ମନୋରଞ୍ଜନ

ସମସ୍ତ ଝିଅଙ୍କୁ ବାପଘରକୁ ଛାଡ଼ି ଦିନେ ନା ଦିନେ ଶାଶୁଘରକୁ ଯିବାକୁ ପଡିଥାଏ ଏବଂ କୁହନ୍ତି ଯେ ଏଇଠୁ ସେମାନଙ୍କ ଜୀବନର ଏକ ନୁଆ ଆରମ୍ଭ ହୋଇଥାଏ । ସବୁ ଝିଅ ଚାହାଁନ୍ତି ସେମାନଙ୍କ ବୈବାହିକ ଜୀବନ ସୁଖମୟ ହେଉ ଏବଂ ଶାଶୁଘରେ ସମସ୍ତେ ଖୁସି ରୁହନ୍ତୁ । ଆଜି ଆମେ ସେହି ୬ଟି ନାମର ଝିଅଙ୍କୁ ବିଷୟରେ କହିବୁ ଯେଉଁ ମାନଙ୍କ ବିଷୟରେ କୁହାଯାଏ ଯେ ଶାଶୁଘର ସମସ୍ତଙ୍କ ମନ କିଣିବାରେ ଗୁରୁ ହୋଇଥାନ୍ତି ଏବଂ ସମସ୍ତଙ୍କୁ ଖୁସି ରଖନ୍ତି । A- ଏ ନାମର ଝିଅ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି ମାନନ୍ତି ଯେ A-ଏ ନାମର ଝିଅ ହୃଦୟରୁ ବହୁତ ଭଲ ହୋଇଥାନ୍ତି । କୁହାଯାଏ ଯେ ଏମାନଙ୍କ ଯୋଡ଼ି ସ୍ବର୍ଗରୁ ବନି ଆସିଥାଏ । ଏମାନେ ଶାଶୁଘରେ ବହୁତ ଖୁସି ରୁହନ୍ତି ଏବଂ ସମସ୍ତଙ୍କୁ ଭରପୂର ଖୁସିରେ ରଖନ୍ତି । ଏମାନେ ନିଜ କଥା ମନେଇବା ଜାଣନ୍ତି । ନିଜର ସ୍ବଭାବ, ଭଲପାଇବା ଏବଂ ସ୍ନେହରୁ ଏମାନେ ଶାଶୁଘରେ ସମସ୍ତଙ୍କ ହୃଦୟ ଜିତି ପାରନ୍ତି । ଏମାନଙ୍କୁ ଜୀବନସାଥି ବି ଏମିତି ମିଳିଥାଏ ଜିଏ ପ୍ରତ୍ୟେକ ସମୟରେ ସାଙ୍ଗରେ ରୁହନ୍ତି । ଏହି ନାମର ଝିଅ ଶାଶୁଘରେ ସବୁବେଳେ ରାଜ୍ କରନ୍ତି । D- ନାମର ଝିଅ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ D-ଡି ନାମର ଝିଅ ନିଜ ଜୀବନସାଥି ସହିତ ଶାଶୁଘରର ବହୁତ ଯତ୍ନ ନିଅନ୍ତି ଏବଂ ତାଙ୍କୁ ମାନସମ୍ମାନ ମଧ୍ୟ ଦିଏ । ସ୍ବଭାବରୁ ଲାଜକୁଳୀ ହୋଇ ଥିବାରୁ ସମସ୍ତଙ୍କ ପାଇଁ ଏମାନଙ୍କ ପାଖରୁ ଦୟାର ଭାବନା ଦେଖିବାକୁ ମିଳିଥାଏ ଏହା ଛଡ଼ା ଏମାନେ ନିଜ ସ୍ବାମୀ ଏବଂ ଶାଶୁଘରେ ସମସ୍ତଙ୍କୁ ଖୁସିରେ ରଖନ୍ତି । ଏହି କାରଣ ପାଇଁ ଶାଶୁଘରେ ସମସ୍ତେ ଭଲପାଆନ୍ତି । ଏହି ନାମର ଝିଅଙ୍କୁ ଭଲ ପାଉଥିବା ଭଲ ଜୀବନସାଥି ମିଳିଥାଏ । ଏହି କାରଣ ପାଇଁ ଏମାନେ ଦକ୍ଷ ହୋଇଥିବାରୁ ଶାଶୁଘରେ ଏମାନେ ରାଜ୍ କରନ୍ତି । M- ନାମର ଝିଅ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ M-ଏମ୍ ନାମର ଝିଅ ସ୍ବଭାବରୁ ସରଳ ହୋଇଥାନ୍ତି ଏବଂ ଏମାନେ ସବୁ କାମକୁ ଢଙ୍ଗର ସହିତ କରନ୍ତି ସେଥିପାଇଁ ବାହାଘର ପରେ ଶାଶୁଘର ଲୋକଙ୍କ ହୃଦୟ ଜିତିବା ପାଇଁ ଏମାନେ ବହୁତ ନିପୁଣ ଅଟନ୍ତି । ଶାଶୁଘରେ ସମସ୍ତଙ୍କ ଯତ୍ନ ନିଅନ୍ତି ଏବଂ ସତ କହିବାର ଆଦତ୍ ପାଇଁ ଏମାନେ ଶାଶୁଘରେ ବହୁତ ମାନସମ୍ମାନ ପାଆନ୍ତି ଏବଂ ଶାଶୁଘରେ ତାଙ୍କ କଥା ମାନିବାକୁ ଏମାନଙ୍କ ପାଖରେ କ୍ଷମତା ଥାଏ । ଶାଶୁଘରେ ଏମାନେ ବହୁତ ଗେହ୍ଲାରେ ରହି ଥାନ୍ତି ଆଉ ଏମାନଙ୍କ ଇଜ୍ଜତ କୈାଣସି ମହାରାଣୀ ଠାରୁ କମ୍ ହୋଇ ନଥାଏ । S-ନାମର ଝିଅ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କର ନାମ S-ଏସ୍ ରୁ ଆରମ୍ଭ ହୋଇ ଥାଏ ଶାଶୁଘର ଲୋକମାନଙ୍କୁ ସେମାନେ ବହୁତ ଖୁସିରେ ରଖନ୍ତି । ଏହି ନାମର ଝିଅ ମାନଙ୍କର ଆତ୍ମବିଶ୍ବାସ ବହୁ ମାତ୍ରାରେ ଥାଏ ଯେଉଁ କାରଣ ପାଇଁ ଏମାନେ ବହୁତ ଶକ୍ତିଶାଳୀ ରୁହନ୍ତି ଏବଂ ଜଲ୍ଦୀ ଶାଶୁଘର ଲୋକଙ୍କ ହୃଦୟ ଜିତି ଯାଇଥାନ୍ତି । P- ନାମର ଝିଅ । କୁହାଯାଏ ଯେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ P-ପି ନାମର ଝିଅ ଶାଶୁଘରେ ମହାରାଣୀଙ୍କ ଭଳି ରହିଥାନ୍ତି । ଏମାନେ ପ୍ରତ୍ୟେକ ପଦକ୍ଷେପରେ ନିଜ ସ୍ବାମୀ ଏବଂ ଶାଶୁଘର ଲୋକଙ୍କୁ ସମ୍ଭାଳିକି ରଖନ୍ତି । ଯେଉଁ ମାନଙ୍କ ଜୀବନରେ P ନାମର ଝିଅ ଆସେ ସେମାନେ ବହୁତ ଭାଗ୍ୟବାନ ବୋଲି ମାନନ୍ତି । ଶାଶୁଘର ଲୋକମାନେ ବି ଏମାନଙ୍କୁ ବହୁତ ଆଦରରେ ରଖନ୍ତି । R ନାମର ଝିଅ । ମାନନ୍ତି ଯେ R-ଆର୍ ଏହି ନାମର ଝିଅ ସମାଜରେ ନିଜର ଗୋଟିଏ ଅଲଗା ପରିଚୟ ବନେଇକି ଚାଲନ୍ତି କିନ୍ତୁ ବାହାଘର ପୁର୍ବରୁ ଏମାନେ ନିଜ ବାପଘର ଏବଂ ସେମାନଙ୍କ ସହ ଜଡ଼ିତ ଲୋକଙ୍କୁ ନେଇ ଚାଲନ୍ତି । ତାଙ୍କର ଏହି ଗୁଣ ଶାଶୁଘର ଲୋକଙ୍କୁ ବହୁତ ପସନ୍ଦ ଆସେ । R ନାମର ଝିଅ ନିଜ ସ୍ବାମୀଙ୍କ ସହିତ ଶାଶୁଘର ଲୋକଙ୍କୁ ବହୁତ ସମ୍ମାନ ମଧ୍ୟ କରନ୍ତି ।

କୁହାଯାଏ ଜୀବନ ଆମକୁ ବହୁତ ଅଲଗା ଅଲଗା ରାସ୍ତାରେ ନେଇଥାଏ । ଏହି ରାସ୍ତା ମଧ୍ୟରୁ ଆମେ ଯେଉଁ ରାସ୍ତା ବଚି ଥାଉ ସେହି ରାସ୍ତା ଆମ ଜୀବନର ରାସ୍ତା ହୋଇଥାଏ । ଏହି ଫଟୋର ଆପଣଙ୍କୁ ୧୪ ଟି ରାସ୍ତା ଦେଖାଯାଉଥିବ । ପ୍ରତେକ ରାସ୍ତା ଅଲଗା ଅଲଗା ରହିଛି । ଆପଣ କେଉଁ ରାସ୍ତାରେ ଯିବାକୁ ପସନ୍ଦ କରିବେ ଏବଂ କେଉଁ ରାସ୍ତା ଆପଣଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି ବାଛିନିଅନ୍ତୁ । ଏହି ରାସ୍ତା ଆପଣଙ୍କ ଭବିଷ୍ୟତ ଏବଂ ଆପଣଙ୍କ ବିଷୟରେ କହିଥାଏ । ତେବେ ତଳେ ଦେଖାଯାଉଥିବା ରାସ୍ତା ମଧ୍ୟରୁ ପ୍ରଥମ ନଜରରେ ହିଁ ବାଛି ନିଅନ୍ତୁ ଗୋଟିଏ ରାସ୍ତା ଏବଂ ଜଣାନ୍ତୁ ନିଜ ବିଷୟରେ କିଛି କଥା ।

୧:- ଯଦି ଆପଣ ପ୍ରଥମ ରାସ୍ତା ବାଛିଛନ୍ତି ତେବେ ଆପଣ ପୂର୍ଣ୍ୟ ଠୁ ବେଶି କର୍ମରେ ରେ ବିଶ୍ୱାସ ରଖିଥାନ୍ତି । ଆପଣ ବହୁତ ସ୍ୱଚ୍ଛ ମନର ବ୍ୟକ୍ତି ଅଟନ୍ତି । ଆପଣଙ୍କ ଆଖ ପାଖ ଲୋକ ଆପଣଙ୍କୁ ବହୁତ ପସନ୍ଦ କରିଥାନ୍ତି ।

୨:- ଆପଣ ବହୁତ ଅଲଗା ଅଟନ୍ତି । ଆପଣମାନଙ୍କୁ କାହା ସହିତ କଥା ହେବାକୁ ଭଲ ଲାଗିନଥାଏ । ଆପଣ ନିଜ ଉପରେ ବିଶ୍ୱାସ ରଖିଥାନ୍ତି ଏବଂ ନିଜ ଆଶା ପୁରଣ କରିବାକୁ ସବୁ ଚେଷ୍ଟା କରିଥାନ୍ତି ।

୩:- ଆପଣ ଅନ୍ୟମାନଙ୍କ ସାହାଯ୍ୟ କରିଥାନ୍ତି । ଆପଣ କେବେ ମଧ୍ୟ କାହାକୁ ଦୁଃଖ ଦେଇନଥାନ୍ତି । ଆପଣ ସବୁ ବେଳେ ଭଗବାନ ଙ୍କ ଉପରେ ବିଶ୍ୱାସ କରିଥାନ୍ତି ।

୪:- ଆପଣଙ୍କୁ ସବୁ ବେଳେ କିଛି ନୂଆ କରିବାର ଇଛା ରହିଥାଏ । ଆପଣ ସବୁ କାର୍ଯ୍ୟ ବହୁତ ମନ ଧ୍ୟାନ ଦେଇ କରିଥାନ୍ତି । ଆପଣଙ୍କୁ କେବେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାଇ । ଆପଣ ବହୁତ ଭାଗ୍ୟବାନ ଅଟନ୍ତି ।

୫:- ଆପଣ ଜଣେ ଶାନ୍ତିପ୍ରିୟ ମଣିଷ ଅଟନ୍ତି । ଆପଣଙ୍କୁ ସତ କହିବା ଏବଂ ସତର ସାଥ ଦେବା ବ୍ୟକ୍ତି ବହୁତ ପସନ୍ଦ । ଆପଣ ସବୁବେଳେ ସତର୍କ ରହିଥାନ୍ତି କାରଣ ଆପଣ ଜାଣିଥାନ୍ତି କି ଦୁନିଆ ରେ କେମିତି ଚଳିବା ଉଚିତ ।

୬:- ଆପଣ ବହୁତ ଜ୍ଞାନୀ ଅଟନ୍ତି । ନିଜ ଜ୍ଞାନ ବଳରେ ଆପଣ କିଛିବି କରିପାରିବେ । ଆପଣ କେବେ କୌଣସି ଅନ୍ୟାୟ ଦେଖିପାରିବେ ନାହିଁ । ଆପଣ ସବୁବେଳେ ସମସ୍ତଙ୍କ ଭଲ ଚିନ୍ତା କରିଥାନ୍ତି ।

୭:- ଆପଣ ବହୁତ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ନିଜ ବୁଦ୍ଧି ବଳରେ ଆପଣ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିଥାନ୍ତି । ଆପଣ ବହୁତ ଧାର୍ମିକ ବ୍ୟକ୍ତି ଅଟନ୍ତି ।

୮:- ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ଆପଣ ଅନ୍ୟ ମାନଙ୍କ ସାହାଯ୍ୟ ମଧ୍ୟ କରିଥାନ୍ତି । ଆପଣ କେବେ କାହାର ଖରାପ ଚିନ୍ତା କରିନଥାନ୍ତି ।

 

୯:- ଆପଣ ବହୁତ ରଚନାତ୍ମକ ଏବଂ କଳ୍ପମସିଲ ବ୍ୟକ୍ତି ଅଟନ୍ତି । ଆପଣ ଜଣେ ବହୁତ ଭଲ ଲେଖକ ବା କବି ମଧ୍ୟ ପ୍ରମାଣ ହୋଇପାରନ୍ତି । ଆପଣ ନିଜ କର୍ମ ଉପରେ ବିଶ୍ୱାସ ରଖିଥାନ୍ତି ।

୧୦:- ଆପଣ ଜୀବନରେ ଆସୁଥିବା କୌଣସି ସମସ୍ୟା କୁ ଡରିନଥାନ୍ତି ବରଂ ସବୁ ସମସ୍ୟା କୁ ସାମ୍ନା କରିବାକୁ ଚେଷ୍ଟା କରିଥାନ୍ତି । ଆପଣ ନିଜ ଜୀବନରେ ବହୁତ ଆଗକୁ ବଢ଼ିଥାନ୍ତି ।

୧୧:- ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ଆପଣ ଯେକୌଣସି କାମରେ ହାତ ଦିଅନ୍ତି ସେହି କାମ କୁ ବହୁତ ଆଗକୁ ନେଇଥାନ୍ତି । ଆପଣ ନିଜ ବୁଦ୍ଧି ବଳରେ ସଫଳତା ହାସଲ କରିଥାନ୍ତି ।

୧୨:- ଆପଣ ବହୁତ ଧାର୍ମିକ ବ୍ୟକ୍ତି ଅଟନ୍ତି । ଆପଣ ନିଜ ଚିନ୍ତସକ୍ତି ଦ୍ଵାରା ସବୁବେଳେ ଠିକ ନିର୍ଣ୍ଣୟ ନେଇଥାନ୍ତି । ଆପଣ କେବେ କାହାକୁ ଧୋକା ଦିଅନ୍ତି ନାହିଁ ।

୧୩:- ଆପଣ ବହୁତ ଚାଲାକ ଏବଂ ଶାନ୍ତ ସ୍ୱଭାବର ବ୍ୟକ୍ତି ଅଟନ୍ତି । ଆପଣ ସବୁ ଲୋକଙ୍କ ସହ ନିଜର ସମ୍ପର୍କ ବହୁତ ମଜବୁତ ରଖିଥାନ୍ତି । ସବୁ ସମୟରେ ଆପଣ ଅନ୍ୟମାନଙ୍କ ସାହାଯ୍ୟ କରିଥାନ୍ତି । ଏବଂ ଏହାର ଶୁଭ ଫଳ ଆପଣ ପ୍ରାପ୍ତି କରିଥାନ୍ତି ।

୧୪:- ଦୂରରୁ ଯିଏ ଆପଣଙ୍କୁ ନୂଆ ଦେଖିବା ସେ ଭାବିବା କି ଆପଣ ବହୁତ ଅହଙ୍କାରୀ ବ୍ୟକ୍ତି ଅଟନ୍ତି । କିନ୍ତୁ ଯିଏ ଆପଣଙ୍କ ସହ ଥରେ ମିଶିଥାଏ ସେ ହିଁ ଆପଣଙ୍କୁ ଭଲ ଭାବରେ ଚିହ୍ନିପାରିଥାଏ । ଆପଣ ବହୁତ ନରମ ହୃଦୟର ହୋଇଥାନ୍ତି । ଆପଣ ସବୁବେଳେ ସମସ୍ତଙ୍କ ଭଲ ଚିନ୍ତା କରିଥାନ୍ତି । ଆପଣ ନିଜ ଜୀବନରେ ସଫଳତା ପ୍ରାପ୍ତି କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button