ଦେଶ- ବିଦେଶ

ଜନସେନା ମୁଖ୍ୟ ପୱନ କଲ୍ୟାଣ ନିଜର ୧୬୪ କୋଟି ଟଙ୍କା ସମ୍ପତ୍ତି ଘୋଷଣା କଲେ – Kalinga News

[ad_1]

ନୂଆଦିଲ୍ଲୀ : ଜନସେନା ମୁଖ୍ୟ ଏବଂ ଅଭିନେତା ପୱନ କଲ୍ୟାଣ ଆଜି ତାଙ୍କ ସମ୍ପତ୍ତିର ମୂଲ୍ୟ ଘୋଷଣା କରିଛନ୍ତି। ପୱନ କଲ୍ୟାଣଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୬୪.୫୩ କୋଟି। ତେବେ ଗତ ୪ ବର୍ଷ ଧରି ତାଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୬୦ କୋଟି ରହିଛି। ତେବେ ନିର୍ବାଚନ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ ଅଭିନେତା –ରାଜନେତାଙ୍କ ୪ ସନ୍ତାନଙ୍କ ସହ ତାଙ୍କ ପରିବାରର ଅସ୍ଥାବର ସମ୍ପତ୍ତିର ମୂଲଞ ପ୍ରାୟ ୪୬.୧୭ କୋଟି ଏବଂ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୧୮.୩୬ କୋଟି। ୨୦୧୮-୧୯ ଇନକମ୍ ଟାକ୍ସ ରିଟର୍ଣ୍ଣରେ ସେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧.୧୦ କୋଟି ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୱନ କଲ୍ୟାଣ ମଙ୍ଗଳବାର ଦିନ ଆନ୍ଧ୍ରପ୍ରଦେଶର ପିଠାପୁରମ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button