ଦେଶ- ବିଦେଶ

ଠକାମିର ଶିକାର ହୋଇ ୟୁକ୍ରେନ୍ ଯୁଦ୍ଧରେ ଯୋଗ ଦେଇଥିବା ୪ ନେପାଳୀ ଯୁବକ ଉଦ୍ଧାର ପାଇଁ ଭାରତକୁ ଅନୁରୋଧ କଲେ – Kalinga News

[ad_1]

ନୂଆଦିଲ୍ଲୀ: ଚାକିରି ପାଇଁ କିମ୍ବା ପର୍ଯ୍ୟଟନରେ ରୁଷ ଯାଉଥିବା ଯୁବକଙ୍କୁ ବୋକା ବନାଇ ୟୁକ୍ରେନ୍ ବିରୋଧୀ ଯୁଦ୍ଧରେ ରୁଷ ସେନା ନିୟୋଜିତ କରୁଛି। ଏଭଳି ଠକାମିର ଶିକାର ହୋଇଥିବା ଯୁବକଙ୍କ ମଧ୍ୟରେ କେବଳ ଭାରତୀୟ ନୁହନ୍ତି, ପଡ଼ୋଶୀ ନେପାଳର କିଛି ଯୁବକ ମଧ୍ୟ ଅଛନ୍ତି। ସେମାନେ ସାମାଜିକ ଗଣମାଧ୍ୟମରେ ଏନେଇ ଭିଡ଼ିଓ ଜାରି କରି ସେମାନଙ୍କୁ ଉଦ୍ଧାର କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଜାରି କରିଥିବା ଭିଡ଼ିଓରେ ନେପାଳୀ ଯୁବକମାନେ କହିଛନ୍ତି ଯେ ସେମାନଙ୍କୁ ରୁଷ ସେନାରେ ନିୟୋଜିତ କରାଯାଇଛି। ସେମାନେ ନେପାଳରୁ ଆସିଛନ୍ତି। ଏଜେଣ୍ଟମାନେ ସେମାନଙ୍କୁ ରୁଷକୁ ପଠାଇଥିଲେ। ବର୍ତ୍ତମାନ ସେମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କୁ କୁହାଯାଇଥିଲା ଯେ ସେମାନେ ରୁଷ ସେନାର ସହାୟକ ଭାବେ କାମ କରିବେ। କିନ୍ତୁ ସେମାନଙ୍କୁ ବର୍ତ୍ତମାନ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରାଯାଉଛି। ସେମାନେ କହିଥିଲେ ଯେ ସେମାନଙ୍କ ସହ ଭାରତୀୟମାନେ ମଧ୍ୟ ଥିଲେ, ତେବେ ପରେ ସେମାନଙ୍କୁ ଭାରତ ସରକାର ଉଦ୍ଧାର କରି ନେଇଯାଇଛି। ସେମାନଙ୍କ ଆବେଦନକୁ ନେପାଲ୍ ରାଷ୍ଟ୍ରଦୂତ ଶୁଣୁନାହାନ୍ତି, ଏଣୁ ସେମାନେ ପଡ଼ୋଶୀ ଭାରତ

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button