ଜ୍ୟୋତିଷ

ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅମାନେ ନୁହଁନ୍ତି କମଜୋର, ତାଙ୍କ ପାଖରେ ଥାଏ ଏହି ବିଶେଷ ଗୁଣ

ମଣିଷ ଜୀବନରେ ବହୁତ ପ୍ରକାରର ସମୟ ଆସେ, କେବେ ସେ ବହୁତ ଖୁସି ହୋଇଥାଏ ତ କେବେ କେବେ କୌଣସି କାରଣରୁ ଦୁଃଖୀ ବି ହୋଇଥାଏ । କାହା ପାଇଁ ସବୁ ଦିନ ଏକ ସମାନ ହୋଇ ନଥାଏ ଓ ସୁଖ ଦୁଃଖ ସମସ୍ତଙ୍କ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ଆପଣଙ୍କୁ ଜଣାଇ ଦେଉଛୁ କି ବହୁତ ଥର ଆମ ସମସ୍ତଙ୍କ ଜୀବନରେ ଏମିତି ଏକ ସମୟ ଆସିଥାଏ ଯେତେବେଳେ ଆମେ ଆମ ଦୁଃଖରେ ବହୁତ ଭାବପୂର୍ଣ୍ଣ ହୋଇ ଯାଇଥାଉ ଓ ସେହି ସମୟରେ ଆମ ଆଖିରେ ଲୁହ ମଧ୍ୟ ଆସି ଯାଇଥାଏ ଏବଂ ଆପଣଙ୍କୁ ଜଣାଇ ଦେଉଛୁ ଏମିତି ବହୁତ ଝିଅ ଅଛନ୍ତି ଯେଉଁମାନେ କଥା କଥାରେ ଇମୋସନାଲ ହୋଇଯାନ୍ତି ଓ କାନ୍ଦିବାକୁ ଲାଗନ୍ତି ।

କେବେ କଥା ମାମୁଲି ହୋଇଥାଏ ତ କେବେ କେବେ ଗମ୍ଭୀର କିନ୍ତୁ ଝିଅମାନେ କଥା କଥାରେ କାନ୍ଦିବା କାରଣରୁ ଏମିତି ଧାରଣା ହୋଇ ଯାଇଛି କି ସବୁ କଥାରେ ଲୁହ ଝରାଉଥିବା ଝିଅମାନେ କମଜୋର ହୋଇଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଯଦି ଆପଣ ବି ଏମିତି ଭାବୁଥାନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି ।

କିନ୍ତୁ ବୋଧେ ଆପଣଙ୍କୁ ଜଣା ନାହିଁ କି ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅମାନେ ସବୁବେଳେ କମଜୋର ହୋଇ ନଥାନ୍ତି ପରନ୍ତୁ ସେମାନଙ୍କ ପାଖରେ କିଛି ବିଶେଷ ଗୁଣ ଥାଏ । ଏମାନେ ଭିତରୁ ବହୁତ ମଝବୁତ ଓ ଗୁଣବାନ ହୋଇଥାନ୍ତି । ଏମାନଙ୍କ ହୃଦୟ ନିର୍ମଳ ହୋଇଥାଏ ଓ ଏମାନଙ୍କର ଏକ ବିଶେଷ ଗୁଣ କି ଏମାନେ ସାଧାରଣତଃ କାହାକୁ କଷ୍ଟ ପହଞ୍ଚାନ୍ତି ନାହିଁ ଓ କିଛି ଥର ଏମାନଙ୍କ ସହିତ ଏମିତି ହୋଇଥାଏ କି ଏମାନେ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ ଓ ଏହି କାରଣରୁ ଜଲ୍ଦି ଏମାନଙ୍କ ଆଖିରେ ଲୁହ ଆସି ଯାଇଥାଏ ।

ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅମାନେ ନିଜ ଜୀବନରେ ଯେଉଁ ପୁଅକୁ ଭଲ ପାଆନ୍ତି ସେମାନେ ତାକୁ ହୃଦୟରୁ ଭଲ ପାଆନ୍ତି ଓ ପ୍ରାୟତଃ ଏପରି ଦେଖିବାକୁ ମିଳେ କି ତା ବିନା ଗୋଟିଏ ମୂହୁର୍ତ୍ତ ବି ରହି ପାରନ୍ତି ନାହିଁ । ଏହି ଝିଅମାନେ କେବେ ବି କାହାର କ୍ଷତି କରିବା ବିଷୟରେ ଭାବନ୍ତି ନାହିଁ ଓ ନା ଏହି ଝିଅମାନେ କାହାର ଲାଭ ଉଠାଇବା ବିଷୟରେ ଭାବିଥାନ୍ତି କାରଣ ଏମିତି କରିବା ନା ଏମାନଙ୍କର ଭାଗ୍ୟରେ ଥାଏ ନା ଏମାନଙ୍କର ଅଭ୍ୟାସ ହୋଇଥାଏ ।

ଆପଣଙ୍କ ଜାଣିବା ପାଇଁ କହିରଖୁଛୁ କି ଏମିତି ଝିଅମାନେ ସାଧାରଣତଃ ନିଜ ଦୁଃଖ ସମୟରେ କାହାକୁ ସାହାର୍ଯ୍ୟ ମଧ୍ୟ ମାଗନ୍ତି ନାହିଁ ଓ ଏହି କାରଣରୁ ସେମାନେ ଏହି ସମୟରେ ନିଜକୁ ଏକୁଟିଆ ଭାବନ୍ତି । ଏମାନଙ୍କର ସବୁଠୁ ଭଲ ଗୁଣ ଏହା କି ଏମାନେ କେବେ ବି କାହା ପାଇଁ ମନରେ ଭୁଲ ବିଚାର ରଖନ୍ତି ନାହିଁ । ଯଦି ଆପଣଙ୍କୁ ଆପଣଙ୍କ ଜୀବନ ସାଥି ଏମିତିକା ମିଳନ୍ତି ତେବେ ବିଶ୍ଵାସ କରନ୍ତୁ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି କାରଣ ଏହି ପ୍ରକାରର ଜୀବନ ସାଥି କେବେ ବି ଆପଣଙ୍କୁ ଧୋକା ଦିଅନ୍ତି ନାହିଁ ଓ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button