ସ୍ମାର୍ଟଫୋନ ପାଖରେ ରଖି ଶୋଇଲେ କମ ହୋଇଥାଏ ଯୌନ କ୍ଷମତା- ଜାଣନ୍ତୁ କେମିତି

ଏକ ଷ୍ଟଡ଼ିରେ ଏହି କଥା ସାମ୍ନାକୁ ଆସିଛି କି ସ୍ମାର୍ଟଫୋନ ର ଅଧିକ ବ୍ୟବହାର କଲେ ଆମ ମନର ସ୍ଥିତି ପ୍ରଭାବିତ ହୋଇରହିଥାଏ ।
ଏହାର ଅସର ଲୋକମାନଙ୍କର ଯୌନ ଜୀବନରେ ବି ପଡିବାକୁ ଲାଗିଲାଣି । ଏକ ନୂଆ ଅଧୟନର ରିପୋର୍ଟ ରେ ଏହି କଥାର ଖୁଲାସା କରାଯାଇଛି । ନ୍ୟୁଜ ଦ୍ଵାରା ଜାରି କରାଯାଇଥିବା ଏକ ରିପୋର୍ଟ ଅନୁସାରେ ଆଜିକାଲି ୬୦୦ ପ୍ରତିଶତ ଲୋକଙ୍କ ପାଖରେ ସ୍ମାର୍ଟଫୋନ ଅଛି ଏବଂ ଏଥି ମଧ୍ୟରୁ ୯୨ ପ୍ରତିଶତ ଲୋକ ଏହାକୁ ରାତିରେ ଉପଯୋଗ କରିବା କଥା ସ୍ଵିକାର କରିଛନ୍ତି । ସେଥି ମଧ୍ୟରୁ କେବଳ ୧୮ ପ୍ରତିଶତ ଲୋକମାନେ ନିଜ ଫୋନକୁ ବେଡରୁମରେ ଫ୍ଲାଇଟ ମୋଡ ରେ ରଖିବା କଥା କହିଛନ୍ତି ।
ଯୌନ କ୍ଷମତା ପ୍ରଭାବିତ ହୋଇଥାଏ
ସ୍ମାର୍ଟଫୋନ ୨୦ବର୍ଷ ରୁ ୪୫ବର୍ଷ ବୟସର ଲୋକଙ୍କୁ ନକରାତ୍ମକ ରୂପରେ ପ୍ରଭାବିତ କରିଥାଏ । ଏଥି ମଧ୍ୟରୁ ୬୦ ପ୍ରତିଶତ କହିଛନ୍ତି କି ଫୋନ ତାଙ୍କର ଯୌନ କ୍ଷମତାକୁ ପୂର୍ଣ୍ଣରୂପେ ପ୍ରଭାବିତ କରୁଛି । ରିପୋର୍ଟ ରେ ଉଲେଖ କରାଯାଇଛି କି ପ୍ରାୟ ୫୦ ପ୍ରତିଶତ ଲୋକମାନେ ଯୌନ ଜୀବନ ଭଲ ହେଉନାହିଁ ବୋଲି ସେମାନେ କହିଛନ୍ତି କାରଣ ସେମାନେ ବହୁତ ସମୟ ପର୍ଯ୍ୟନ୍ତ ସ୍ମାର୍ଟଫୋନ ର ବ୍ୟବହାର କରିଥାନ୍ତି ।