ସ୍ୱାସ୍ଥ୍ୟ

କ୍ୟାନ୍ସର ହେବାର ୧୫ ଦିନ ପୂର୍ବରୁ ଦେଖା ଦେଇଥାଏ ଏହି ୩ଟି ଲକ୍ଷଣ,ଜାଣି ନିଅନ୍ତୁ ଏହି ସବୁ ଲକ୍ଷଣ,ନହେଲେ ହୋଇପାରେ ବଡ ଭୟଙ୍କର

ଆସନ୍ତୁ କ୍ୟାନ୍ସରର ଲକ୍ଷଣ ଗୁଡ଼ିକ ବିଷୟରେ ଜାଣିବା, କ୍ୟାନ୍ସର ହେବାର ୧୫ ଦିନ ପୂର୍ବରୁ ଆପଣଙ୍କୁ ଏହି ୩ଟି ଲକ୍ଷଣ ଦେଖାଦିଏ। ଯାହାକୁ ଭୁଲରେ ନଜର ଅନ୍ଦାଜ କରନ୍ତୁନାହିଁ।

୧) କାମ ପ୍ରବଳତା ଯୋଗୁଁ ଚେୟାର ଉପରେ ବସି ରହିବା ଦ୍ୱାରା ପିଠିରେ ଯନ୍ତ୍ରଣା ହୋଇଥାଏ କିନ୍ତୁ ଯଦି ବାରମ୍ବାର ଏହା ହେଉଛି ତାହେଲେ ଏହା ପ୍ରୋଷ୍ଟେଟ କ୍ୟାନ୍ସରର ଲକ୍ଷଣ ହୋଇପାରେ। ଏହାସହ ଆପଣଙ୍କ ଅଣ୍ଟା ପାଖରେ ମଧ୍ୟ ଯନ୍ତ୍ରଣା ହୋଇପାରେ।

୨) ଦୁଇ ସପ୍ତାହ ମଧ୍ୟରେ କୌଣସିବି ଫୁଲା ଠିକ ହୋଇଯାଏ ଯଦି ଫୁଲା ଅଧିକ ସମୟ ଧରି ରହୁଛି ତାହେଲେ ଏହା ଚିନ୍ତାର ବିଷୟ ଅଟେ। ଏହାସହ ଶବ୍ଦ ପରିବର୍ତ୍ତନ, ଖାଦ୍ୟ ଗିଳିବାରେ ସମସ୍ୟା, ମୁହଁ ଭିତରେ ଧଳା କିମ୍ବା ହଳଦିଆ ରଙ୍ଗର ଦାଗ ପଡ଼ିଯାଏ।

୩) ଯଦି ଆପଣ ବିନା ପରିଶ୍ରମ କରି ଅତ୍ୟଧିକ ଥକାପଣ ଅନୁଭବ କରୁଥାନ୍ତି ତାହେଲେ ଚିନ୍ତା କରିବା ଜରୁରୀ ଅଟେ। କାରଣ ଏହା ବ୍ଲଡ଼ କ୍ୟାନ୍ସରର ଲକ୍ଷଣ ହୋଇଥାଏ। ଏହାସହ ପେଟରେ କ୍ୟାନ୍ସର ହେବାଦ୍ୱାରା ରକ୍ତରେ ଅଭାବ ଦେଖାଦିଏ। ଯାହାଦ୍ୱାରା ଥକାପଣ ଲାଗିରହେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button