ସ୍ୱାସ୍ଥ୍ୟ

କେବଳ ଏହି ତେଲକୁ ନେଇ ଲଗାନ୍ତୁ, ଅର୍ଶାବଳି ଶୁଖିକି ଝଡ଼ିଯିବ…

ବନ୍ଧୁଗଣ ଆଜିକାଲି ଅନେକ ଲୋକେ ଅର୍ଶ ସମସ୍ୟାରେ ପୀଡିତ ହେଉଛନ୍ତି । ଅର୍ଶାବଳୀ ବହୁତ ଅଧିକ ଯନ୍ତ୍ରଣା ଦେବା ସହ ବାହାରକୁ ଝୁଲି ପଡିଥାଏ । ଏମିତିକି ବସିବା ଉଠିବାରେ ସମସ୍ଯା ହୋଇଥାଏ । ମଳତ୍ଯାଗ ସମୟରେ ବହୁତ କଷ୍ଟ ହୋଇଥାଏ । ଯଦି ଆପଣ ନିଜର ଅର୍ଶାବଳୀ କୁ ଠିକ କରିବାକୁ ଚାହୁଁ ଛନ୍ତି ଆଉ ସେଥିରୁ ମିଳୁଥିବା କଷ୍ଟକୁ ଦୂର କରିବାକୁ ଚାହୁଁ ଛନ୍ତି ତେବେ ଆଜିର ଏହି ରେମେଡି ନିହାତି ଟ୍ରାଏ କରନ୍ତୁ ।

ଆଜିର ଏହି ରେମେଡି ଟି ସଂପୂର୍ଣ୍ଣ ଘରୋଇ ଉପଚାର ଅଟେ । ଏଥିରୁ ଆପଣଙ୍କୁ ନିଶ୍ଚୟ ଫଳାଫଳ ମିଳିବ । ଏହି ରେମେଡି ତିଆରି କରିବା ପାଇଁ 2ଟି ସାମଗ୍ରୀ ର ଆବଶ୍ୟକ ପଡିବ । ପ୍ରଥମ ସାମଗ୍ରୀ ହେଉଛି କାଷ୍ଟର ଅଏଲ ବା ଜଡା ତେଲ । ଯାହା ଆପଣଙ୍କୁ ବହୁତ ସହଜରେ ମିଳିଯିବ । ଦ୍ଵିତୀୟ ସାମଗ୍ରୀ ହେଉଛି କର୍ପୁର ଯାହା ପୂଜାରେ ଲାଗେ ନାହି । ପ୍ରଥମେ ଏକ ପାତ୍ର ଆପଣ ଗ୍ଯାସରେ ବସାନ୍ତୁ ।

ଏବେ ସେଥିରେ ମାତ୍ର 10 ml ଜଡା ତେଲ ନିଅନ୍ତୁ । ମିଡିୟମ ଫ୍ଲେମ ରେ ଏହାକୁ 5ରୁ 10 ମିନିଟ ଯାଏଁ ଭଲ ଭାବେ ଗରମ କରନ୍ତୁ । ଗରମ କରିବା ସମୟରେ ତେଲ ରେ କର୍ପୁର ର ବ୍ୟବହାର କରିବେ ନାହି । ନ ହେଲେ ତେଲ ରେ ନିଆଁ ଲାଗିଯାଇ ପାରେ । ସେଥିପାଇଁ ସତର୍କ ରୁହନ୍ତୁ । ତେଲ ଭଲ ଭାବେ ଗରମ ହେବା ପରେ ଏହାକୁ ଅନ୍ୟ ଏକ ପାତ୍ରକୁ କାଢି ଦିଅନ୍ତୁ । ଏବେ ସେଥିରେ 10 ଗ୍ରାମ କର୍ପୁର ମିଶାନ୍ତୁ ।

ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଯେମିତି ତେଲ ରେ କର୍ପୁର ଭଲ ଭାବେ ମିସଜୀବ । ଯେତେବେଳେ ଆପଣ ଏହି ରେମେଡି ବନାଇବେ ପ୍ରଥମେ ତେଲ ଗରମ କରି ପରେ କର୍ପୁର ପକାଇବେ । ଏହିପରି ଆପଣଙ୍କୁ ଏହା ପ୍ରସ୍ତୁତ କରିବାକୁ ହେବ । ଆପଣ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ପରେ ଆପଣ ଏହାକୁ କାଚ ବା ପ୍ଲାଷ୍ଟିକ ଜାର ରେ ଷ୍ଟୋର କରି ରଖିଦିଅନ୍ତୁ ।

ଅର୍ଶ କାରଣରୁ ଅର୍ଶାବଳୀ ବାହାରକୁ ଝୁଲି ପଡେ କିମ୍ବା ମଳଦ୍ଵାର ଭିତରେ ଅର୍ଶାବଳୀ ସମସ୍ଯା ଦେଖିବାକୁ ମିଳେ । ଯଦି ଆପଣଙ୍କ ଅର୍ସାବଳି ଅଧିକ ଝୁଲି ପଡିଛି ତେବେ ମଳତ୍ଯାଗ ପରେ ଏହି ତେଲ କୁ ସେଠାରେ ମାଲିସ କରନ୍ତୁ । ଦିନକୁ ଥରେ ଏହି ଉପାୟ କରିବାକୁ ହେବ । ପ୍ରଥମ ଦିନରୁ ଆପଣଙ୍କୁ ଫାଇଦା ଦେଖିବାକୁ ମିଳିବ । ଏହାର ପ୍ରୟୋଗ ଦ୍ଵାରା ଅର୍ଶାବଳୀ ଝୁଲି ପଡିଥାଏ ତାହା ଶୁଖିଯାଏ ।

ଯଦି ଅର୍ଶାବଳୀ ଶୁଖିଯିବ ତେବେ ଅର୍ଶ ଆଉ ହେବ ନାହି । ଦେଖିବେ ସଂପୂର୍ଣ୍ଣ ଭାବେ ଅର୍ଶ ସମସ୍ଯା ଭଲ ହୋଇଯିବ । ଏହା ସହ ଆପଣଙ୍କୁ କଞ୍ଚା ପିଆଜ, ବିଲାତି, ମୂଳା ର ପତ୍ରକୁ ସାଲାଟ ବନାଇ ଖାଇବାକୁ ହେବ । ଏହା ସହ ଦହିରେ କଳା ଲୁଣ ମିଶାଇ 3 ଥର ଦିନକୁ ଖାଇବାକୁ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button