ଓଡିଶାର ଭାତହାଣ୍ଡି କାହାକୁ କୁହାଯାଇଥାଏ ? Interesting Gk question with answer

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।
1- ଓଡିଶାର ଶଙ୍ଖକ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର;- ଓଡିଶାର ଶଙ୍ଖକ୍ଷେତ୍ର ପୁରୀକୁ କୁହାଯାଏ ।
2- ଓଡିଶାର ଗଙ୍ଗା କାହାକୁ କୁହାଯାଏ ?
ଉତ୍ତର;- ଓଡିଶାର ଗଙ୍ଗା ମହାନଦୀକୁ କୁହାଯାଏ ।
3- ଓଡିଶାର ଅର୍କକ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର;- ଓଡିଶାର ଅର୍କକ୍ଷେତ୍ର କୋଣାର୍କକୁ କୁହାଯାଇଥାଏ ।
4- ଓଡିଶାର ସ୍ଵର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର;- ଓଡିଶାର ସ୍ଵର୍ଣ୍ଣକ୍ଷେତ୍ର ମାହାଙ୍ଗାକୁ କୁହାଯାଇଥାଏ ।
5- ଓଡିଶାର ଭାତହାଣ୍ଡି କାହାକୁ କୁହାଯାଏ ?
ଉତ୍ତର;- ଓଡିଶାର ଭାତହାଣ୍ଡି ବରଗଡକୁ କୁହାଯାଏ ।
6- ଓଡିଶାର ବିହଙ୍ଗ ବିହାର କେଉଁଠାରେ ଅବସ୍ଥିତ ?
ଉତ୍ତର;- ଓଡିଶାର ବିହଙ୍ଗ ବିହାର ଚିଲିକାରେ ଅବସ୍ଥିତ ।
7- ଓଡିଶାର କାଶ୍ମୀର କାହାକୁ କୁହାଯାଏ ?
ଉତ୍ତର;- ଓଡିଶାର କାଶ୍ମୀର ଦାରିଙ୍ଗୀବାଡିକୁ କୁହାଯାଇଥାଏ ।
8- ଓଡିଶାର କାଶୀ କାହାକୁ କୁହାଯାଏ ?
ଉତ୍ତର;- ଓଡିଶାର କାଶୀ ଭୁବନେଶ୍ବରକୁ କୁହାଯାଏ ।
9- ଓଡିଶାର ଇସ୍ପାତ ସହର କେଉଁଠାରେ ଅବସ୍ଥିତ ?
ଉତ୍ତର;- ଓଡିଶାର ଇସ୍ପାତ ସହର ରାଉରକେଲାରେ ଅବସ୍ଥିତ ।
10- ଓଡିଶାର ଭଞ୍ଜବିହାର କେଉଁଠାରେ ଅବସ୍ଥିତ ?
ଉତ୍ତର;- ଓଡିଶାର ଭଞ୍ଜବିହାର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଠାରେ ଅବସ୍ଥିତ ।
11- ଓଡିଶାର ଗଦାକ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର;- ଓଡିଶାର ଗଦାକ୍ଷେତ୍ର ଯାଜପୁରକୁ କୁହାଯାଇଥାଏ ।
12- ଓଡିଶାର ତୁଳସୀ କ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର;- ଓଡିଶାର ତୁଳସୀକ୍ଷେତ୍ର କେନ୍ଦ୍ରପଡାକୁ କୁହାଯାଇଥାଏ ।
13- ଓଡିଶାର କୈଳାସ କାହାକୁ କୁହାଯାଏ ?
ଉତ୍ତର;- ଓଡିଶାର କପିଳାସକୁ କୈଳାସ କୁହାଯାଇଥାଏ ।
14- ଓଡିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ ?
ଉତ୍ତର;- ଓଡିଶାର ସ୍ଵର୍ଣ୍ଣ ତ୍ରିଭୁଜ ପୁରୀ, ଭୁବନେଶ୍ବର ଓ କୋଣାର୍କକୁ କୁହାଯାଇଥାଏ । ‘
15- ଓଡିଶାର କଳା ପାଗୋଡା କାହାକୁ କୁହାଯାଇଥାଏ ?
ଉତ୍ତର;- ଓଡିଶାର କଳାପାଗୋଡା କୋଣାର୍କର ସୂର୍ଯ୍ୟ ମନ୍ଦିରକୁ କୁହାଯାଇଥାଏ ।