ସ୍ୱାସ୍ଥ୍ୟ

କେବଳ 3 ଦିନ ପିଅନ୍ତୁ, ଲିଭରରେ ଜମା ସମସ୍ତ ଆବର୍ଜନା ହେଇଯିବ ସଫା

ଆମ ଶରୀର ପାଇଁ ଆମ ର କିଛି ଦାଇତ୍ଵ ଅଛି । ଆମ ଶରୀର ରେ ଥିବା ଲିଭର ଆମ ଶରୀର ର ଖରାପ ଜିନିଷକୁ ଛାଣିବା ପାଇଁ କାମ କରି ଥାଏ । ଯଦି ଆମକୁ କେବେ ଲାଗିବ କି ଆମ ଲିଭର କହରାପ ଅଛି ତେବେ ଜାଣି ନିଅନ୍ତୁ ବଞ୍ଚିବାର ସମୟ ଖୁବ କମ ହୋଇ ଆସୁଛି । ଆମେ ସାଧାରଣ ଭାବେ ବହୁତ କିଛି ଖାଇ ଥାଉ । ଏହା ମଧ୍ୟ ଆପଣ ଜାଣି ନିଅନ୍ତୁ କି ଏହାକୁ ଖାଇବା ଦ୍ଵାରା ଆମ ଶରୀର ରେ ଥିବା ଅନ୍ୟ ଅଙ୍ଗ କୁ ଏହା ଖରାପ କରି ଦେଇ ପାରେ ।

ମାତ୍ର ଏହାକୁ ଲିଭର ଛାଣିକି ଆମ ଶରୀର ଭିତରକୁ ଛାଡି ଥାଏ । ରାସାୟନିକ ପଦାର୍ଥ ହେଉ କିମ୍ବା କିଛି ଭି ଖରାପ ବସ୍ତୁ ଯାହା ଆମେ ଖାଇବା ଭଲ ନୁହେଁ ତାହା ଆମ ଲିଭର ପାଇଁ ଛାଣି ହୋଇକି ରହି ଯାଇ ଥାଏ । ଆପଣ ଯଦି ଲିଭର ରେ କି ଡିଟକ୍ଷିକ କରିବେନି ଏହା ଆମ ପାଇଁ ଖରାପ ହୋଇ ଥାଏ ।

ଏହା ଦ୍ଵାରା ଲିଭର ସମ୍ବନ୍ଧିତ ବିଭିନ୍ନ ରୋଗ ଆରମ୍ଭ ହୋଇ ପାରେ । ଆଜି ଆମେ ଏକ ଉପାୟ କହିବା ଯାହାକୁ ଆପଣ ଖାଇବା ଦ୍ଵାରା ଆମ ଲିଭର ସଫା ହୋଇ ରହି ଥାଏ ଓ ଆମ ଶରୀର ରୁ ଜମା ହୋଇଥିବା ଭାଇରସ ଓ ଅନ୍ୟାନ୍ୟ ଜିନିଷ ସବୁ ଆମେ ବାହାରକୁ ବାହାର କରି ଦେଇ ପାରୁ ।

ଏହା ସହ ଯେଉଁ ହାର୍ମଫୁଲ ହରମୋନ ଅଛି ଏହା ତାକୁ ନିୟନ୍ତ୍ରଣ କରିଥାଏ । ଲିଭର କୁ ଆମେ କ୍ଲିଞ୍ଜର କହି ପାରିବା । ଏବେ ଜାଣିବା ଆସନ୍ତୁ କଣ ପାଇଁ ଆପଣ ଜାଣିବେ କି ଲିଭର ଖରାପ ହେଉଛି ଯଦି ଆପଣ ସବୁ ବେଳେ ବାନ୍ତି ଲାଗିବା ଭଳି ଅନୁଭବ କରୁଛନ୍ତି, ଆପଣଙ୍କ ଖାଦ୍ଯ ଠିକ ଭାବେ ପାଚନ ହେଉନି, ଆପଣ ଖୁବ ଜଲ୍ଦି ଥକି ଯାଉଛନ୍ତି,

ଆପଣଙ୍କ ଲିଭର ପାଇଁ ଆପଣଙ୍କ ପେଟ ମଧ୍ୟ ପ୍ରାୟ ଫୁଲି ଯାଉଛି, ଆପଣ ଗ୍ଯାସ ସମସ୍ୟାର ଅନୁଭବ କରୁଛନ୍ତି । ଆପଣ ଙ୍କ ତ୍ଵଚା ଖରାପ ହେବାକୁ ଲାଗୁଛି, ଆପଣଙ୍କ ସ୍କିନ ଖୁବ ଅଧିକା ଡ୍ରାଏ ହୋଇ ଯାଉଛି ଆପଣଙ୍କ ପରିସ୍ରା ହଳଦିଆ ଦେଖା ଯାଉଛି, ଆପଣଙ୍କ ଆଖି କିମ୍ବା ଜିଭ ହଳଦିଆ ହୋଇ ଗଲାଣି ।

ଆପଣ ଅଧିକା ଜଲ୍ଦି ଥକା ଅନୁଭୂତ କରୁଛନ୍ତି ତେବେ ଆପଣ ଏକ ଜୁଷ ଦ୍ଵାରା ଏହାକୁ ବନେଇ ପାରିବେ ପ୍ରଥମେ ଆପଣ ଦୁଇ ଗାଜର, ବିଟ, ଲେମ୍ବୁ, କାକୁଡି, ଧନିଆ ପତ୍ର ନିଅନ୍ତୁ । ଯଦି ଆପଣଙ୍କୁ ପାଳଙ୍ଗ ଶାଗ ମିଳୁଛି ତେବେ ଏହା ଆପଣଙ୍କ ପାଇଁ ଭଲ ହୋଇ ଥାଏ ।

ଆପଣ ସବୁ କୁ କାଟିକି ଏକ ଗ୍ରାଇଣ୍ଡ ରେ ପକାଇକି ଏହାକୁ ଭଲ ଭାବେ ଜୁଷ କରନ୍ତୁ ଏହା ପରେ ଆପଣ ଏହା ମଧ୍ୟରେ କିଛି ଲେମ୍ବୁ ଚିପୁଡିକି ପକାନ୍ତୁ ଏହାକୁ ଆପଣ ସକାଳେ ଜଳଖିଆ ଖାଇବା ବେଳେ ବ୍ୟବହାର କରି ପାରିବେ । ଏହାକୁ ଆପଣ ମାସରେ କେବଳ 3 ଥର ପିକି ଦେଖନ୍ତୁ ଏହି ସବୁ ସମସ୍ଯା ଦୂର ହୋଇଯିବ ଆପଣଙ୍କର ସବୁ ଦିନ ପାଇଁ ।

Related Articles

Leave a Reply

Your email address will not be published. Required fields are marked *

Back to top button