ଜ୍ୟୋତିଷ

ତକିଆ ତଳେ ଏକ ଟଙ୍କା ରଖିକି ସୋଇଲେ କେଉଁ ଲାଭ ପ୍ରାପ୍ତ ହୋଇଥାଏ ? 10+ ଆଜିର ଅନୁଚିନ୍ତା

ବନ୍ଧୁଗଣ ଆଜିର ଅନୁଚିନ୍ତା ବିଷୟରେ ଜାଣନ୍ତୁ ବିସ୍ତାର ପୂର୍ବକ । ଏହା ଉଭୟ ମହିଳା ଓ ପୁରୁଷ ଙ୍କ ପାଇଁ ଯୋଗ୍ୟ ଅଟେ । ଏହି ସବୁ କଥାମାନ ମଣିଷ ଜୀବନରେ ନିତାନ୍ତ ଆବଶ୍ୟକ ହୋଇଥାଏ । ଏହାର ପାଳନ କରିଲେ ମଣିଷ ଜୀବନରେ ଉନ୍ନତି ଓ ସଫଳତା ହାସଲ କରିଥାଏ । 1- ଶୋଇବା ଘରେ ପ୍ଲାଷ୍ଟିକ ଫୁଲ ବା ଗଛ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଦାରିଦ୍ର୍ୟତା ଆସିଥାଏ ।

2- ଘରର ଛାତରେ କେବେ ବି ଚାଉଳ, ଗହମ, ଶସ୍ଯ, ବିଛଣା ଢୋଇବା ଉଚିତ ନୁହେଁ । ଏହା ଦ୍ଵାରା ଶ୍ଵଶୁର ଘର ଲୋକଙ୍କ ସହ ସମ୍ପର୍କ ଖରାପ ହୋଇଥାଏ ।

3- ଘରେ ପରିବା କାଟିବା ପରେ ତୁରନ୍ତ ପରିବା ଚୋପା ବାହାରେ ପକାଇ ଦେବା ଉଚିତ । ଏହା ଦ୍ଵାରା ଶୁଭ ସମାଚାର ମିଳିଥାଏ । ଘରେ ମାସକୁ ଥରେ ମିଶ୍ରି ଯୁକ୍ତ ଖିରୀ ତିଆରି କରି ସମସ୍ତେ ଏକ ସହ ଖାଇଲେ ଲକ୍ଷ୍ମୀ କୃପା ମିଳିଥାଏ ।

4- ଘରେ ଶୋଇବା ପୂର୍ବରୁ ରୋଷେଇ ଓ ଗାଧୁଆ ଘରେ ବାଲଟି ରେ ପାଣି ଭର୍ତ୍ତି କରି ରଖିଲେ ପରିବାରର ଉନ୍ନତି ହୁଏ । ନବ ବିବାହିତ ଦମ୍ପତି ଚପଲ ପିନ୍ଧି ଶୋଇବା ଅନୁଚିତ ।

5- ଶୋଇବା ଘର କେବେ ବି ପାଣି ପାତ୍ର ରଖିବା ଉଚିତ ନୁହେଁ ଓ ପାଣି ଜାତୀୟ ଗଛ ରଖିବା ଅନୁଚିତ ହୋଇଥାଏ । ଶୋଇବା ଘରେ ଲାଲ ରଙ୍ଗର ବଲ ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଥାଏ ।

6- ଶୋଇବା ଘରେ ଖତରେ ଗୋଟିଏ ଗଦି ପକାଇବା ଉଚିତ । କେବେ ବି ଦୁଇଟି ଗଦି ଯୋଡି ପାକିଆବ ଉଚିତ ନୁହେଁ । ଏହା ଦ୍ଵାରା ଦାମ୍ପତ୍ୟ ଜୀବନରେ ଦୂରତା ଦେଖାଦିଏ ।

7- ତକିଆ ତଳେ ରସୁଣ ରଖିକି ସୋଇଲେ ଥଣ୍ଡା, ଜ୍ଵର ହେବାରେ ସାହାର୍ଯ୍ୟ କରିଥାଏ । ଶରୀରକୁ ଭୂତାଣୁ ଜନିତ ସମସ୍ୟାରୁ ରକ୍ଷା କରିଥାଏ । ଶୋଇବା ସମୟରେ ଖରାପ ସ୍ଵପ୍ନ ଆସୁଥିଲେ ତକିଆ ତଳେ ରସୁଣ ରଖିକି ଶୋଇବା ଉଚିତ ।

8- ରାତିରେ ଠିକ ଭାବେ ନିଦ ନ ହେଉଥିଲେ ତକିଆ ତଳେ ରସୁଣ ପାଖୁଡା ରଖିବା ଦ୍ଵାରା ଭଲ ନିଦ୍ରା ହୋଇଥାଏ ଓ ଶରୀର ସୁସ୍ଥ ରହିଥାଏ । ଛୋଟ ପିଲାଙ୍କୁ ତକିଆରେ ଶୁଆଇବା ଉଚିତ ନୁହେଁ । ଏହା ଦ୍ଵାରା ଶ୍ଵାସ ନାଲି ଦବିବାର ବା ମୋଡି ହେବାର ସମ୍ଭାବନା ଥାଏ ।

9- ଶୋଇବା ସମୟରେ ତକିଆ ତଳେ ଗୋଟେ ଏକ ଟଙ୍କିଆ ମୁଦ୍ରା ରଖିବା ଦ୍ଵାରା ଅତ୍ୟନ୍ତ ଶୁଭ ହୁଏ । ସୋଇଥିବା ଭାଗ୍ୟ ଜାଗୃତ ହେବ ସହ ଧନ ଲାଭ ହୋଇଥାଏ ।

10- ଏକ ଟଙ୍କିଆ ମୁଦ୍ରାକୁ ମୁଣ୍ଡ ଚାରିପଟେ 7 ଥର ବୁଲାଇ ତକିଆ ତଳେ ରଖିକି ଶୋଇବା ପରେ ପରଦିନ କାହାକୁ ନ ଜଣାଇ ମସାଣି ରେ ପକାଇ ଦେବା ଦ୍ଵାରା ସମସ୍ଯା ଦୂର ହେବା ସହ ଧନ ଲାଭ ହୁଏ ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button