ଜ୍ୟୋତିଷ

ଲେମ୍ବୁକୁ ଦୁଇ ଖଣ୍ଡ କରି ଚୁପଚାପ ଫିଙ୍ଗି ଦିଅନ୍ତୁ ଏଇଠି, ଶତ୍ରୁନାଶ, ଦୁଃଖନାଶ, ଦାରିଦ୍ର୍ୟ ଭୁଲିଯିବ ଘରର ରାସ୍ତା-Jyotisha Upaya

ଲେମ୍ବୁକୁ ତନ୍ତ୍ର କାମରେ ଲାଗିଥାଏ ଓ ଏହାର କିଛି ପ୍ରଭାବ ପଡିଥାଏ । ଯେଉଁ ମାନେ ଚାକିରି ଓ ବ୍ୟବସାୟ କରିଥାନ୍ତି ସେମାନଙ୍କର ବହୁତ ଚିନ୍ତା ରହିଥାଏ । ଜୀବନରେ ଯେଉଁ ସମୟରେ ଅସୁବିଧା ଦେଖା ଦେଇଥାଏ । ଖାସ କରି ଯୁବକ ବୟସରେ ବହୁତ ଅସୁବିଧା ଦେଖାଦିଏ । ଏମିତି କିଛି ସମୟ ଥାଏ ଯାହାକି ଆପଣ ମାନସିକ ଚାପରେ ରହିଥାନ୍ତି । ଯାହା ଫଳରେ ଆପଣ ମାନେ ବହୁତ ଖରାପ ବାଟକୁ ପଳାଇ ଯାନ୍ତି ।

ତେବେ ଏହା ସମଧାନ କରିବା ପାଇଁ ଆମେ କିଛି ଉପାୟ କହିବାକୁ ଯାଉଛୁ ଯାହାକି ଆପଣ କରିବା ଦରକାର । ଆପଣ ଘରର ବଡ ମହିଳା ଅଟନ୍ତି ଏହି ଉପାୟକୁ ଆପଣଙ୍କର ଘରେ ଯେକୌଣସି ଲୋକ ଏହି ଉପାୟକୁ କରି ପାରିବେ । ଯଦି ଆପଣ ମାନସିକ ପୀଡାରୁ ବଞ୍ଚିବାକୁ ଚାହୁଛନ୍ତି ତେବେ ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏକ ବହୁତ ଭଲ ଉପାୟ କହିବାକୁ ଯାଉଛୁ ।

ଆପଣଙ୍କୁ ଲାଗୁଛି ଆପଣଙ୍କୁ କେହି କିଛି କରିଛନ୍ତି ବା ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେଉ ନାହି । ଏବଂ ନିଜ କୁଣ୍ଡଳୀରେ ଥିବା କିଛି ସମସ୍ୟା ଆପଣଙ୍କୁ ବହୁତ ଅସୁବିଧାରେ ପାକାଉଛି । ତେବେ ଆପଣ ଏହି ଭଳି କିଛି ଅସୁବିଧାରୁ ମୁକ୍ତି ପାଇବା ପାଇଁ ଆପଣ ଓ ଯଦି ଚାହୁଛନ୍ତି ନିଜ ଭାଗ୍ୟ ନିଜର ସାଥ ଦେଉ ତେବେ ଆପଣ ଏକ ଛୋଟ ଜିନିଷ କରନ୍ତୁ ।

ଯେଉଁ ମାନେ କୌଣସି ଜିନିଷରେ ପୀଡିତ ହୋଇଥିବେ, ସେ ମାନସିକ ରୂପରେ ହେଉ ବା ରୋଗରେ ପୀଡିତ ହେଉ ବା ଧନ ସମ୍ବନ୍ଧୀୟ ହେଉ । ସେ ଶନିବାର, ରବିବାର ଦିନ ବା ମଙ୍ଗଳ ବାର ଦିନ ହେଉ ସେ ଏକ ଲେମ୍ବୁ ନିଅନ୍ତୁ । ଏହା ଆପଣ କଞ୍ଚା ନିଅନ୍ତୁ ବା ପାଚିଲା ଯାହା ଆଣିଲେ ଚାଲିବ । ଏହାକୁ ଆପଣ ଯେଉ ଠାରେ ଶୋଇଛନ୍ତି ତାହାର ତକିଆ ତଳେ ନେଇ ରଖନ୍ତୁ ।

ଠିକ ଆପଣଙ୍କର ଯେପରି ମୁଣ୍ଡ ପାଖରେ ରହିବ । ଏହାର ପରଦିନ ଆପଣ ଯେଉଁ ଲେମ୍ବୁକୁ ତକିଆ ତଳେ ଦେଇ ଶୋଇଥିଲେ ସେହି ଲେମ୍ବୁକୁ ଆପଣ ଶୋଇ ସକାଳୁ ଉଠିଲା ପରେ ନିଜ ଘରେ କୌଣସି ଏକ ବ୍ୟକ୍ତି ହୁଅନ୍ତୁ ବା ଆପଣ ନିଜେ ଏହାକୁ ଆପଣ ଦୁଇ ଫାଳ ଏକ ଛୁରୀ ମାଧ୍ୟମରେ କରନ୍ତୁ ।

ଏହାପରେ ଆପଣ ନିଜ ଘରେ ଥିବା ମୁଖ୍ୟ ଦ୍ଵାର ପାଟରେ ବାହାରକୁ ବାହାରି ଯାନ୍ତୁ ଓ ନିଜ ହାତରେ ଥିବା ଦୁଇ ଫାଳ ଲେମ୍ବୁକୁ ଆପଣ ଗୋଟିଏ ହାତରେ ଗୋଟିଏ ଫଳ ଓ ଅନ୍ୟ ହାତରେ ଆଉ ଗୋଟିଏ ନିଅନ୍ତୁ । ଏହାକୁ ଆପଣ ବାମ ହାତରେ ଧରିଥିବା ଲେମ୍ବୁକୁ ଡାହାଣ ପଟକୁ ଓ ଡାହାଣ ହାତରେ ଧରିଥିବା ଲେମ୍ବୁକୁ ବାମ ପକାଇ ଦିଅନ୍ତୁ ।

ସର୍ବଦା ଗୋଟିଏ କଥା ମନେ ରଖିବା ଉଚିତ କି ଏହା କେବଳ ସକାଳ ସମୟରେ କରିବା ନିହାତି ଦରକାର ଓ ସେହି ଲେମ୍ବୁକୁ ଆପଣ ମୁଖ୍ୟ ଦ୍ଵାର ପଟରେ ହିଁ ନେଇକି ଯିବାକୁ ପଡିବ । ଏହା ଉପାୟକୁ ଯଦି ଆପଣ ପୂର୍ବ ମୁଖା ହୋଇ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ହେବ । ଏହାକୁ ଆପଣ ବିପରୀତ ଦିଗରେ ପକାଇବା ବହୁତ ଭଲ ହେବ । ଏହିପରି ଆପଣ ସେହି କାର୍ଯ୍ୟ ସାରିବା ପରେ କେବେ ଆଉ ପଛକୁ ଅଣାଇବେ ନାହିଁ । ଏହାପରେ ଆପଣ ନିଜେ ଦେଖିବେ କି ଘରକୁ ଆପଣଙ୍କର ଧନ ନିଶ୍ଚିତ ଆସିବ ଓ କୁଣ୍ଡଳୀରେ ଥିବା ସମସ୍ଯା ମଧ୍ୟ ଦୂରେଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button