ଖେଳ ଖବର

ଆଇପିଏଲର ପ୍ରଥମ ୨୧ଟି ମ୍ୟାଚ ପାଇଁ ସୂଚୀ ଜାରି, ପ୍ରଥମ ମ୍ୟାଚରେ ଚେନ୍ନାଇ-ବାଙ୍ଗାଲୋର ମୁକାବିଲା – Kalinga News

[ad_1]

ମୁମ୍ବାଇ: ଇଣ୍ଡିଆନ ପ୍ରିମୟର ଲିଗ-୨୦୨୪ର ପ୍ରଥମ  ୨୧ଟି ମ୍ୟାଚ ପାଇଁ ସୂଚୀ ଜାରି ହୋଇଛି । ପ୍ରଥମ ମ୍ୟାଚରେ ମାର୍ଚ୍ଚ ୨୨ ତାରିଖରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବ। ସିଏସକେର ନେତୃତ୍ବ ମହେନ୍ଦ୍ର ସିଂହ ଧୋନିଙ୍କ ହାତରେ ରହିଛି।

ଦେଶରେ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଇପିଏଲ୍ ୨୦୨୪ର କାର୍ଯ୍ୟସୂଚୀ ପ୍ରଥମ ୧୭ ଦିନ ପାଇଁ ଘୋଷଣା କରାଯାଇଛି, ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ୨୧ଟି ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ୨୦୧୯ରେ ଆଇପିଏଲ୍ ବିଭିନ୍ନ ପର୍ଯ୍ୟାୟରେ ଆୟୋଜନ କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button