ସ୍ୱାସ୍ଥ୍ୟ

ଲେମ୍ବୁ ପାଣିରେ କେବଳ ଏହି ଗୋଟିଏ ଜିନିଷ ମିଶେଇ ପିଅନ୍ତୁ, ପୁରୁଣା ରୁ ପୁରୁଣା ଚର୍ବି ବି ମହମ ଭଳି ତରଳି ଯିବ

ଆପଣ ମାନେ ଜାଣିଥିବେ ଲେମ୍ବୁର ଉପକାରିତା ବିଷୟରେ ଆମେ ଯଦି ଖରାରେ କିଛି ବାଟ ଯାଉ ତେବେ ବେଳେ ବେଳେ ଆମ ମୁଣ୍ଡ ବୁଲାଇ ଥାଏ । ସେହି ସମୟରେ ଯଦି ଆମେ ଅଳ୍ପ ଲେମ୍ବୁ ପାଣି ପିଇବା ତେବେ ଆମକୁ ବହୁତ ଆରମ ଲାଗିଥାଏ । ଆଜି ଆମେ ଏପରି ଏକ ଉପାୟ କଥା କହିବୁ ଯାହାକି ବହୁତ ପୁରୁଣା ରୋଗ ଭଲ ହେବା ସହିତ ପେଟରେ ଚର୍ବି ଥିଲେ ବହୁତ ଶୀଘ୍ର କମିଯିବ । ଏହାକୁ ଯଦି ଆପଣ ପ୍ରତିଫିନ ସେବନ କରନ୍ତି ତେବେ ଆପଣଙ୍କର ଓଜନ କମାଇବା ସହିତ ଆପଣଙ୍କର ଶରୀରକୁ ବହୁତ ଶକ୍ତି ଯୋଗାଇବ ।

ଯେଉଁ ସମୟରେ ଆମେ ମାନେ ଯୋଗ କରିଥାଉ ବା ଓଜନ କମାଇବା ବେଲ୍ଟ ପିନ୍ଧିଥାଉ ସେହି ସମୟରେ ଆମେ ବହୁତ ଥକି ପଡିଥାଉ । ଆମ ମନ କରିଥାଏ ଆମେ କିଛି କାମ ନକରି ଶୋଇବାକୁ । ଯଦି ଆପଣ ଏହି ଉପାୟ ଟିକୁ କରୁଛନ୍ତି ତେବେ ଆପଣଙ୍କ ଶରୀରରେ ଶକ୍ତି ବହୁତ ପରିମାଣରେ ବଢିବ ଓ ଆପଣଙ୍କୁ ବହୁତ ସତେଜ ମଧ୍ୟ ଲାଗିବ । ଯଦି ଆପଣଙ୍କ ଭିତରେ ମେଟାବୋଲିଜିମ ଥିବ ତେବେ ଏହା ବହୁତ ଶୀଘ୍ର କମିଯିବ ଓ ଅଳସୁଆ ଯଦି ଲାଗୁଥିବ ତେବେ ଏହା କମିଯିବ ।

ସବୁଠୁ ଭଲ କଥା ହେଉଛି ଏହାକୁ ସବୁ ଲୋକ ଏହାର ସେବନ କରି ପାରିବେ । ଏହାକୁ ପୁରୁଷ, ମହିଳା, ଡାଇବେଟିସ ରୋଗୀ ଓ ହୃଦୟ ଜନିତ ରୋଗୀ ମଧ୍ୟ ଏହାକୁ ସେବନ କରିପାରିବେ । ଓଜନ କମାଇବା ସହିତ ଏହା ବହୁତ ଲାଭ ମଧ୍ୟ ମିଳିଥାଏ । ଯଦି ଆପଣଙ୍କର ଥାଇରଏଡ ଥାଏ ତେବେ ଆପଣଙ୍କର କେବେ ହେଲେ ଓଜନ କମୁ ନଥିବେ କିନ୍ତୁ ଆପଣ ଏହାକୁ ସେବନ କରି ଆପଣ ବହୁତ ଶୀଘ୍ର ମୁକ୍ତି ପାଇ ପାରିବେ ।

ଗର୍ଭବତୀ କରିବା ସମୟରେ ଯଦି ଆପଣଙ୍କର ଓଜନ କାମୁ ନାହି ତେବେ ଆପଣ ଏହାକୁ ଖାଇ ମଧ୍ୟ ବହୁତ ଶିଘ୍ର ନିଜର ଓଜନ କମାଇ ପାରିବେ । ଏଥିରେ ଆପଣଙ୍କ ପିଲା ବା ଆପଣଙ୍କର କୌଣସି ଅସୁବିଧା ଦେଖା ଦେବା ନାହିଁ । ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ବନାଇବେ ଓ ଏହାକୁ କିପରି ସେବନ କରିବେ । ଏହି ଜିନିଷ ବନାଇବାକୁ ହେଲେ ଆମକୁ ପ୍ରଥମେ ଜିଆଶିଷ ଆଣିବାକୁ ପଡିବ ।

ଏହା ଆପଣଙ୍କର ଓଜନ କମାଇବାରେ ବହୁତ ଭଲ ଜିନିଷ ଅଟେ । କାରଣ ଜିଆଶିଷ ଆପଣଙ୍କ ହ୍ରୁଦୟକୁ ବହୁତ ଭଲ ରଖିଥାଏ । କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବାର ରହିଥାଏ । ଆପଣଙ୍କର କୋଲୋଷ୍ଟ୍ରୋଲକୁ କମାଇଥାଏ ଓ ମେଟାବୋଲିଯିମକୁ ବଢାଇଥାଏ । ଏହା ସହିତ ଆପଣଙ୍କର ବ୍ଲଡକୁ ମଧ୍ୟ ଏହା ସଫା ରଖିଥାଏ ।  ଯାହା ଦ୍ଵାରା ଆପଣଙ୍କର ଓଜନ ବହୁତ ଶିଘ କମିବାକୁ ଲାଗେ ।

ସକାଳେ ଆପଣ ଗୋଟିଏ ଚାମଚ ଜିଆଶିଷ ନିଅନ୍ତୁ ଓ ସେଥିରେ ଅଳ୍ପ ଗରମ ପାଣି ପକାଇ କିଛି ସମୟ ସେହି ପରି ତାକୁ ଛାଡି ଦିଅନ୍ତୁ ।  ୩୦ ମିନିଟ ପରେ ଏହାକୁ ଦେଖିବେ ଏହା ଫୁଲି ଯାଇଥିବ । ଏହାପରେ ଆପଣ ଏକ ଗ୍ଳାସ ଉଷୁମ ପାଣି ଆଣନ୍ତୁ ଓ ସେଥିରେ ଛୋଟ ଲେମ୍ବୁ ଚୁପୁଡି ଦିଅନ୍ତୁ । ଲେମ୍ବୁରେ ପ୍ରଚୁର ମାତ୍ରରେ ଭିଟାମିନ ସି ଥାଏ ।

ଏହାପରେ ଯେଉଁ ଜିଆଶିଷ ଭିଯାଇଥିଲେ ସେଥିରୁ ଅଧା ସେହି ଉଷୁମ ପାଣିରେ ମିଶାନ୍ତୁ । ଏହାପରେ ସେଥିରେ ଅଳ୍ପ ମହୁ ମିଶାଇବେ । ଏହାପରେ ଆମେ ସେଥିରେ ଅଳ୍ପ ଡାଲଚିନି ମିଶାଇବା । ଡାଲଚିନି ନିଜ ଶରୀରରେ ରକ୍ତ ପ୍ରଭାହକୁ ବଢାଇ ଥାଏ ଓ ବହୁତ ପୂର୍ବରୁ ହୋଇଥିବା ଚର୍ବି ମଧ୍ୟ କମିଯାଏ ।ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button