ଜ୍ୟୋତିଷ

ଚୁପଚାପ ଏହିଠାରେ ଜଳାଇ ଦିଅନ୍ତୁ ଗୋଟିଏ ଲବଙ୍ଗ ଓ ତାପରେ ଦେଖନ୍ତୁ ଚମତ୍କାର

ଜୀବନରେ ଏମିତି ଏକ ମୋଡ ଆସି ପହଞ୍ଚି ଯାଇଥାଏ ଯେ ଯେଉଁ ଠାରେ ଆପଣଙ୍କୁ ଆପଣଙ୍କ ପରିଶ୍ରମର ଠିକ ଫଳ ମିଳୁ ନାହିଁ । ତେବେ ବନ୍ଧୁଗଣ ଆମେ ଆଜି କିଛି ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ ରଖିବା ଦ୍ଵାରା ଆପଣଙ୍କ ଘରେ ଧନର ବର୍ଷା ହୋଇପାରେ, କିନ୍ତୁ ବନ୍ଧୁଗଣ ଆପଣଙ୍କୁ ପରିଶ୍ରମ ତ ନିଶ୍ଚୟ କରିବାକୁ ପଡିବ । ଏବଂ ତାହାର ଫଳ ମଧ୍ୟ ପ୍ରାପ୍ତ ହେବ । ତେବେ ବନ୍ଧୁଗଣ ସେହି ସାଧାରଣ ଉପାୟ ଲବଙ୍ଗ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଯଦି ଆପଣ କିଛି ଭଲ କରିବାକୁ ଚାହୁଞ୍ଚନ୍ତି କିନ୍ତୁ ଆପଣଙ୍କ କୌଣସି କାର୍ଯ୍ୟ ଠିକ ଭାବରେ ହେଉ ନାହିଁ, ଯାହା ଫଳରେ ଆପଣ ରୋଜଗାର ତ କରୁଛନ୍ତି କିନ୍ତୁ ଧନ ଆପଣଙ୍କ ପାଖରେ ରହୁ ନାହିଁ ସବୁ କିଛି ଖର୍ଚ ହେଇ ଯାଉଛି । ଏବଂ ବାଜ୍ୟେ ଖର୍ଚ ରେ ଖର୍ଚ ହେଇ ଯାଉଛି । ଆଜି ଆମେ ଆପଣଙ୍କୁ ବଡ ଉପାୟ ବିଷୟରେ କହିବୁ, ଆପଣଙ୍କୁ ସବୁ କଷ୍ଟରୁ ମୁକ୍ତି ମିଳିବ ।

ଆପଣମାନେ ଜାଣିଥିବେ ଯେ ଲବଙ୍ଗ ଖାଦ୍ଯରେ ବ୍ୟବହାର କରା ଯାଇଥାଏ ଏହାର ଉପଯୋଗରେ ଖାଦ୍ଯ ସ୍ଵାଦିଷ୍ଟ ହେବା ସହ କିଛି ଭିନ୍ନ ଗୁଣ ମଧ୍ୟ ଯୋଡି ହୋଇ ଯାଇଥାଏ । ଏହି ଲବଙ୍ଗ ଅନେକ ଅସୁବିଧା ମଧ୍ୟ ଦୂର କରିଥାଏ । ତେବେ ବନ୍ଧୁଗଣ 2ଟି କର୍ପୁର ଓ ଲବଙ୍ଗ ଆଣନ୍ତୁ, ଘରେ ପୂଜା କରିବା ସମୟରେ ଏହି ଲବଙ୍ଗ ଓ କର୍ପୂରକୁ ଗୋଟିଏ ଛୋଟ ପାତ୍ରରେ ରଖି ଏକାଠି ଜଳେଇ ଦିଅନ୍ତୁ, ଏହି ଭଳି ଭାବେ 21 ଦିନ ପର୍ଯ୍ୟନ୍ତ କରନ୍ତୁ । ଆପଣଙ୍କର ସବୁ ଅଧା ରହିଥିବା କାର୍ଯ୍ୟ, ସବୁ କଷ୍ଟ ଓ ସମସ୍ଯା ମଧ୍ୟ ଦୂର ହୋଇଯାଇଥାଏ ଏବଂ ଆପଣଙ୍କର ଧନର ବୃଦ୍ଧି ମଧ୍ୟ ହେବାରେ ଲାଗିଥାଏ ।

ଯଦି ଆପଣ କରଜରେ ବୁଡି ରହିଛନ୍ତି ତେବେ ଆପଣ ଶନିବାର ଦିନ 5ଟି ଲବଙ୍ଗ ଆଣି ନିଜ ଛାତ କିମ୍ବା ଅଗଣାରେ ୪ଦିଗକୁ ୪ଟି ଲବଙ୍ଗ ଫିଙ୍ଗି ଦିଅନ୍ତୁ ଏବଂ ଶେଷ ଲବଙ୍ଗଟି ମୁଣ୍ଡ ଉପରକୁ ଫିଙ୍ଗି ଦେଇ ଫେରି ଆସନ୍ତୁ ଏବଂ ଏହା ବିଷୟରେ କାହାକୁ କୁହନ୍ତୁ ନାହିଁ । ଏହାକୁ ୨୫ଦିନ କରିବା ଦ୍ଵାରା କରଜ ମୁକ୍ତ ବା ଧନର ସବୁ ଅସୁବିଧା ଦୂର ହୋଇଯାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button