Vastu Tips- ଓସ୍ତ ଗଛ ମୂଳର ଅଳ୍ପ ମାଟି ରଖି ଦିଅନ୍ତୁ ଏହି ଜାଗାରେ, ତା ପରେ ଦେଖନ୍ତୁ କେମିତି ବର୍ଷୁଛି ଧନ, ମା ଲକ୍ଷ୍ମୀଙ୍କ କୃପାରୁ ସବୁ ଇଚ୍ଛା ହେବ ପୂର୍ଣ୍ଣ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ମାଟି ସମ୍ବନ୍ଧରେ କହିବୁ । ସେହି ମାଟି ହେଉଛି ଓସ୍ତ ଗଛର ମାଟି । ଯାହାଦ୍ବାରା ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳି ଯିବ । ଏହି ଓସ୍ତ ଗଛର ମାଟି କୁ ନେଇ ଆମେ ଆପଣଂକୁ ଏଭଳି ଏକ ପ୍ରୟୋଗ ସମ୍ବନ୍ଧରେ କହିବୁ ଯାହାକୁ ଉପଯୋଗ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ ଏବଂ ମାତା ଲକ୍ଷ୍ମୀ ଙ୍କ ସହିତ ଭଗବାନ ଶନିଦେବ ଙ୍କ କୃପାଦୃଷ୍ଟି ମଧ୍ୟ ଲାଭ ହେବ ।
ବନ୍ଧୁଗଣ ଓସ୍ତ ଗଛରେ ମାତା ଲକ୍ଷ୍ମୀ ବାସ କରନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏହି ଓସ୍ତ ଗଛର ମାଟିକୁ ନେଇ ଏକ ଉପାୟ ସମ୍ବନ୍ଧରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଏହି ପ୍ରୟୋଗ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଉପାୟ ଆପଣ ଯେ କୌଣସି ଦିନରେ କରିଲେ ମଧ୍ୟ ଚଳିଥାଏ । କିନ୍ତୁ ଆପଣ ଯଦି ଏହି ଉପାୟଟି କୁ ଶୁକ୍ରବାର ବା ଶନିବାର ଦିନ କରିବା ଦ୍ୱାରା ଏହା ବହୁତ ଶୁଭ ହୋଇଥାଏ । ତେବେ ଏହି ଉପାୟ ପ୍ରୟୋଗ କରିବା ନିମନ୍ତେ ଆପଣ ସୂର୍ଯୋଦାୟ ପରେ ସ୍ନାନ କରି ଓସ୍ତ ଗଛ ପାଖକୁ ଯିବେ ।

୨. ବନ୍ଧୁଗଣ ସ୍ନାନ କରି ଓସ୍ତ ଗଛ ପାଖକୁ ଯିବା ସମୟରେ ଆପଣ ନିଜ ସାଥୀ ରେ କିଛି ଜିନିଷ ନେଇ ଯିବେ । ଆପଣ ନିଜ ସହିତ ଲାଲ କପଡ଼ା, ଲାଲ ସୂତା, ଲାଲ ପେନ ବା ଲାଲ ଅଳତା ସାଙ୍ଗରେ ନେଇ ଯିବେ । ଏହା ପରେ ନିଜ ସହିତ ଏକ ଦୀପ ନେଇ ଯିବେ । ସେହି ଦୀପ ଘିଅ ର ହୋଇଥିବା ଦରକାର । ବନ୍ଧୁଗଣ ପ୍ରଥମେ ଏହି ଘିଅ ଦୀପକୁ ଓସ୍ତ ଗଛ ପାଖରେ ଜାଳିବେ ଏବଂ ଦୀପ ଜାଳିବା ସମୟରେ ଓଃ ନମଃ ଭାଗବତେ ବାସୁଦେବାୟଃ ମନ୍ତ୍ର କୁ ଲଗାତାର ଜପ କରିବେ ।

୩. ବନ୍ଧୁଗଣ ଏହାପରେ ଓସ୍ତ ଗଛର ପତ୍ର ଉପରେ ଲାଲ ପେନ ବା ଅଳତା ରେ ନିଜର ମନୋସ୍କାମନା ଲେଖିବେ । ଆପଣଙ୍କ ମନରେ ଚାକିରୀ ହେଉ ଅଥବା ବ୍ୟବସାୟ ବା ଅନ୍ୟ କୌଣସି କ୍ଷେତ୍ରରେ ଯେ କୌଣସି ମନୋସ୍କାମନା ଅଛି ତାହା ସେହି ପତ୍ରରେ ଲେଖି ଦେବେ । ଏହା ପରେ ନିଜ ମନୋସ୍କାମନା କୁ ମନ ଭିତରେ କହି ସେହି ଓସ୍ତ ପତ୍ର ରେ ଲାଲ ସୂତା କୁ ୭ଥର ବାନ୍ଧି ଦିଅନ୍ତୁ ଏବଂ ପୁଣି ଥରେ ଓଃ ନମଃ ଭଗବତେ ବାସୁଦେବାୟଃ ମନ୍ତ୍ର କୁ ବାରମ୍ବାର ଜପ କରନ୍ତୁ ।

୪. ବନ୍ଧୁଗଣ ଯେଉଁ ଲାଲ ସୂତା କୁ ଆପଣ ଓସ୍ତ ପତ୍ରରେ ବାନ୍ଧିଛନ୍ତି ସେହି ପତ୍ରକୁ ମହିଳା ମାନେ ବାମ ହାତରେ ଏବଂ ପୁରୁଷ ମାନେ ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଏହା ପରେ ଓସ୍ତ ଗଛ ର କିଛି ମାଟିକୁ ଲାଲ କପଡ଼ା ରେ ବାନ୍ଧି ଘରକୁ ନେଇ ଆସନ୍ତୁ ଏବଂ ତାକୁ ଘରର ଯେ କୌଣସି ସ୍ଥାନରେ ରଖି ଦିଅନ୍ତୁ ଏବଂ ବନ୍ଧୁଗଣ ଏହି ଉପାୟ ପ୍ରୟୋଗ କରିବା ପରେ ଆପଣଙ୍କ ମନୋସ୍କାମନା ନିଶ୍ଚିତ ଭାବରେ ପୂରଣ ହେବ । ତେବେ ଆପଣଙ୍କ ମନୋସ୍କାମନା ପୂରଣ ହେବା ପରେ ସେହି ଓସ୍ତ ଗଛ ର ମାଟି କୁ ଘରେ ରଖନ୍ତୁ ନାହିଁ । ସେହି ମାଟିକୁ ଯେଉଁ ସ୍ଥାନରୁ ଆଣିଥିଲେ, ସେହି ସ୍ଥାନରେ ପୁଣିଥରେ ନେଇ ରଖି ଦିଅନ୍ତୁ ।




