ମନୋରଞ୍ଜନ

ଅଟୋରେ ଯାତ୍ରା କଲେ ମଲାଇକା – Kalinga News

[ad_1]

ରିଆଲିଟି ସୋ “ଝଲକ୍ ଦିଖ୍‌ଲା ଯା”ରେ ଏବେ ବିଚାରପତି ଭୂମିକା ତୁଲାଉଥିବା ଅଭିନେତ୍ରୀ ମଲାଇକା ଆରୋଡ଼ାଙ୍କ ଅଟୋ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି।
ସେ ଦିନେ ରାତିରେ ତାଙ୍କର ଜଣେ ପୁରୁଷବନ୍ଧୁଙ୍କ ସହ ଅଟୋରେ ଯାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଚେହେରା ଲୁଚାଉଥିବାର ନଜର ଆସିଥିଲେ। ମଲାଇକା ମୁହଁରେ ହାତ ରଖି କ୍ୟାମେରାମ୍ୟାନମାନଙ୍କ ବିପରୀତ ଦିଗକୁ ବୁଲି ବସିଥିବାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ତେବେ “ଝଲକ୍ ଦିଖ୍‌ଲା ଯା”ର ସବୁଠାରୁ ମହଙ୍ଗା ବିଚାରପତିଙ୍କର ଏପରି ଅଟୋରେ ଯାତ୍ରା ଅନେକଙ୍କୁ ଚକିତ କରିଛି। ତେବେ ମଲାଇକାଙ୍କର ଏହା ପ୍ରଥମ ଅଟୋ ଯାତ୍ରା ନୁହେଁ। ପୂର୍ବରୁ ବି ଅନେକ ଥର ମୁମ୍ବାଇର ଭିଡ଼ରୁ ବଞ୍ଚିବା ପାଇଁ ସେ ନିଜର ବିଳାସମୟ ଗାଡ଼ି ଛାଡ଼ି ଅଟୋରେ ଯାତ୍ରା କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button