ସ୍ୱାସ୍ଥ୍ୟ

ବାସ ଗୋଟିଏ ଚୁଟକି, ଥଣ୍ଡା କାଶ ଗୋଟେ ହିଁ ଥରରେ ଭଲ ହେବ, କରୋନାରୁ ବଞ୍ଚାଇବ ଓ ଫୁସଫୁସ କୁ ମଜବୁତ କରିବ ଏହି ଘରୋଇ ଉପଚାର

ଆଜିକା ସମୟରେ ମଣିଷ ସବୁଠାରୁ ଅଧିକ ଯଦି କୌଣସି ରୋଗ ଠାରୁ ଦାରୁଛନ୍ତି ତେବେ ତାହା ହେଉଛି ଥଣ୍ଡାରୁ କେରହି ବି ଚାହୁଁ ନାହାନ୍ତି ଯେ ଭୁଲରେ ବି ତାଙ୍କୁ ଥଣ୍ଡା ହେଉ କିନ୍ତୁ କିଛି ଲୋକଙ୍କ ଶରୀର ଥଣ୍ଡା ହୋଇଥାଏ ଆଉ ଯେତେ ପ୍ରୟାସ କଲେ ମଧ୍ୟ ତାଙ୍କୁ ଥଣ୍ଡା ରହି ଯାଇଥାଏ ।

ବା ବହୁତ ଲୋକ ଏମିତି ମଧ୍ୟ ହୋଇଥାନ୍ତି ଯିଏ ଯେତେ ପ୍ରୟାସ କଲେ ମଧ୍ୟ ତାଙ୍କ ତଣ୍ଟି ବା ଛାତିରେ କଫ ବସି ଯାଇଥାଏ ଯାହା ଦ୍ଵାରା ତାଙ୍କ ଛାତି ଘଡ ଘଡ ଭଳି ଶବ୍ଦ କରିଥାଏ ଆଉ କିଛି ଖାଇଲେ ପିଳେ ମଧ୍ୟ ତାଙ୍କୁ ଶାନ୍ତି ଲାଗି ନଥାଏ । ଆଜି ଆମେ ଆପଣଙ୍କୁ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାଇ 100% ଆପଣଙ୍କ ଥଣ୍ଡା ଚାଲିଯିବ ଆଉ ଆପଣଙ୍କ କଫ ମଧ୍ୟ ତରଳିଯିବ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ହବ ନାହିଁ ।

ଆପଣ ମାନେ ଗୋଲ ମରୀଚ ବିଷୟରେ ବେସ ଭଲ ଭାବରେ ଜାଣିଥିବେ ଏହା ଦ୍ଵାରା ବହୁତ ବଡ ବଡ ରୋଗ ଭଲ ହେଇଥାଏ, ତେବେ ଆୟୁର୍ବେଦରେ ଏହାର ନାମ ଲେଖା ହୋଇଛି, ତେବେ ଭାରତରେ ଗୋଲ ମରୀଚ ପୁରାତନ ସମୟରୁ ବ୍ୟବହାର କରା ଯାଉଛି କିନ୍ତୁ ନାଲି ଲଙ୍କା ଆଉ କଞ୍ଚା ଲଙ୍କା ବ୍ୟବହାର ହେଲା ପରେ ଗୋଲ ମରିଚକୁ ଲୋକ ଯେମିତି ଭୁଲି ଯାଇଛନ୍ତି ଆଉ ନାଲି ଲଙ୍କା ପାଇଁ ଏତେ ପ୍ରକାର ରୋଗ ଲୋକଙ୍କୁ ହବା ଆରମ୍ଭ ହୋଇଛି କାହିଁକିନା ଆଗରୁ ଲୋକଙ୍କୁ ଏତେ ପ୍ରକାର ରୋଗ ହେଉ ନଥିଲା ।

କିନ୍ତୁ ବର୍ତମାନ ବହୁତ ପ୍ରକାର ରୋଗ କେବଳ ଗ୍ୟାସ ପାଇଁ ହେଉଛି ଆଉ ଶରୀରରେ ଗ୍ୟାସ ହବାର ମୁଖ୍ୟ କାରଣ ନାଲି ବା ଶୁଖିଲା ଲଙ୍କା ଅଟେ । ତେବେ ଆପଣଙ୍କ ଶରୀର ଗ୍ୟାସ, ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ଯା ଗୋଲ ମରୀଚ ଦୂର କରିଥାଏ ଏହା ଛଡା ଗୋଲ ମରୀଚ ଦ୍ଵାରା ପାଚନ କ୍ରିୟା ଭଲ ହୋଇଥାଏ ଆଉ ଆମ ଶରୀରକୁ ଆରାମ ମିଳିଥାଏ । ଗୋଲ ମରୀଚ ଯେଉଁ ବ୍ୟକ୍ତି ଲଙ୍କା ବଦଳରେ ବ୍ୟବହାର କରିଥାଏ ସେହି ବ୍ୟକ୍ତିକୁ ବହୁତ କମ ରୋଗ ହୋଇଥାଏ ଆଉ ସେ ଗୋଟେ ସ୍ଵସ୍ଥ ଜୀବନ ବ୍ଯତୀତ କରିଥାଏ ।

ଆପଣଙ୍କୁ ୫ରୁ ୬ ଟି ଗୋଲ ମରିୟଚ ନବାର ଅଛି ଏହାକୁ ଆପଣ ଭଲ ଭାବରେ ଛେଚି ନିଅନ୍ତୁ ପୁରା ପାଉଡର ବନାନ୍ତୁ ନାହିଁ ଏହା ପରେ ଆପଣ ଦେଶୀ ଗାଈ ଘିଅ ଗୋଟେ ଚାମଚ ନିଅନ୍ତୁ ଏହାକୁ ତରଳେଇ ନିଅନ୍ତୁ ଏହା ପରେ ଗୋଲ ମରୀଚ ଏଥିରେ ପକାଇ ସେବନ କରନ୍ତୁ ମନେ ରଖିବେ ପାଣି ବା ଅଧ ଘଣ୍ଟା ପର୍ଯ୍ୟନ୍ତ କିଛି ସେବନ କରିବେ ନାହିଁ ଆଉ ଏହାକୁ ଆପଣ ସକାଳେ ନଚେତ ଶୋଇବାର ଘଣ୍ଟେ ଆଗରୁ ସେବନ କରି ପାରିବେ ।

କିନ୍ତୁ ଆପଣଙ୍କୁ ଧ୍ୟାନ ରଖିବାର ହବ ଯେ ଆପଣ ଏହାକୁ ସେବନ କରିବାର ଘଣ୍ଟେ ପରେ ଭୁଲରେ ବି ଥଣ୍ଡା ଜିନିଷ ସେବନ କରିବେ ନାହିଁ ଉଷୁମ ପାଣି ନଚେତ ଚା ଭଳି ଜିନିଷ ସେବନ କରନ୍ତୁ ଆପଣଙ୍କୁ ଲାଭ ମିଳିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button