ଦେଶ- ବିଦେଶ

ଭୁଲରେ ବି ଫ୍ରିଜରେ ରଖନ୍ତୁ ନାହିଁ ଏହି ୨ ଟି ଜିନିଷ। ଗରିବୀ ପିଛା ଛାଡିବ ନାହିଁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭୁଲରେ ବି ଫ୍ରିଜରେ ରଖନ୍ତୁ ନାହିଁ ଏହି ୨ ଟି ଜିନିଷ। ଗରିବୀ ପିଛା ଛାଡିବ ନାହିଁ। ଘରେ ଫ୍ରିଜ ରଖିବାର ବି ଗୋଟେ ନିଶ୍ଚିତ ଦିଗ ଥାଏ ଯାହା ଦ୍ୱାରା ଘର ଅନ୍ନ ଧନରେ ଭରିଯିବ ଏବଂ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ ତାହା ଶାରୀରିକ ସମସ୍ୟା ହୋଇପାରେ କିମ୍ବା ଆର୍ଥିକ ସମସ୍ୟା। ଏଥିପାଇଁ ଘରର ସୁଖ ସମୃଦ୍ଧି ପାଇଁ ବାସ୍ତୁ ବହୁତ ଅଧିକ ଗୁରୁତ୍ୱ ରଖିଥାଏ ଏବଂ ବାସ୍ତୁ ହିସାବରେ ଯେଉଁ ଘରେ ସବୁ ଜିନିଷ ଠିକ ଜାଗାରେ ଥାଏ ସେହି ଘରେ ସୁଖ ଶାନ୍ତି ଏବଂ ଧନ ସବୁ ବର୍ଷି ଥାଏ ତ ଫ୍ରିଜର ବି ଗୋଟେ ସଠିକ ଦିଗ ହେବା ଉଚିତ। ଯଦି ଆମ ଘରର ସବୁ ଜିନିଷ ଠିକ ଭାବରେ ରଖାଯାଇଥାଏ ତ ଘରେ ସର୍ବଦା ପଜିଟିଭ ଏନର୍ଜୀ ଥାଏ ଘରର ବାତାବରଣ ଶାନ୍ତ ରହିଥାଏ।

ଫ୍ରିଜ କେଉଁଠି ଏବଂ କେଉଁ ଜାଗାରେ ରଖିବାଉଚିତ ଏବଂ କେଉଁ ଜିନିଷ ଫ୍ରିଜରେ ରଖିବା ଉଚିତ ନୁହେଁ। ଘରେ କେବେବି ଅନ୍ନର ଅଭାବ ନହେଉ ଲୋକଙ୍କର ରୋଗ ନହେଉ ଏମିତିରେ ଘରେ ଯେଉଁଠି ସବୁଠାରୁ ମୁଖ୍ୟ ଦିଗ ଅଟେ ଯେଉଁଠି ଫ୍ରିଜ ରଖୁଛନ୍ତି ତ ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଚିନ୍ତିତ କରିବ ନାହିଁ। ସର୍ବଦା ବାୟୁ କୋଣରେ ଫ୍ରିଜରେ ରଖିବା ଶୁଭ ହୋଇଥାଏ ଅର୍ଥାତ ସର୍ବଦା ଉତ୍ତର-ପଶ୍ଚିମ କୋଣରେ ଫ୍ରିଜ ରଖିବା ଉଚିତ ଯଦି ଜାଗା ନାହିଁ ତେବେ ଅଗ୍ନି କୋଣରେ ବି ମଧ୍ୟ ରଖିପାରିବେ ଅର୍ଥାତ ପୂର୍ବ-ଦକ୍ଷିଣ ଦିଗରେ।

ଏହା ବିଦ୍ୟୁତରେ ଚାଲିଥାଏ ତ ଏଥିରେ ଅଗ୍ନିର ବାସ ହୋଇଥାଏ। ଯାହା ଗ୍ୟାସ ହୋଇଥାଏ ତାହା ଅଗ୍ନିର ବାସ ହୋଇଥାଏ। ଏଥିପାଇଁ ଏହାର ତୁଳନା ବାୟୁ ସହିତ କରାଯାଏ। ତ ଫ୍ରିଜକୁ ଏହି ଦିଗ ମଧ୍ୟରୁ କୌଣସି ବି ଦିଗରେ ରଖିବେ।

ଫ୍ରିଜରେ ଖାଇବା ପିଇବା କିମ୍ବା ପ୍ରତ୍ୟକ ଦିନ ବ୍ୟବହାର କରାଯାଉଥିବା ସମସ୍ତ ଜିନିଷ ରଖାଯାଏ ତ ଭୁଲ ଦିଗରେ ଯଦି ଫ୍ରିଜକୁ ରଖିଦେବେ ତ ଅନ୍ନ ଧନର ହାନି ହୋଇଥାଏ।

ସର୍ବଦା ଧ୍ୟାନ ରଖିବେ ଫ୍ରିଜର କବାଟ ସର୍ବଦା ପୂର୍ବ ଦିଗ ଆଡ଼କୁ ଖୋଲିବ। ପୂର୍ବ ଦିଗକୁ ଅନ୍ନ ଧନର ଦିଗ ମାନାଯାଏ ଏବଂ ବାସ୍ତୁର କୁହାଯାଇଛି ଏହି ଦିଗରେ ଫ୍ରିଜ ରଖିଲେ କେବେବି ଧନର ଅଭାବ ହେବନାହିଁ। ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ। ପୂର୍ବ ଦିଗରେ ସୂର୍ଯ୍ୟଦେବଙ୍କର ଉଦୟ ହୋଇଥାଏ। ତ ସେଥିପାଇଁ ଫ୍ରିଜର କବାଟ ପୂର୍ବ ଦିଗକୁ ଖୋଲିବ ତ ପଜିଟିଭ ଏନର୍ଜୀ ବଢିବ। ଏଥିରେ ଥିବା ଖାଦ୍ୟ ଖାଇଲେ ମସ୍ତିଷ୍କ ଶାନ୍ତ ରହିଥାଏ ଏବଂ କାମରେ ମନ ଲାଗିବ।

ବାସ୍ତୁ ଅନୁସାରେ ଏମିତି କେଉଁ ଜିନିଷ ଅଛି ଯାହା ଭୁଲରେ ବି ଫ୍ରିଜରେ ରଖିବା ଉଚିତ ନୁହେଁ।

ମେଡ଼ିସିନ ଇଞ୍ଜେକ୍ସନ। ବହୁତ ଇଞ୍ଜେକ୍ସନ ଅଛି ଯାହାକୁ ଫ୍ରିଜରେ ରଖାଯାଏ କିନ୍ତୁ ଯଦି ଫ୍ରିଜରେ ମେଡ଼ିସିନ ରଖାଯାଏ ତ ରାହୁ କେତୁ ଖରାପ ହୋଇଯାଇଥାନ୍ତି ଏବଂ ଧନ ହାନି ହୋଇଥାଏ।

ଅଟା। ଅଟାକୁ ଗୋଳେଇ ଫ୍ରିଜରେ ରଖିଲେ ଅନ୍ନର ଅଭାବ ହୋଇଥାଏ। ଫ୍ରିଜ ଉପରେ କେବେବି କୌଣସି ଜିନିଷ ରଖନ୍ତୁ ନାହିଁ ଏହାକୁ ସର୍ବଦା ସଫା ରଖନ୍ତୁ। ଫ୍ରିଜର ଉପର ଭାଗର ଅଂଶ ଶନିଙ୍କର ସ୍ଥାନ ମାନାଯାଏ। ତ ସେଥିପାଇଁ ଏହାକୁ ଅପରିଷ୍କାର ରଖିଲେ ଶନି ଖରାପ ହୋଇଯାଇଥାନ୍ତି।

ଫ୍ରିଜରେ ଅଧିକ ଭରା ହେବା ପର୍ଯ୍ୟନ୍ତ ଜିନିଷ ରଖିବା ଉଚିତ ନୁହେଁ। ଏହା ଦ୍ବାରା ଘରେ କରଜ ବଢାଇଥାଏ ଘରେ ଖର୍ଚ୍ଚ ବଢାଇଥାଏ। ବାସୀ ଖାଇବାକୁ ଫ୍ରିଜରେ ରଖନ୍ତୁ ନାହିଁ ନଚେତ ବୁଦ୍ଧ ଖରାପ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button