ଅପରାଧ
ଥଣ୍ଡାଜ୍ବର ରୋଗୀଙ୍କୁ କୁକୁର କାମୁଡ଼ା ଇଞ୍ଜେକସନ୍ – Kalinga News
[ad_1]
ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ମେଡ଼ିକାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଥଣ୍ଡାଜ୍ବର ହୋଇଥିବା ରୋଗୀଙ୍କୁ ନର୍ସ କୁକୁର କାମୁଡ଼ା ଇଞ୍ଜେକସନ୍ ଦେଇଛନ୍ତି। ରୋଗୀ ଜଣକ ଗୁରୁବାର ସକାଳେ ମେଡ଼ିକାଲକୁ ଆସିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ନର୍ସ କୁକୁର କାମୁଡ଼ା ଇଞ୍ଜେକସନ୍ ଦେବା ନେଇ ରୋଗୀଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ପାଟିତୁଣ୍ଡ କରାଯାଇଥିଲା। ତେବେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ସେମାନେ ଶାନ୍ତ ହୋଇଥିଲେ। ଏନେଇ ମେଡ଼ିକାଲ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
[ad_2]