ସ୍ୱାସ୍ଥ୍ୟ
ଶରୀର ପାଇଁ ଥଣ୍ଡା କ୍ଷୀରର ଉପକାରିତା


ଥଣ୍ଡା କ୍ଷୀର ପାଚନ ପ୍ରକ୍ରିୟା (ହଜମ) କରିବାରେ ସାହାଯ୍ୟ କରିଥାଏ । ଏହା ପିଇବାଦ୍ୱାରା ଖାଦ୍ୟ ନଳୀରେ ଗଚ୍ଛିତ ଚର୍ବି ସଫା କରିଥାଏ । ଯଦି ଆପଣ ପାଚନ ପ୍ରକ୍ରିୟା ବଢାଇବାକୁ ଚାହାନ୍ତି ତେବେ ଥଣ୍ଡା କ୍ଷୀରରେ ଅଦା କିମ୍ବା ଗୋଲମରିଚ ମିଶାଇ ପିଅନ୍ତୁ ।