ମନୋରଞ୍ଜନ

୨୦କୋଟିର ଅଳଙ୍କାର ପିନ୍ଧି ହୋପ୍ ଗାଲା ଇଭେଣ୍ଟ‌ରେ ସାମିଲ ହେଲେ ଆଲିଆ – Kalinga News

[ad_1]

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ହୀରା ହାର। ୨୦କୋଟିର ହୀରା ଅଳଙ୍କାର ପିନ୍ଧି ହୋପ୍ ଗାଲା ଇଭେଣ୍ଟ‌ରେ ସାମିଲ ହେଲେ ଆଲିଆ। ଭାଇରାଲ ହେଲା ଫଟୋ। ଆଲିଆ ଭଟ୍ଟ ସଲାମ ବମ୍ବେ ଫାଉଣ୍ଡେସନର ‘ହୋପ୍ ଗାଲା’ କାର୍ଯ୍ୟକ୍ରମରେ ଯୋଗ ଦେଇ ୨୦କୋଟି ମୂଲ୍ୟର ଅଳଙ୍କାର ପିନ୍ଧିଥିବା ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହା ବ୍ୟତୀତ ତାଙ୍କ ପୋଷାକକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା।

‘ହୋପ୍ ଗାଲା’ ଇଭେଣ୍ଟରୁ ଆଲିଆ ଭଟ୍ଟଙ୍କ ଦୁଇଟି ଲୁକ୍ ଭାଇରାଲ ହେବାରେ ଲାଗିଛି। ଗୋଟାଏ ଫଟୋରେ ସେ ଶାଢ଼ି ପିନ୍ଧିଥିବା ବେଳେ ଅନ୍ୟ ଏକ ଫଟୋରେ ସେ ଏକ ଲମ୍ବା ଗାଉନ୍ ପିନ୍ଧିଥିବା ଦେଖାଯାଇଛି। ଗାଉନ୍ ସହ ସେ ଯେଉଁ ହାର ଓ ମୁଦି ପିନ୍ଧିଛନ୍ତି, ତାହାର ମୂଲ୍ୟ ୨୦କୋଟି ବୋଲି ଜଣାପଡ଼ିଛି।

आलिया भट्ट ने 'होप गाला' के इवेंट से अपनी काफी फोटोज शेयर की हैं. जिनमें से एक में वे डांस करती नजर आ रही हैं.

ଆଲିଆଙ୍କ ଶାଢ଼ି ଲୁକ୍ ବିଷୟରେ କହିବାକୁ ଗଲେ ସେ ଡିଜାଇନର୍ ଅବୁ ଜାନି ଏବଂ ସନ୍ଦୀପ ଖୋସଲାଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବା ଶାଢ଼ି ପିନ୍ଧିଥିଲେ। ଇନଷ୍ଟାଗ୍ରାମରେ ଆଲିଆଙ୍କ ଫଟୋ ସେୟାର୍ କରି ଡିଜାଇନର୍, ଶାଢ଼ିର ସବିଶେଷ ତଥ୍ୟ ଦେଇଥିବା ଦେଖିବାକୁ ମିଳିଛି।

एक्ट्रेस ने एक कोलाज भी शेयर किया है जिसमें कई सारी फोटोज हैं. इन तस्वारों में आलिया इवेंट को होस्ट करती नजर आ रही हैं.



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button