ରାଜ୍ୟ

ପୋଖରୀରେ ପଡି ନାଁ ବାଳକ ମୃତ – Kalinga News

[ad_1]

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଗୋବିନ୍ଦପୁର ଗ୍ରାମରେ ଖେଳୁ ଥିବା ବେଳେ ପୋଖରୀରେ ବୁଡି ନାଁ ବାଳକର ମୃତ୍ୟୁ ଘଟିଛି ।

Chat on WhatsApp

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଗୋବିନ୍ଦପୁର ଗ୍ରାମରେ ଖେଳୁ ଥିବା ବେଳେ ପୋଖରୀରେ ବୁଡି ନାଁ ବାଳକର ମୃତ୍ୟୁ ଘଟିଛି । ମୃତକ ସେହି ଗ୍ରାମର ଖଗେଶ୍ୱର ଜେନାଙ୍କ 4 ବର୍ଷୀୟ ଶିଶୁ ପୁତ୍ର ହିମାଂଶୁ ଜେନା ବୋଲି ଜଣା ପଡିଛି । ଆଜି ହିମାଂଶୁ ଘର ପାଖରେ ଖେଳୁଥିବା ବେଳେ ପାଖରେ ଥିବା ପୋଖରୀରେ ପଡି ଯାଇଥିଲା । ପୁଅ ଖେଳୁ ଥିବା ନଦେଖିବାକୁ ପାଇ ପୋଖରୀରେ ଖୋଜା ଖୋଜି କରିଥିଲେ । ହେଲେ ଗୁରୁତର ଅବସ୍ଥାରେ ତାକୁ ପାଣିରୁ ଉଦ୍ଧାର କରି ନିକଟସ୍ତ ବାସୁଦେବପୁର ଡାକ୍ତର ଖାନାକୁ ନେଇ ଆସିଥିଲେ । ହେଲେ ଡାକ୍ତର ଏଠାରେ ତାକୁ ମୃତ ଘୋଷଣା କରିଥିଲେ ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button