ସ୍ୱାସ୍ଥ୍ୟ

ବିନା ଔଷଧରେ ଯେ କୌଣସି ପ୍ରକାରର ଅର୍ଶ (Piles) ହେଉ ନା କାହିଁକି ଭଲ ହୋଇଯିବ, କେବଳ କରନ୍ତୁ ଏହି ଉପାୟ

ବନ୍ଧୁଗଣ ମଳଦ୍ଵାର ରେ କଣ୍ଟା ଭଳି ଅନୁଭବ ହେଲେ ଜାଣିବେ ମଳକଣ୍ଟକ ହୋଇଛି । ଏହା ଦ୍ଵାରା ବହୁତ ଯନ୍ତ୍ରଣା ହୋଇଥାଏ । ଝାଡାରେ ଅଳ୍ପ ମାତ୍ରାରେ ରକ୍ତ ପଡିଥାଏ । କିନ୍ତୁ ଅର୍ଶ ହୋଇଥିଲେ ବହୁ ମାତ୍ରାରେ ରକ୍ତ ପଡିଥାଏ । ସମୟ ସମୟରେ ମଳଦ୍ଵାର ଜାଲିଳା ଭଳି ମନେ ହେବ । ଏମିତି ସବୁ ଲକ୍ଷଣ ଦେଖା ଯାଇଥାଏ । ଅର୍ଶ ବା ମଳକଣ୍ଟକ ହେବାର ମୁଖ୍ୟ କାରଣ ହେଉଛି କୋଷ୍ଠ କାଠିନ୍ଯ ଦେଖାଯିବା ।

ତା ଛଡା ଖାଦ୍ୟପେୟ ଓ ଦିନଚର୍ଜ୍ୟା ଠିକ ନ ରହିଲେ କେବେବି ଆପଣଙ୍କ ପାଖରେ ମଳକଣ୍ଟକ ଠିକ ହେବ ନାହି । ଆଜି ଆମେ ଆପଣଙ୍କୁ ଅର୍ଶ, ମଳକଣ୍ଟକ ଦୂର କରିବା ପାଇଁ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ପ୍ରଥମ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ପଡିବ ମୂଳା । ଏବେ ମୂଳା କୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ତା ପରେ ମୂଳା ର ଭଲ ଭାବେ ପେଷ୍ଟ ତିଆରି କରନ୍ତୁ ।

ବାଟିବା ପରେ ଏହାକୁ ସୂତା କପଡା ସାହାଜ୍ୟରେ ଭଲ ଭାବେ ଚିପୁଡି ଦେବେ । ଏହାର ରସ ବାହାର କରନ୍ତୁ । ମିନିମମ ଆପଣ ଏକ କପ ମୂଳା ରସ ନିଅନ୍ତୁ । ଏହାକୁ ଆପଣ 1ରୁ 3 ମାସ ଲଗାତାର ସେବନ କରନ୍ତୁ । ଦେଖିବେ ଆପଣଙ୍କର ମଳକଣ୍ଟକ ସମସ୍ଯା ଆଉ ରହିବ ନାହି । ରାତିରେ ଯେବେ ଆପଣ ଶୋଇବାକୁ ଯିବେ ତା ପୂର୍ବ ରୁ ଗୋଟେ କପ କଳା ଅଙ୍ଗୁରୁ ରସ ଆପଣ ପିଅନ୍ତୁ ।

ଯଦି ଏକ କପ ପିଇ ପାରୁ ନାହାନ୍ତି ତେବେ ଅଧା କପ ପିଇବାକୁ ଚେଷ୍ଟା କରନ୍ତୁ । ଏହା ଛଡା ପ୍ରତେକ ଦିନ ମଳଦ୍ଵାର ରେ ଜଡା ତେଲ, ନଡିଆ ତେଲ, ଦେଶୀ ଘିଅ ଲଗାନ୍ତୁ । 10 ରୁ 15 ମିନିଟ ଯାଏଁ ତେଲ ମାଲିସ କରନ୍ତୁ । ଏହା ସହ ଦେଶୀ ଆଲୋଭେରା ପ୍ଳାଣ୍ଟ ଲଗାଇ ପାରିବେ । ଏହା ବ୍ଯତୀତ ଆଲୋଭେରା ଜେଲ ମଧ୍ୟ ମାଲିସ କରି ପାରିବେ ।

ଯଦି ଆପଣ ମାନେ ସ୍ନାନ କରିବା ସମୟରେ ତେଲ ମାଲିସ କରନ୍ତି ତେବେ ସକାଳୁ ଆଲୋଭେରା ଜେଲ ମାଲିସ କରିବେ । ଆଉ ଗୋଟେ ଉପାୟ ମଧ୍ୟ ଆପଣ କରି ପାରିବେ । କିଛି ନିମ ପତ୍ର ନେଇ ଏହାକୁ 2ରୁ 3 ଲିଟର ପାଣି ରେ ମିଶାଇବେ । ତାକୁ ଫୁଟାଇବେ ଅଧ ଘଣ୍ଟା ଯାଏଁ । ସେହି ପାଣିକୁ ଆପଣ ମଳଦ୍ଵାର ରେ ବାମ୍ଫ ଦେଲା ଭଳି କରିବେ । ଏହି ସବୁ ପ୍ରୋସେସ ଆପଣ ପ୍ରତେକ ଦିନ କରନ୍ତୁ ।

ଗୋଟେ ମାସ ଭିତରେ ଆପଣଙ୍କର ମଳକଣ୍ଟକ ଠିକ ହୋଇଯିବ । ଯଦି ଆପଣ ବହୁତ ଦିନରୁ ଆକ୍ରାନ୍ତ ହୋଇଛନ୍ତି ତେବେ 3 ମାସ ଲଗାତାର କରନ୍ତୁ । 3 ମାସ  ଭିତରେ ଆପଣଙ୍କର ମର୍ଶ ବା ଭଗନ୍ଦର, ମଳକଣ୍ଟକ ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button