ଜ୍ୟୋତିଷ

ଭୁଲରେ ବି ଏହି ଦିନରେ ଶାରୀରିକ ସମ୍ପର୍କ ବନାନ୍ତୁ ନାହିଁ, ମୃତ୍ୟୁ ଏବଂ ଦରିଦ୍ରତା ଆପଣଙ୍କ ପିଛା ଛାଡିବ ନାହିଁ

ଧର୍ମ ଗ୍ରନ୍ଥରେ ସବୁ ସମସ୍ୟାର ସମଧାନ ଥାଏ । ପରିବାରରେ ଅଶାନ୍ତି ବଢିବା, ଆର୍ଥିକ ସମସ୍ୟା, ପରିବାରର କୌଣସି ସଦସ୍ୟ ଅଧିକ ଦିନ ହେବ ରୋଗରେ ପୀଡିତ ଥିଲେ, ଚାକିରି କିମ୍ବା ବିଜନେସରେ ସମସ୍ୟା ଆସୁଥିଲେ, ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେଉଥିଲେ ତେବେ ଏହି ସମସ୍ତ ସମସ୍ୟାକୁ ଶାସ୍ତ୍ର ଅନୁସାରେ ଦୂର କରାଯାଇ ପାରିବ । ଆଜି ଆମେ ଆପଣମାନଙ୍କୁ ଧର୍ମ ଗ୍ରନ୍ଥରେ କୁହାଯାଇଥିବା କିଛି ଏମିତି ନିୟମ ବିଷୟରେ କହିବୁ ଯାହା ଶାରୀରିକ ସମ୍ପର୍କ ସହ ଜଡିତ ଅଟେ ।

ଧର୍ମ ଗ୍ରନ୍ଥରେ ଏମିତି ୮ ଟି ସ୍ଥାନ ବିଷୟରେ କୁହାଯାଇଛି ଯାହାର ପାଖାପାଖି ଶାରୀରିକ ସମ୍ପର୍କ ରଖିବା ବହୁତ ଅଶୁଭ ହୋଇଥାଏ । ଏହିଭଳି କରିବା ଦ୍ଵାରା ମନୁଷ୍ୟ ପାପର ଭାଗିଦାରୀ ହୋଇଯାଏ । ସ୍ଵାମୀ ସ୍ତ୍ରୀ ମାନଙ୍କୁ ଏହି ସବୁ ଜାଗାରେ ସଂଯମର ସହ ରହିବା ଉଚିତ । ଏହା ବ୍ୟତୀତ ଏହି ସମସ୍ତ ଦମ୍ପତିଙ୍କୁ ମାତା ଲକ୍ଷ୍ମୀଙ୍କର କୃପା ମିଳେ ନାହିଁ ଯାହା ଦ୍ଵାରା ସେମାନେ ଦରିଦ୍ର ହୋଇ ଯାଆନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ୮ ଟି ସ୍ଥାନ ବିଷୟରେ ।

୧. ପବିତ୍ର ନଦୀ

ପବିତ୍ର ନଦୀ ପାଖରେ ଶାରୀରିକ ସମ୍ପର୍କ ରଖିବା ଖରାପ ହୋଇଥାଏ । କେତେକ ଲୋକମାନେ ପାଣି ଭିତରେ ହିଁ କାମକ୍ରିୟା କରିଥାନ୍ତି ଯାହାକି ବହୁତ ଖରାପ ହୋଇଥାଏ । ନଦୀ ପାଖରେ ରୋମାନ୍ସ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଏ ।

୨. ଅଗ୍ନି ପାଖରେ

ଅଗ୍ନି ପୁରାଣରେ ଅଗ୍ନିକୁ ଦେବତା ସମାନ ବୋଲି କୁହାଯାଏ । ସେଥିପାଇଁ ଏହି ସବୁ ସ୍ଥାନରେ ମଧ୍ୟ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ, ଯେଉଁଠି ପାଖାପାଖି ଅଗ୍ନି ଜଳୁଥିବ, କିମ୍ବା ପୂଜା, ଯଜ୍ଞ କରାଯାଉଥିବ ।

୩. କୌଣସି ଅନ୍ୟ ବ୍ୟକ୍ତିଙ୍କ ଘରେ

ବିଷ୍ଣୁ ପୁରାଣ ଅନୁସାରେ କୌଣସି ବନ୍ଧୁ, ସମ୍ପର୍କୀୟ କିମ୍ବା ଅନ୍ୟ ବ୍ୟକ୍ତିଙ୍କ ଘରେ ନିଜର ଜୀବନସାଥି ସହ ଶାରୀରିକ ସମ୍ପର୍କ ବନାଇବା ପାପ ସଙ୍ଗେ ସମାନ ହୋଇଥାଏ । ଏହା କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ଦୂରତା ଆସିଥାଏ ।

୪. ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଖରେ

ପଦ୍ମ ପୁରାଣ ଅନୁସାରେ ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତି ବହୁ ଦିନ ହେବ ରୋଗରେ ପୀଡିତ ଅଛନ୍ତି ତେବେ ସେହି ଘରେ କିମ୍ବା ଆଖପାଖ ଘରେ ମଧ୍ୟ ଶାରୀରିକ ସମ୍ପର୍କ କରନ୍ତୁ ନାହିଁ ।

୫. ମନ୍ଦିର ପରିସରରରେ

ଶାସ୍ତ୍ର ଅନୁସାରେ ମନ୍ଦିର ପରିସରରେ ମଧ୍ୟ କେବେ ବି ଶାରୀରିକ ସମ୍ପର୍କ କରନ୍ତୁ ନାହିଁ ।

୬. ଶ୍ମଶାନ ପାଖାପାଖି

ବାସ୍ତୁ ଅନୁସାରେ ଶ୍ମଶାନ ପାଖାପାଖି ସ୍ଥାନରେ ମଧ୍ୟ ଶାରୀରିକ ସମ୍ପର୍କ ରଖିବା ପାପ ସଙ୍ଗେ ସମାନ ଅଟେ ।

୭. ବ୍ରାହ୍ମଣ, ଋଷି

ସ୍କନ୍ଦ ପୁରାଣ ଅନୁସାରେ ପାଖାପାଖି ଯଦି କୌଣସି ବ୍ରାହ୍ମଣ, ଋଷି ମୁନି କିମ୍ବା କୌଣସି ମହାନ ପୁରୁଷ ଥିଲେ ଏହି ସବୁ ଜାଗାରେ ମଧ୍ୟ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ ।

୮. ଗୁଲାମ ଥିବା

ଯଦି କୌଣସି ଜାଗାରେ ଗୁଲାମ ରହୁଥିବ ତେବେ ସେହି ସବୁ ସ୍ଥାନରେ ବି ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button