ଦେଶ- ବିଦେଶ

7 ଦିନ ପାଇଁ ମାତ୍ର 1 ମିନିଟ ଏହାକୁ କର, ପୁରା ଜୀବନ ବଦଳିଯିବ- Motivation

ଆମ ଜୀବନର ଲକ୍ଷ ଆମକୁ ସବୁବେଳେ ମିଳିଯିବ ଏତେ ସହଜରେ ଏହା ଅସମ୍ଭବ ହୋଇ ଥାଏ । ଆଜି ଆମେ କହିବା କି ଆପଣ କିଭଳି କିଛି କଥା କହିବା ଦ୍ଵାରା ଆମେ ସଫଳ ହୋଇ ପାରିବା । ଆଜି ଆମେ କହିବା କି କିଭଳି ଭାବେ ଆପଣ ନିଜ ଇଚ୍ଛା କରିବେ । ଆପଣ ମାନେ ନିଜକୁ ସବୁ ବେଳେ ଅନ୍ୟମାନଙ୍କ ଅପେକ୍ଷା ପଛକୁ ଦେଖାଇ ଥାନ୍ତି କିନ୍ତୁ ଆପଣ ଏହା ମଧ୍ୟ ଜାଣି ଥିବେ କି ଏହା ଆମ ପାଇଁ କଣ କାହା ପାଇଁ ମଧ୍ୟ ଭାଲ ହୋଇ ନଥାଏ ।

ଆପଣ ସକାଳୁ ଉଠିବ ଅମାତ୍ରେ ଏକ କଥା କହି ପାରନ୍ତି ଆପଣ ସବୁ ବେଳେ ଏହା କୁହନ୍ତୁ କି ଆପଣ ଯାହାଭି କଉଛନ୍ତି କିମ୍ବା ଆପଣ ଯାହା କରିବା ପାଇଁ ଯାଉଛନ୍ତି ତାହା ଭଲ ଅଟେ । ଆମ କୁ କେହି ହରାଇ ପାରିବେନି । ଆପଣ ସକାଳୁ ଉଠି ଏହି 5 ଟି ସକାରାତ୍ମକ ବାକ୍ୟ କହିବା ଦ୍ଵାରା ଆପଣଙ୍କ ଜୀବନରେ ସବୁ ବେଳେ ଖୁଶି ଲାଗି ରହିବ ।

ଆପଣ ମାନେ ଜାଣି ରଖନ୍ତୁ କି ପ୍ରଥମେ ସକାଳୁ ଉଠିବା ପରେ ଆପଣ ମନରେ ସବୁ ବେଳେ ଏକ କଥାକୁ କୁହନ୍ତୁ ଓ ଏହାକୁ ଆପଣ ସବୁ ଦିନ ସକାଳେ ହେଉ କିମ୍ବା ସନ୍ଧ୍ୟା ସମୟରେ ହେଉ କହିବା ଆରମ୍ଭ କରି ଦିଅନ୍ତୁ ଏକ କଥା ଆପଣ ସବୁ ବେଳେ ମନେ ରଖିବେ କି ଆପଣ ଯାହାଭି କରିବେ କିମ୍ବା ଆପଣ ଏହା କହିବେ କି ମୁ ସବୁଠାରୁ ବେଷ୍ଟ ଅଟେ ।

ମୁ ସବୁ କିଛି କରି ପାରିବି । ମୋ ପାଇ କିଛି ଭି ଅସମ୍ଭବ ନାଇ । ଯେଉଁ ଭି ସମୟ ହେଉ ନା କାହିଁକି ଆପଣ ଏହାକୁ ପାରି କରିନେବେ । ଭଗବାନ କହିଛନ୍ତି କି ଆମକୁ ସବୁ ପ୍ରକାର ଶକ୍ତି ଦେଇ ଥାନ୍ତି ଆମେ ନିଜ ଇଚାରେ ଯାହା ଚାହିଁବେ ଆପଣ ତାହା କରି ପାରିବେ ।

ରାକ୍ଷସ ସବୁ ବେଳେ ଖରାପ କହିଥାଏ । ଏହା ସହ ଆପଣ ଏହା ମଧ୍ୟ କୁହନ୍ତୁ କି ଭଗବାନ ସବୁବେଳେ ମୋ ସହ ଅଛନ୍ତି । ଏହା ସହ ଆପଣ ଏହା ମଧ୍ୟ କୁହନ୍ତୁ କି ଆଜିର ଦିନ ମୋର ମୁ ଯାହା କରିବା ପାଇଁ ଚାହିନବୀ ଆଜି ସେୟା ନିଶ୍ଚିତ ଭାବେ କରିବି ।

ସବୁ ବେଳେ ନିଜକୁ ଅନ୍ୟ ମାନଙ୍କ ସହ ନୁହେଁ ସେମାନଙ୍କ ଠାରୁ ଉଚରେ ଚିନ୍ତା କରନ୍ତୁ । ଆପଣ ଭାବନ୍ତୁ କି ଆପଣଙ୍କୁ ହରାଇବାର କ୍ଷମତା କେବଳ ଆପଣଙ୍କର ଅଛି ଆଉ କେହି ଆପଣଙ୍କୁ କେଉଁ କଥାରେ ହରାଇ ପାରିବ ନି । ଆପଣ ସବୁ ବେଳେ କୁହନ୍ତୁ କି ମୁ ଜଣେ ବିଜେତା । ଆପଣ ମାନେ ଏହା ସହ ଏହା ମଧ୍ୟ କୁହନ୍ତୁ କି ମୁ ସବୁ ବେଳେ ସବୁଙ୍କ ଭଲ କରିବି ମୋ ଦ୍ଵାରା କିଛି ଭୁଲ ନହଉ ।

Related Articles

Leave a Reply

Your email address will not be published. Required fields are marked *

Back to top button