ଦେଶ- ବିଦେଶ

ନାକ ଓ ଗାଲରେ ଥିବା ହ୍ଵାଇଟହେଡ୍ସ ସମସ୍ୟାରୁ ରାତାରାତି ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ

ମୁହଁରେ ଛୋଟ ଦାଗଟିଏ ସମସ୍ତ ସୁନ୍ଦରତା ଖରାପ କରିଦିଏ। ଦାଗଯୁକ୍ତ ଚେହେରା ଯୋଗୁ ବେଳେ ଲୋକହସା ହେବାକୁ ବି ପଡ଼ିଥାଏ। ଏଣୁ ସମସ୍ତେ ଦାଗମୁକ୍ତ ତଥା ଗୋରା ତ୍ୱଚା ଚାହିଁଥାନ୍ତି। କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ଲାଇଫଷ୍ଟାଇଲ ଓ ଖାଦ୍ୟପେୟ ଯୋଗୁ ବ୍ରଣ, ବ୍ଲାକହେଡ୍ସ, ହ୍ଵାଇଟହେଡ୍ସ ସମସ୍ୟା ବଢ଼ିଯାଇଛି। ୧୧ରୁ ୨୫ବର୍ଷ ବୟସରେ ଏହି ସମସ୍ୟା ସବୁଠୁ ଅଧିକ ଦେଖାଯାଏ। ତେବେ ଆସନ୍ତୁ ଜାଣିବା ହ୍ଵାଇଟହେଡ୍ସ ସମସ୍ୟାରୁ ମୁକ୍ତି ପାଇବେ କେମିତି…

व्हाइटहेड्स से छुटकारा पाने के घरेलू नुस्खे- India TV Hindi

  • ହ୍ଵାଇଟହେଡ୍ସ ସମସ୍ୟାରୁ ମୁକୁଳିବା ପାଇଁ ଆପଣ ତ୍ୱଚାରେ ଟମାଟୋ ଲଗାନ୍ତୁ।
  • ଆପଣ ଚାହିଁଲେ ୧ ଚାମଚ ଓଟମିଲରେ ୨ ଚାମଚ ଦହି ମିଶାଇ ମୁହଁରେ ଲଗାଇ ପାରିବେ। ୧୦ ମିନିଟ ଶୁଖିବା ପରେ ଧୋଇଦେବେ।
  • ହ୍ଵାଇଟହେଡ୍ସରୁ ମୁକ୍ତି ପାଇଁ ଟି ଟ୍ରି ଅଏଲ ଲଗାଇ ପାରିବେ।
  • ରସୁଣ ବି ହ୍ଵାଇଟହେଡ୍ସ ସମସ୍ୟା ଦୂର କରେ।
  • ହ୍ଵାଇଟହେଡ୍ସ ଦୂର କରିବାକୁ ତ୍ୱଚାରେ ମୁଲତାନି ମାଟି ଲଗାନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button