ଜ୍ୟୋତିଷ

ଯଦି ଆପଣଙ୍କ ମଥାରେ ଏବଂ ପାଦ ତଳେ ଅଛି ତିଳ ଚିହ୍ନ ତେବେ ଆପଣଙ୍କ ସାଙ୍ଗରେ ହେବ.., ଜାଣନ୍ତୁ ତିଳ ଚିହ୍ନର ମହତ୍ଵ ପୂର୍ଣ୍ଣ ସଂକେତ

ସବୁ ବ୍ୟକ୍ତି ନିଜର ଜୀବନରେ କିଛି ଭଲ କରିବା ପାଇଁ ଏବଂ ପାଇବା ପାଇଁ ଚାହାନ୍ତି । କିନ୍ତୁ ଏମିତି ସମସ୍ତଙ୍କ ସହ ହୋଇନଥାଏ କି ସେ ଯାହା ଚାହେଁ, ତାକୁ ମିଳି ଯାଇଥାଏ । କେତେକ ଲୋକମାନେ ନିଜର ମନମୁତାବକ ଜିନିଷକୁ ନିଜ ଜୀବନରେ ପାଇବା ପାଇଁ ବହୁତ କଷ୍ଟ କରିଥାନ୍ତି, କିନ୍ତୁ ସେଷରେ ତାଙ୍କୁ ସଫଳତା ମିଳି ନଥାଏ । ଯେଉଁ ଲୋକମାନଙ୍କର ଭାଗ୍ୟ ତେଜ ଏବଂ ଭଲ ହୋଇଥାଏ, ତାଙ୍କୁ ଜିବନରେ ସବୁକିଛି ମିଳିଥାଏ ।

ସମସ୍ତଙ୍କର ଏହି କାମନା ଅଟେ କି ସେ ଜୀବନରେ କିଛି ବଡ କରିବେ, ଯେମିତି ସମସ୍ତେ ତାଙ୍କୁ ଜାଣି ପାରିବେ । ଅଲଗା ଅଲଗା ଜାଗାରେ କଳାଜାଇ ହେବାର ଅର୍ଥ ଅଲଗା ଅଲଗା ହୋଇଥାଏ । ବହୁତ ବର୍ଷ ହେବ ଭାରତରେ ଜ୍ୟୋତିଷ ଏବଂ ସାମୁଦ୍ରିକ ଶାସ୍ତ୍ର ଶରୀରର କିଛି ବିଭିନ୍ନ ଅଙ୍ଗକୁ ଦେଖି ବ୍ୟକ୍ତିର ଜୀବନ ର ମହତ୍ଵପୂର୍ଣ କଥା କୁହା ଯାଇଥାଏ ।

ସବୁ ବ୍ୟକ୍ତିଙ୍କର ଶରୀରରେ କୌଣସି ନା କୌଣସି କଳାଜାଇ ନିଶ୍ଚିତ ଥାଏ । ହସ୍ତରେଖା ଏବଂ ସାମୁଦ୍ରିକ ଶାସ୍ତ୍ର ରେ ଶରୀରରେ କଳାଜାଇ ସହ ଜଡିତ କିଛି ଉପାୟ କୁହା ଯାଇଛି । ଏହା ଦ୍ଵାରା କୁହାଯାଇ ପାରିବ କି ବ୍ୟକ୍ତିର ଭାଗ୍ୟରେ ବିଦେଶ ଯାତ୍ରା ଅଛି ନା ନାହିଁ । ଜ୍ୟୋତିଷରେ ଶରୀରରେ ଅଲଗା ଅଲଗା ଜାଗାରେ କଳାଜାଇ ହେବାର କାରଣ ଅଲଗା ଅଲଗା କୁହା ଯାଇଛି ।

ଆଜି ଆମେ ଆପଣ ଙ୍କୁ ଏଠି କଳାଜାଇ ସହ ଜଡିତ କିଛି ମହତ୍ବପୂର୍ଣ ତଥ୍ୟ ବିଷୟରେ କହିବାକୁ ଯାଉଛୁ ।

·    ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ର ଗୋଡର ତଳିପାଦରେ କିମ୍ବା ଗୋଡର ଆଙ୍ଗୁଠିରେ କଳାଜାଇ ଥାଏ ସେହି ବ୍ୟକ୍ତି କେବେ ନା କେବେ ବିଦେଶ ଯାତ୍ରା କରିବ ।

·    ଯେଉଁ ବ୍ୟକ୍ତିର ନାକ ସିଧା ଏବଂ ମଝିରେ କଳାଜାଇ ହୋଇଥାଏ ତେବେ ସେହି ଲୋକମାନେ ବଡ ଯାତ୍ରା କରିବାର ଅବସର ମିଳି ଥାଏ । ମୁଣ୍ଡର ଡାହାଣ ପାର୍ଶ୍ଵରେ କଳାଜାଇ ଥିବ ସେ ବହୁତ ଧନୀ ହୋଇ ପାରିବ । ବ୍ୟକ୍ତିର ଦୁଇ ହାତ ମଧ୍ୟରେ କଳାଜାଇ ଥିବା ଯଦି ବ୍ୟକ୍ତି ବିଦେଶ ଯାତ୍ରା ରେ ବି ଯାଇ ପାରିବ  ।

·    ଯେଉଁ ବ୍ୟକ୍ତି ମୁଣ୍ଡରେ କଳାଜାଇ ଥାଏ, ସେହି ବ୍ୟକ୍ତି ଜୀବନରେ ଭଲ ମାନ- ସମ୍ମାନ ପାଇଥାଏ ।

·    ଯେଉଁ ବ୍ୟକ୍ତିର ଡାହାଣ ହାତରେ କଳାଜାଇ ଥାଏ ସେ ବ୍ୟାପାରରେ ବହୁତ ଉନ୍ନତି କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button