ସ୍ୱାସ୍ଥ୍ୟ

କେଉଁ ଗ୍ରହ କେଉଁ ସ୍ଥିତିରେ ରହିଲେ ହୋଇଥାଏ ଚର୍ମରୋଗ ? କିପରି କରିବେ ଏହାର ପ୍ରତିକାର ?

ନମସ୍କାର ବନ୍ଧୁଗଣ , ଆମ ଶରୀରର ସୁନ୍ଦର , ସୁସ୍ଥ ଏବଂ ସବୁ ବେଳେ ସମସ୍ତକ ପାଇଁ ଆକର୍ଷିତ ରହୁ ଏହା ଆମେ ଚାହିଥାଉ । କିନ୍ତୁ ଏହା ସମ୍ଭବ ହୋଇନଥାଏ । ଆମେ ଯେତେ ଯତ୍ନ ସତର୍କତା ରହିଲେ ମଧ୍ୟ ଆମ ଏହି ସମସ୍ୟା ଦେଇ ଯିବାକୁ ପଡିଥାଏ । ଏହି ସମ୍ବନ୍ଧରେ ଆଜି ଆମେ ଜାଣିବା ଏହି ଭାଗ୍ୟ ଦର୍ଶନ ମାଧ୍ୟମରେ କି ଏହି ଚର୍ମ ରୋଗ କଣ ପାଇଁ ହୋଇଥାଏ ଏବଂ ଏହାର ନିବାରଣ । ଏହି ରୋଗ କେଉଁ ଗ୍ରହମାନଙ୍କ  ଦ୍ଵାରା ହୋଇଥାଏ ।

ଚର୍ମ ରୋଗ ହେଲେ ଆମକୁ ବାହାରକୁ ଯିବାକୁ ଇଛା କରି ନଥାଉ ଘରେ ରହିବାକୁ ପଡିଥାଏ । ଆମର ବନ୍ଧୁମାନଙ୍କ ଆଗରେ ଆମେ ଏକ ପରିହାସ ର କାରଣ ହୋଇଥାଉ । ସମସ୍ତେ ଆଶା କରିଥାନ୍ତି କି ତାଙ୍କ ସ୍କିନ ଉଜ୍ଜଳ , ସୁନ୍ଦର କେବଳ ମୁହଁ ନୁହେ ଶରୀରର ଗୋଡ ଏବଂ ହାତ ମଧ୍ୟ ସୁନ୍ଦର ଦେଖାଯାଉ ବୋଲି , କିନ୍ତୁ ଚର୍ମ ରୋଗ ଆମ ଶରୀରର ହାତ ଗୋଡ କୁ ଅସୁନ୍ଦର କରିଥାଏ ।

ଏହି ଚର୍ମ ରୋଗ କେଉଁ କାରଣ ଯୋଗୁ ହୋଇଥାଏ । ରବି ଯେତେବେଳେ ନୀଚସ୍ତ ହୋଇଥାନ୍ତି ଅକ୍ଟୋବର ୧୫ରୁ ନଭେମ୍ବର  ୧୫ ଏହି ଭିତରେ ଯେବେ ରବି ତୁଳା ରାଶିରେ ରହିଥାନ୍ତି ଓ ଯେଉଁମାନଙ୍କ ର ସେହି ଭାଗରେ ଥାଏ । ଯଦି ଆପଣଙ୍କର  ଅଷ୍ଟମ , ଦ୍ଵାଦଶ ସ୍ଥାନରେ   ରହିଥାନ୍ତି ରବି , ସେହି ମାନଙ୍କର ଏହି ଦଶା , ମହାଦଶାରେ ସେମାନେ ସୂର୍ଯ୍ୟ କିରଣ ତାଙ୍କ ଉପରେ ପଡିଲେ ଶରୀର ଲାଲ ପଡିବା

। ଏହା ସବୁ ସମୟରେ ହୋଇନଥାଏ କିନ୍ତୁ ସେହି ଗ୍ରହ ଦଶାରେ ଏହା ଘଟିଥାଏ । ଚନ୍ଦ୍ରଙ୍କ ସହିତ କେତୁ ଯେତେବେଳେ ଆସିଥାନ୍ତି , ତେବେ ଆପଣଙ୍କ  ମୁହଁରେ କଳା ଦାଗ , ଧଳା ଦାଗ , ଚର୍ମ ଅସୁବିଧା ଦେଖି ବାକୁ ପାଇଥାଉ । ଯଦି ଆପଣଙ୍କ ଜାତକରେ ଏହି ଭାବ ଅଛି ଏବଂ ଆପଣଙ୍କୁ ଚର୍ମ ରୋଗ ଆସୁଛି ତେବେ ଏହା ଗ୍ରହ ର ସଂଯୋଗ ରୁ ହୋଇଥାଏ ଯଦି ଆପଣଙ୍କ  ରାଶିରେ କେତୁ ସହ ଚନ୍ଦ୍ର ଆସିଥାନ୍ତି ।

ଏହା ଯୋଗୁ ମଧ୍ୟ ଆପଣଙ୍କୁ ଚର୍ମ ସମ୍ବନ୍ଧୀୟ ଅସୁବିଧା ର କାରଣ ହୋଇଥାଏ ।  ଯଦି ଆପଣଙ୍କ ଏହି ଚର୍ମ ରୋଗ ହୋଇଥାଏ , ତେବେ କଣ କରିବା  ନା ଶିବଲିଙ୍ଗ ଙ୍କୁ ଯେଉଁ ପଞ୍ଚାମୃତ ଅର୍ପଣ କରାଯାଇଥାଏ । ଅଶୋକ ସୁନ୍ଦରି  ଠାରୁ ଅର୍ପଣ କରାଯାଇଥିବା ପାଣି ବା କ୍ଷୀର ନିର୍ଗତ ହୋଇଥାଏ । ସେହି କ୍ଷୀର  କୁ ସଂଗ୍ରହ କରିବେ ଏବଂ ଏହାକୁ ଆଣି ଶରୀରରେ ଲଗାଇବେ ।

ଏହା  ସହିତ ଆଉ ଏକ ଉପାୟ କରିବେ ନା ଏକ କାଗଜ ନେବେ ଏଥିରେ 515 ଏବଂ ତାହା ତଳେ 879 ଲେଖି ଏକ ବୋତଲ ଉପରେ ଲଗାଇକି ଏବେ ସେହି  ବୋତଲ କୁ ଦେଖିକି କହିବେ ଚର୍ମ ସମସ୍ୟା ଦୂର ହେଉ । ତାପରେ ସେହି ଜଳ କୁ ଶରୀରରେ ଲଗେଇବା ଏହା ଦ୍ଵାରା ମଧ୍ୟ ଚର୍ମ ରୋଗ ଦୂର ହୋଇଥାଏ । ଶ୍ରଦ୍ଧାର ସହିତ କରନ୍ତୁ ନିହାନ୍ତି ସଫଳତା ପାଇବେ ।

Related Articles

Leave a Reply

Your email address will not be published. Required fields are marked *

Back to top button