ସ୍ୱାସ୍ଥ୍ୟ

ଗୋରା କରୁଥିବା ଏହି କ୍ରୀମ ର ସତ୍ୟତା ଜାଣିଲେ ଆପଣଙ୍କ ହୋସ ଉଡିଯିବ, 99% ଲୋକ ଅଛନ୍ତି ଏହା ବିଷୟରେ ଅଜଣା

ଆଜି କା ସମୟରେ ଗୋରା ତ୍ଵଚା ହାସଲ କରିବା ପାଇଁ ପାଖାପାଖି ସମସ୍ତଙ୍କର ଏକ ସ୍ଵପ୍ନ ହୋଇଗଲାଣି । ଯୁବକ ପିଢୀ ଅନ୍ୟଙ୍କୁ ପ୍ରଭାବିତ କରିବା ପାଇଁ ସର୍ବେ ପ୍ରଥମେ ଭଲ ଏବଂ ଗୋରା ଦେଖିବା ପାଇଁ ଚାହୁଁ ଛନ୍ତି । ଏମିତି ସେମାନେ ସବୁ ପ୍ରକାରର ଫେୟରନେସ କ୍ରୀମ, ଅଇଂଟମେଂଟ, ଇଂଜେକ୍ଶନ ଆଦି ବ୍ୟବହାର କରିବା ପାଇଁ ପଛକୁ ହଟନ୍ତି ନାହିଁ ।

ଗୋରାପଣ ଭଗବାନଙ୍କ ଦ୍ଵାରା ଦିଆ ଯାଇଥିବା ଏକ ପ୍ରାକୃତିକ ଉପହାର ଅଟେ । କିନ୍ତୁ ଏହି ସତକୁ ଜାଣି ମଧ୍ୟ ଲୋକମାନେ ଗୋରା ଦେଖିବା ପାଇଁ ଏହି ପ୍ରତିଯୋଗିତାରେ ଭାଗ ନେବାର ଦେଖାଯାଏ । ଚେହେରା କୁ ଗୋରା ରଖିବା ପାଇଁ ମାର୍କେଟ ରେ କେତେ ପ୍ରକାରର କ୍ରିମ ମିଳୁଛି । ଯେଉଁଥିରେ କିଛି ଶସ୍ତା ଏବଂ କିଛି ମହଙ୍ଗା ଅଟେ ।

ଏହା ଅଟେ ଗୋରାପଣ ର କ୍ରିମ

ମାରକେଟରେ ଦେଶୀ ଏବଂ କେମିକାଲ ଦ୍ଵାରା ତିଆରି ଦୁଇ ପ୍ରକାରର କ୍ରିମ ସହଜରେ ମିଳିଯାଏ । ଆଜି ଆମେ ଯେଉଁ କ୍ରିମ ବିଷୟରେ କହିବାକୁ ଯାଉଛୁ, ତାହା ଆଉ କୌଣସି କ୍ରିମ ନୁହେଁ ତାହା ହେଉଛି ବେଟନୋବେଟ ଏନ (Betnovate- N) ଅଟେ ।

ଏହା ବାଜାରାରେ ସହଜରେ ମିଳଯାଏ । ଲୋକମାନେ ନିଜର ତ୍ଵଚା ଏବଂ ଚେହେରା କୁ ଭଲ କରିବା ପାଇଁ ଏହି କ୍ରିମ କୁ ସବୁଠୁ ବେସୀ ବ୍ୟବହାର କରି ଆସୁଛନ୍ତି । କିନ୍ତୁ ଏହି କ୍ରିମ ର ସତ୍ୟତା ଆଜି ପର୍ଯ୍ଯନ୍ତ କେହି ଜାଣିପାରିଲେନି । ଦେଖିବାକୁ ଏହା ଅନ୍ୟ କ୍ରିମ ଭଳି ଆ ଦେଖାଯାଏ । କିନ୍ତୁ କୁହାଯାଏ କି ‘ ସବୁ ଚମକୁ ଥିବା ଜିନିଷ ସୁନା ନୁହେଁ’ ।

ଏହା ଅଟେ ଏହି କ୍ରିମ ର ସତ୍ୟତା

ବେଟନୋବେଟ ଏନ ନାମକ ଏହି କ୍ରିମରେ ସ୍ଟେରାୟଡ ଥାଏ । ଏହି ସ୍ଟେରାୟଡ କୌଣସି ମାମୁଲି ସ୍ଟେରାୟଡ ନୁହେଁ ସବୁଠୁ ଶକ୍ତିଶାଳୀ ଏବଂ ଲାଭଦାୟକ bethamethasone ଅଟେ । କ୍ରିମ କୁ କିଛି ଦିନ ଚେହରାରେ ଲଗାଇବା ପରେ ଆମକୁ ତ୍ଵଚା ରେ କିଛି ଦିନ ମଧ୍ୟରେ ଚମକ ଦେଖାଯାଇଥାଏ ।

ଲୋକ ଭାବନ୍ତି କି ଏହି କ୍ରିମ ତାଙ୍କ ଚେହେରା ପାଇଁ ସବୁଠୁ ଭଲ ହୋଇଥାଏ । କିନ୍ତୁ ସେମାନେ ଏହି କଥାରୁ ଅଜଣା ଅଛନ୍ତି କି bethamethasone ଏକ ଏମିତ ସ୍ଟେରାୟଡ ଅଟେ କି ଯାହା ଆପଣଙ୍କ ତ୍ଵଚାକୁ ଚମକାଇ ଦେଇଥାଏ କିନ୍ତୁ ଯଦି ଆପଣ ଏହି କ୍ରିମ କୁ ବ୍ୟବହାର କରିବା ବନ୍ଦ କରି ଦେଉଛନ୍ତି ତେବେ ଏହି ସ୍ଟେରାୟଡ ନିଜର ଗୁଣ ଆପଣଙ୍କ ଚେହେରାରେ ଛାଡି ଦେଇଥାଏ ଏବଂ ଚେହେରାର ଅବସ୍ଥା ଦିନକୁ ଦିନ ଖରାପ କରି ବାକୁ ଲାଗି ଥାଏ ।

ସେଥିପାଇଁ ସ୍ଵାସ୍ଥ୍ୟ ବିଶେଷଜ୍ଞ ଏହି କ୍ରିମକୁ ବ୍ୟବହାର କରିବା ପାଇଁ ମନା କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button