ଦେଶ- ବିଦେଶ

ଚଉଠି ରାତିରେ ପର ପୁରୁଷ କୋଳରେ ବିବାହିତା ସ୍ତ୍ରୀ,ବିଚରା ସ୍ୱାମୀ …ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ତେବେ ବନ୍ଧୁଗଣ ସ୍ବାର୍ଥ ପୂର୍ଣ୍ଣ ଆଜିର ଏଥି ସମାଜରେ ସର୍ତ୍ତହୀନ ଏବଂ ନିବିଡ଼ ଭାବରେ ଭଲ ପାଉଥିବା ଦୁଇଟି ହୃଦୟ ମିଶିବାପାଇଁ ତ ସ୍ବାମୀ ସ୍ତ୍ରୀ ସମ୍ପର୍କଟି ଏଭଳି ଏକ ସ-ମ୍ପର୍କ ଯାହା ଭଗବାନ ଉପରୁ ବନାଇଥାନ୍ତି । ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ।

ଆଉ ଆଜିକା ଦୁନିଆରେ ପର-କୀୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି । ପର-କୀୟା ପ୍ରୀତି ପାଇଁ ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡ଼ି କୁଆଡେ ପଳାଉଛି ।ଏହି ପର-କୀୟା ପ୍ରୀତି ପାଇଁ କେତେ ଯେ ସ-ମ୍ପର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ ।

ଏମିତି କିଛି କରିବା ପୂର୍ବରୁ ସ୍ତ୍ରୀ ହେଉ ବା ପୁରୁଷ ଟିକେ ନିଜ ଇଜ୍ଜତ ଆଉ ପରିବାରର ଇଜ୍ଜତ କଥା ଭାବୁ ନାହାଁନ୍ତି ।ବିବାହ ଗୋଟିଏ ପବିତ୍ର ବନ୍ଧନ । ଦୁଇ ମନର ସ୍ୱଚ୍ଛ ମିଳନ । କିନ୍ତୁ ଆଜିକାର କିଛି ଦମ୍ପତ୍ତି ଏହି ପର-କୀୟା ପ୍ରୀତି ପାଇଁ ଏତେ ତଳକୁ ଖସି ଯାଉଛନ୍ତି ଯାହାର ତୁଳନା କରିବା ଅସମ୍ଭବ ଅଟେ ।

ମି-ଛ, ଛଳନା, ଅନୈ-ତିକ ଭଳି ସ-ମ୍ପର୍କ ଦେଖିବା ପାଇଁ ମିଳୁଛି । ନିକଟରେ ସେଭଳି ଏକ ଘ-ଟଣା ଦେଖିବାକୁ ମିଳିଛି ଯେଉଁଠି ହନିମୁନ୍‌ ଟ୍ରିପ୍‌ରେ ଯାଇଥିବା ବେଳେ ସ୍ବାମୀଙ୍କୁ ଛାଡ଼ି ସ୍ତ୍ରୀ ପ୍ରେମିକ ଶହ ଫେ-ରାର ହୋଇଯାଇଛି ।

ଏଭଳି ଅଜବ ଘ-ଟଣା ଘଟିଛି ଇନ୍ଦୋରରେ । ବନ୍ଧୁଗଣ ଘଟଣା ଅନୁସାରେ ଧୁମ୍‌ଧାମରେ ବିବାହ ଓ ରିସେପ୍ସନ୍ ଆଦି ଫଙ୍କକ୍ସନ୍ ସରିବା ପରେ ବର ଜଣକ ନିଜର ନବବିବାହିତା ପତ୍ନୀଙ୍କ ପାଇଁ ହନିମୁନ୍‌ ପ୍ୟାକେଜ୍‌ ମଧ୍ୟ ବୁକ୍‌ କରିସାରିଥିଲେ । କିନ୍ତୁ ତାପୂର୍ବରୁ ଏଭଳି କିଛି ଘ-ଟଣା ଘଟିଲା ଯେ ବରର ପାଦ ତଳୁ ମାଟି ଖସିଯାଇଛି ।

ଆଜ୍ଞା ହଁ ଦର୍ଶକବନ୍ଧୁ ସ୍ୱାମୀ ସ୍ତ୍ରୀଙ୍କ ପ୍ରଥମ ରାତ୍ରୀକୁ ନେଇ ସ୍ୱାମୀ ଜଣକ ଉତ୍ସୁକ ଥିବା ବେଳେ ସ୍ତ୍ରୀ କିନ୍ତୁ ନିଜର ପିରି-ୟଡ ହୋଇଥିବା କାରଣ ଦର୍ଶାଇ ଶାରୀ-ରିକ ସଂ-ପର୍କ ନ ରଖିବାକୁ ବାହାନା କରିଥିଲେ । ଆଉ ସ୍ୱାମୀ ଜଣକ ଶୋଇପଡିବା ପରେ କନ୍ୟା ନିଜ ବୟଫ୍ରେଣ୍ଡ୍ ପାଖକୁ ଲୁ-ଚି ପଳାଇଗଲା ।

ଅର୍ଦ୍ଧ ରାତ୍ରୀରେ ସ୍ଵାମୀଙ୍କ ନିଦ ଭା-ଙ୍ଗିବା ପରେ ପତ୍ନୀଙ୍କୁ ନପାଇ ବହୁତ୍ ଖାଜା ଖୋଜି କରିବା ପରେ ନିଜ ନବବିବାହିତା ପତ୍ନୀଙ୍କୁ ତାଙ୍କ ବୟଫ୍ରେଣ୍ଡ୍ ସହ ଅସଂ-ଯତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏକଥା ଦେଖିବା ପରେ ଯୁବକ ଜଣକ ପରିବାର ଲୋକଙ୍କୁ ଡାକିଥିଲେ

ହେଲେ ଏହି ପା-ଟିତୁ-ଣ୍ଡ ଭିତରେ କନ୍ୟା ଓ ତା’ର ବୟଫ୍ରେଣ୍ଡ୍‌ ଲୁ-ଚି ଛୁ ମା-ରି ସାରିଥିଲେ । ତେବେ ବର୍ତମାନ ପର୍ଯ୍ୟନ୍ତ ମଧ୍ୟସ୍ଥି, କନ୍ୟା ଓ ତା’ ପରିବାର ଲୋକ କାହାର ବି ପତ୍ତା ମିଳି ନଥିବା ବେଳେ ପୋ-ଲିସ୍ ତ-ଦନ୍ତ ଜାରି ରଖିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button