ମନୋରଞ୍ଜନ

ପରଫେକ୍ଟ ଟାଇମିଂଗ ଓ ଏଂଗଲ ସହ ନିଆ ଯାଇଅଛି ଏହି ୧୧ ଟି ଫଟୋ, ଆଜିବି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଆଜିକାଲି ଫଟୋରେ ଅଲଗା ଅଲଗା ଉପାୟରେ ଉଠାଯାଏ ଏବଂ ନୂଆ ନୂଆ ଟେକନିକ ଜରିଆରେ ଆପଣ କାହାର ବି ଫଟୋ କୌଣସି ବି ଏଂଗଲରେ ଉଠାଇ ପାରିବେ । ଫଟୋ ସେହି ସମୟରେ ହିଁ କିଛି କହିଥାଏ ଯେତେବେଳେ ଫଟୋ ନେଉଥିବା ବ୍ୟକ୍ତିର ଟାଇମିଙ୍ଗ ଏବଂ ଏଂଗଲ ସଠିକ ହୋଇ ଥାଏ । ଫଟୋ ମାନଙ୍କର ଆମ ଜୀବନରେ ଗଭୀର ପ୍ରଭାବ ପଡିଥାଏ । ସ୍ମୃତିକୁ ମନେ ରଖିବା ପାଇଁ ଫଟୋ କାମରେ ଆସି ଥାଏ । ପରଫେକ୍ଟ ଟାଇମିଂଗ ଏବଂ ଏଂଗଲ ସହ ନିଆଯାଇଥିବା ଏହି ୧୧ ଟି ଫଟୋ ଆପଣମାନଙ୍କୁ ନିଶ୍ଚିତ ଦେଖିବା ଦରକାର ।

ପରଫେକ୍ଟ ଟାଇମିଂଗ ଏବଂ ଏଂଗଲ ସହ ନିଆଯାଇଥିବା ଏହି ୧୧ ଟି ଫଟୋ

ଆଜି ଆମେ ଆପଣଙ୍କୁ ଇତିହାସର ୧୧ ଟି ଏହିଭଳି ଫଟୋ ଦେଖାଇବୁ ଯାହାର ଟାଇମିଂଗ ଏବଂ ଏଂଗଲ ବହୁତ ଅଧିକ ପରଫେକ୍ଟ ଅଟେ । ଏହି ଫଟୋକୁ ଦେଖି ଆପଣ ବୁଝି ପାରିବେ କି ଏହି ଫଟୋକୁ ଉଠାଇ ଥିବା ବ୍ୟକ୍ତି କେତେ ବୁଦ୍ଧିମାନ ଅଟେ ।

୧. ହଜାର ସୈନିକ ମଧ୍ୟରେ ଛିଡା ହୋଇଥିବା ଜଣେ ମହିଳା ଯିଏକି ପୁରା ଅଲଗା ଲାଗୁଛନ୍ତି ।

୨. ପିସାର ଦ ଲୀନିଂଗ ଟାୱରର ସୁନ୍ଦର ଇଂଟୀରିୟର ଅଟେ ।

୩. ଆମେରିକାରେ ହୋଇଥବା ୯/୧୧ ଆକ୍ରମଣରେ ଜୀବନ ବଞ୍ଚାଇବା ପାଇଁ ଟାୱରରୁ ପଡୁଥିବା କିଛି ଲୋକମାନଙ୍କର ଫଟୋ ।

୪. ବର୍ଷ ୧୯୨୦ରେ ଯାହାର ସ୍ୱିମ ସୂଟର ଲମ୍ବା କମ ହୋଇଥାଏ ତେବେ ତାହ ଉପରେ ଫାଇନ ଲାଗିଥାଏ ।

୫.ବର୍ଷ ୧୯୪୭ରେ ଆମେରିକାର ବୁକକୀପର Evelyn Mchale ‘The Empire State Building’ ରୁ ଡେଇଁ ନିଜର ଜୀବନ ଦେଇ ଦେଇଥିଲେ

୬. ୧୮ତମ ଶତାବ୍ଦୀରେ ଏକ ବ୍ୟାଙ୍କର ତିଜୋରିର କବାଟ ଏମିତି ହେଉଥିଲା ।

୭. ଏହା ବେଜିଙ୍ଗର ଏକ ଟ୍ରାଫିକ କନ୍ଟ୍ରୋଲ ରୁମର ଏକ ସିନ ଅଟେ ।

୮. ନିକୋଲା ଟେସ୍ଲା ନିଜର ପ୍ରୟୋଗଶାଲାରେ ବସିଥିବା ସମୟରେ ଏକ ଫଟୋ ନିଆ ଯାଇଥିଲା ।

୯. ଏହି ଫଟୋରେ ନେଦେରଲ୍ୟାଣ୍ଡର ରାସ୍ତା ଉପରେ ଇଟା କେମିତି ବିଛା ଯାଉଛି ।

୧୦. ଦ୍ଵିତୀୟ ବିଶ୍ଵ ଯୁଧ୍ୟ ସମୟରେ ନିଜର ସବୁକିଛି ହରାଇ ବସିଥିବା ଏହି ପରିବାର ନିଜର ଚାରି ଜଣ ପିଲାଙ୍କୁ ବିକ୍ରି କରିବା ପାଇଁ ନିଷ୍ପତି ନେଇଥିଲେ ।

୧୧. ଏହା ହେଉଛି ଏବେରେଷ୍ଟ ଉପରୁ ଫଟୋ ଯାହାକି ବହୁତ ସୁନ୍ଦର ଦେଖାଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button