ଜ୍ୟୋତିଷ

ଇଶ୍ଵରଙ୍କ ନାମ ନେଇ ଏକ ନମ୍ବର ନିଜ ପାଇଁ ବାଛନ୍ତୁ, ଆସୁଥିବା ସମୟ କିପରି ରହିବ ?

ଆପଣଙ୍କର ଆଗକୁ ଆସୁଥିବା ସମୟ କିଭଳି ରହିବାକୁ ଯାଉଛି । କେଉଁ କେଉଁ ସବୁ ଗୁଡ୍ ନ୍ଯୁଜ ଆପଣଙ୍କୁ ମିଳିବାକୁ ଯାଉଛି । ତେବେ ଆଉ ବିଳମ୍ବ ନକରି ଫଟାଫଟ 1, 2 ଓ 3 ନମ୍ବର ଶଙ୍ଖ ମଧ୍ୟରୁ କୌଣସି ନମ୍ବରର ଏକ ଶଙ୍ଖ ବାଛି ନିଅନ୍ତୁ । ଆପଣଙ୍କର ଆଗାମୀ ସମୟରେ କଣ ସବୁ ହେବା ପାଇଁ ଯାଉଛି । ୟୁନିଭର୍ସ ଆପଣଙ୍କୁ କେଉଁ ସଂକେତ ଦେବାକୁ ଯାଉଛନ୍ତି ଚାଲନ୍ତୁ ଜାଣିବା ।

1- ଯେଉଁ ମାନେ ପ୍ରଥମ ନମ୍ବରକୁ ବାଛିଛନ୍ତି । ସେମାନେ ବହୁତ ସମୟରେ ଛୋଟ ଛୋଟ କଥାକୁ ନେଇ ନିରାଶ ହୋଇ ବସନ୍ତି । ତେଣୁ ତାଙ୍କ ଲାଇଫରେ ଯାହା ବି ହେଉଛି । ସବୁ କିଛି ପଜିଟିଭ ଭାବନା ନେଇ ଆଗକୁ ବଢନ୍ତୁ । ଅତୀତରେ ଯାହା ବି ଘଟି ଯାଇଛି । ତାହାକୁ ଭୁଲିଯାଇ ନିଜ ବର୍ତ୍ତମାନକୁ ଭଲ କର ।

କାରଣ ଆପଣଙ୍କର ବର୍ତ୍ତମାନ ଭଲ ରହିଲେ ହିଁ ଭବିଷ୍ୟତ ଭଲ ରହିବ । ଆପଣ ନିଜ ଲାଇଫରେ ଯାହା ବି କରିବାକୁ ଚାହୁଁଛନ୍ତି । ତାହା ଆପଣ କରିପାରିବେ । ହେଲେ ମନକୁ ବିଚଳିତ ନକରି ଶାନ୍ତ ମନରେ ଯାହା ବି କରନ୍ତୁ ତାହା ସଫଳ ହେବ ।

2- ଆପଣ ଲାଇଫରେ ବହୁତ ଭଲ ସମୟ ଆସିବା ପାଇଁ ଯାଉଛି । ଯେଉଁ ଭଲ ସମୟ ଆପଣଙ୍କ ପାଇଁ ଆସିବାକୁ ଯାଉଛି ତାହା ଆପଣଙ୍କ ପାଇଁ କିଛି ଭଲ ଖବର ମଧ୍ୟ ସାଥିରେ ନେଇକି ଆସୁଛି । ଯାହାର କିଛି କାମ ଅଧୁରା ହୋଇ ରହିଥିବ ତାହା ସେ ପୁରା କରିବାର ସୁଯୋଗ ପାଇବେ ।

ଆଗାମୀ ସମୟରେ ଆପଣଙ୍କ ଭାଗ୍ୟର ପୂର୍ଣ୍ଣ ସହାୟତା ଆପଣଙ୍କୁ ମିଳିବାକୁ ଯାଉଛି । ଚାକିରୀ ଅପେକ୍ଷାରେ ରହିଥିବା ଲୋକଙ୍କୁ ଚାକିରୀ ଭଳି ଖୁସି ଖବର ବି ବହୁତ ଶୀଘ୍ର ଶୁଣିବାକୁ ମିଳିପାରେ । ବ୍ୟବସାୟ ନୂଆ କରି ଆରମ୍ଭ କରିବେ କି ବ୍ୟବସାୟରେ ଅଧିକ ଲାଭବନ ହେବାର ସମ୍ଭାବନା ରହିଛି ।

3- ଯଦି ଆପଣ ନିଜ ଲାଇଫରେ କିଛି କାମ ବା କଥାକୁ ନେଇ ଉଦାଶ ହୋଇଯାଇଛନ୍ତି । ସେହି କାମ ଆଉ ଆପଣଙ୍କ ଦ୍ଵାରା ହେଉନାହିଁ । ତେଣୁ ସେଥିରୁ ଆପଣ ବାହାରି ଯିବାକୁ ଚାହୁଁଛନ୍ତି । ତେଣୁ ସେଥିପାଇଁ ତରବରିଆ ହୋଇ ଆପଣଙ୍କୁ କିଛି ବି ନିଷ୍ପତ୍ତି ନେବାର ନାହିଁ । ଯେଉଁ କାମକୁ ଏତେ ଦିନ ଧରି ଆରମ୍ଭ କରିଛନ୍ତି ଏତେ ଶୀଘ୍ର ସେଥିରୁ ମୁଭ ଅନ କରନ୍ତୁ ନାହିଁ । ଯଦି ପାରୁଛନ୍ତି କେଉଁଠି ଆପଣଙ୍କର ଭୁଲ ରହୁଛି ତାହାକୁ ଜାଣିବାକୁ ଚେଷ୍ଟା କରନ୍ତୁ ।

ସେହି କାମକୁ ଧର୍ଯ୍ୟ ରଖି କରିବାକୁ ଚେଷ୍ଟା କରନ୍ତୁ । ଆଗାମୀ ସମୟରେ ଆର୍ଥିକ ରୂପେ ମଜଭୁତ ହେବାକୁ ଯାଉଛନ୍ତି । ଆପଣଙ୍କ କର୍ମ ଅନୁସାରେ ଫଳ ମଧ୍ୟ ବହୁତ ଶୀଘ୍ର ମିଳିବାକୁ ଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button