ସ୍ୱାସ୍ଥ୍ୟ

ନିୟମିତ ଶାରୀରିକ ସମ୍ୱନ୍ଧ ସୁସ୍ଥ ରଖିଥାଏ ଏହି ୫ଟି ଭୟଙ୍କର ରୋଗରୁ, ଔଷଧ ଖାଇବା ଆବଶ୍ୟକ ହିଁ ନାହିଁ

କଣ ଆପଣ ଜାଣନ୍ତି ଶାରିରୀକ ସମ୍ପର୍କ ବା ସେକ୍ସ୍ କରିବା ଦ୍ବାରା ଆପଣ ଅନେକ ରୋଗରୁ ବଞ୍ଚିତ ହୋଇ ପାରିବେ । ଶାରିରୀକ ସମ୍ପର୍କ ସ୍ଥାପନ କରିବା ଯେ କେବଳ କାମନାର ମନୋଭାବ ତାହା ନୁହେଁ । ଏହା ପଛରେ ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

R

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆପଣ ଯଦି ଶାରିରୀକ ସମ୍ପର୍କ ସ୍ଥାପନ କରୁଛନ୍ତି ତେବେ ଆପଣ ନିଜକୁ କେତେକ ରୋଗରୁ ରକ୍ଷା କରି ପାରିବେ ।

• ବର୍ତ୍ତମାନ ସମୟରେ ଅନିଦ୍ରତା ଏକ ମୁଖ୍ୟ ସମସ୍ୟା ଅଟେ । ତେବେ ଶାରିରୀକ ସମ୍ପର୍କ ସ୍ଥାପନ ଦ୍ୱାରା ଆପଣ ଏହି ଅନିଦ୍ରାପଣରୁ ମୁକ୍ତି ପାଇ ପାରିବେ ।

• ଶାରିରୀକ ସମ୍ପର୍କ ଦ୍ୱାରା ମାଇଗ୍ରେନ୍ ରୁ ଆପଣ ରକ୍ଷା ପାଇ ପାରିବେ ।

• ଆପଣ ସେକ୍ସ୍ ଦ୍ୱାରା ଆପଣ ଅନେକ ମାନସିକ ଚାପରୁ ମଧ୍ୟ ନିଜକୁ ରକ୍ଷା କରି ପାରିବେ ।

• ଆଥରାଇଡ୍ସ ଯନ୍ତ୍ରଣାକୁ କମାଇବାରେ ମଧ୍ୟ ସେକ୍ସ୍ ସହାୟକ ହୋଇଥାଏ ।

• ଏପରିକି ଏକ ଗବେଷଣାରୁ ଜଣା ପଡିଛି କି ସେକ୍ସ୍ କରିବା ଦ୍ୱାରା ହୃଦଘାତ ସମସ୍ୟା ମଧ୍ୟ କମ୍ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button