ରାଜନୀତି

ପୁଣି କେନ୍ଦ୍ରରେ ଏବଂ ଏଥର ଓଡ଼ିଶାରେ ବିଜେପି ସରକାର ଗଢିବ: ବିଜୟପାଲ ସିଂ ତୋମାର – Kalinga News

[ad_1]

ରାଉରକେଲା: ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଆଜି ରାଉରକେଲାରେ  ପହଞ୍ଚିଛନ୍ତି। ସେ ସୁନ୍ଦରଗଡ଼ ସାତ ବିଧାନସଭା ଓ ଲୋକସଭା ଆସନ ଲାଗି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ। ବୈଠକରେ ଲୋକସଭା ସାଂସଦ ପ୍ରାର୍ଥୀ ଜୁଏଲ ଓରାମଙ୍କ ସମେତ ଛଅ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ଅଛନ୍ତି।

ବିଜୟପାଲ ସିଂ ତୋମାର କହିଛନ୍ତି, ୨୦ ପୂର୍ବରୁ ଦଳ ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିବ । ସବୁ ସ୍ଥାନରେ ଏଭଳି ପ୍ରାର୍ଥୀ ଦିଆଯାଉଛି ଯେ ଯେଭଳି ଏଥର ପୁଣି କେନ୍ଦ୍ରରେ ବିଜେପି ସରକାର ଆସିବ ଏବଂ ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢିବ ବୋଲି ପ୍ରଭାରୀ ତୋମାର କହିଛନ୍ତି । ଏଥର ସୁନ୍ଦରଗଡ଼ରେ ଲୋକସଭା ଏବଂ ବିଧାନସଭାର ସମସ୍ତ ସିଟରେ ବିଜେପି ବିଜୟ ଲାଭ କରିବ ବୋଲି ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button