ଜ୍ୟୋତିଷ

ବିବାହିତ ଦମ୍ପତିମାନେ ମାସକୁ କେତେଥର ରଖିବେ ଶାରୀରିକ ସଂପର୍କ? ଜାଣନ୍ତୁ ଡାକ୍ତର କଣ କହୁଛନ୍ତି

ଜଣେ ବିବାହିତ ପୁରୁଷ କି ମହିଳା ଏହା ଜାଣିରଖିବା ଉଚିତ । କାହିଁକିନା ଅନେକ ସମୟରେ ନିଜ ଅଜ୍ଞାନତା କାରଣରୁ ମାସକ ମଧ୍ୟରେ ଅନେକଥର ଶାରୀରିକ ସଂପର୍କ ରଖିବାକୁ ପଡ଼ିଥାଏ । ହେଲେ ଏହା ଆଦୌ ଠିକ ନୁହେଁ ଶରୀର ପାଇଁ ।ଶାରୀରିକ ସଂପର୍କ ଦ୍ଵାରା ଦୁର୍ବଳତା ଅନୁଭବ କରିବା ସହ ଶିଥିଳତା ମଧ୍ୟ ପରିଲକ୍ଷିତ ହୋଇଥାଏ । କିନ୍ତୁ ମନେରଖନ୍ତୁ ଶାରୀରିକ ସଂପର୍କ କିଛି ଖରାପ ନୁହେଁ । ଏହାକୁ ନିୟମରେ ରଖିପାରିଲେ ଉଭୟ ମନ ଓ ଶରୀରପାଇଁ ଭଲ ।ଶାରୀରିକ ସଂପର୍କ ରଖିବା ଦ୍ଵାରା ମନ ପ୍ରଫୁଲ୍ଲିତ ରହିବା ସହ ଶାରୀରିକ ସୁସ୍ଥତା ଅନୁଭବ କରିହୁଏ । ଶାରୀରିକ ସଂପର୍କ ରଖିବା ଦ୍ଵାରା ମଧ୍ୟ ନିଦ୍ରା ଠିକ ଭାବେ ହୋଇଥାଏ ।

କିନ୍ତୁ ଶାରୀରିକ ସଂପର୍କ କେତେଥର ରଖିବେ ଜାଣିଛନ୍ତି କି ? ପୁରୁଷ ହେଉକି ମହିଳା ୨୧ ଥରରୁ ଅଧିକ ରଖିବା ଉଚିତ ନୁହେଁ । ଶାରୀରିକ ସଂପର୍କ ମାସକୁ ୨୧ ଥର ରଖିଲେ ଜଣେ ସୁସ୍ଥ ଭାବରେ ନିଜକୁ ସନ୍ତୁଳିତ ଭାବରେ ବଂଚିପାରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button