଇ ଦିଅନ୍ତୁ ।

ତାପରେ ଏହି ସାମଗ୍ରୀ 2 ଟିକୁ ଭଲ ଭାବରେ ମିଶାଇ ତାହାର ସେବନ କରି ଦିଅନ୍ତୁ । ଏହା ଆପଣଙ୍କ ପେଟ ପରିଷ୍କାର କରିବାରେ ସାହାଜ୍ଯ କରିଥାଏ । ଅର୍ଶ ଭଳି ସମସ୍ଯା ଭୋଗୁଥିବା ଲୋକମାନେ ନିଜ ଖାଦ୍ୟରେ ମୂଳାକୁ ନିହାତି ଭାବେ ସାମିଲ କରନ୍ତୁ । ଆପଣ ନିଜର ବ୍ରେକଫାଷ୍ଟରେ ବିଟ, ଗାଜର ଓ ମୂଳା ଭଳି ପରିବାର ସେବନ କରନ୍ତୁ ।

ଦିତୀୟ ଉପଚାରଟି ହେଉଛି ଆପଣ ଧଳା ପିଆଜ ଆଣି ତାହାକୁ ଗ୍ରାଣ୍ଡିଂ କରି ସେଥିରୁ 10 ଏମଏଲ ପିଆଜ ରସ ବାହାର କରନ୍ତୁ । ତାପରେ ସେଥିରେ 5 ଏମଏଲ ଅଦା ରସ ମିଶାଇ ଗିଲାଇ ଦିଅନ୍ତୁ । ତାପରେ ଏକ ତୁଳା ସାହାଜ୍ଯରେ ସେହି ମିଶ୍ରଣରୁ କିଛି ନେଇ ଅର୍ଶ ହୋଇଥିବା ସ୍ଥାନରେ ଲଗାନ୍ତୁ ।

ଏହି ଉପାୟ ଦ୍ଵାରା ଅର୍ଶ ବ ପାଇଲ୍ସ ଭଳି ସମସ୍ଯାରୁ ବ୍ୟକ୍ତିକୁ ବହୁତ ଶୀଘ୍ର ଉପଶମ ମିଳିଥାଏ । ତେଣୁ ଆପଣ ପ୍ରଥମେ ଅର୍ଶରୁ ମୁକ୍ତି ପାଇବା କୁ ଚାହୁଁଥିଲେ । ବିଭିନ୍ନ ପ୍ରକାର ପନିପରିବା ଜାତୀୟ ଖାଦ୍ୟ ଓ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ । ଏଥିସହ ଏହି ଉପୋରୋକ୍ତ କୁହାଯାଇଥିବା ଉପାୟକୁ କରି ଦେଖନ୍ତୁ । ଅର୍ଶ ଭଳି ସମସ୍ଯାରେ ପୀଡିତ ଥିବା ଲୋକଙ୍କୁ ଅର୍ଶ ପ୍ରୋବ୍ଲେମରୁ ମୁକ୍ତି ମିଳିପାରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button