ରାଜନୀତି

ମା ଡାକେଶ୍ୱରି ମନ୍ଦିର ଦର୍ଶନ କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ – Kalinga News

[ad_1]

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସ୍ଥିତ ମା ଡ଼ାକେଶ୍ୱରି ଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଜେପି ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା। ଦର୍ଶନ କରି ଆଶୀର୍ବାଦ ପ୍ରାର୍ଥନା କଲେ।”ଧର୍ମେନ୍ଦ୍ର ପ୍ରଧାନ ଜଣେ ସୁପର ଷ୍ଟାର”,ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ , ଛେଣ୍ଡିପଦା ବିଧାନସଭା ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବା ସୌଭାଗ୍ୟ ଜନକ ଓ ସହାୟକ ମଧ୍ୟ। ଛେଣ୍ଡିପଦା ବିଧାନ ସଭା ରୁ ବିଜେପି ରୁ ଟିକେଟ ପାଇ ଖୁସି ବ୍ୟକ୍ତ କରିଛନ୍ତି ଅଗସ୍ତି ବେହେରା। ଛେଣ୍ଡିପଦା ର ଖଣି ଖାଦାନ ଓ ବିସ୍ଥାପନ ସମସ୍ୟା ନେଇ ନିର୍ବାଚନ ଲଢିବ ବିଜେପି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button