ରାଜ୍ୟ

କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ଏହି ପାଞ୍ଚଟି ଘଟଣା ହୋଇ ଥାଏ ଅତ୍ୟନ୍ତ ଅଶୁଭ

ଆଜି ମୁଁ ଆପଣଙ୍କୁ ଏପରି କିଛି ଅଶୁଭ ବିଷୟ ରେ ଜଣା ଇବି ଯାହା ଜାଣିବା ଆପଣ ଙ୍କ ପକ୍ଷେ ନିତାନ୍ତ ଆବଶ୍ୟକ ହୋଇ ଥାଏ । କୌଣସି ଶୁଭ କାର୍ଯ୍ୟ ପୁର୍ବ ରୁ ଆପଣ ଯଦି ଏହି ପରି କିଛି ସଂକେତ ପାଉ ଛନ୍ତି, ଏହା ଶୁଭ କାର୍ଯ୍ୟ ରେ ବିଘ୍ନ ଆଣିବାର ସମ୍ଭାବନା ଅଧିକ ଥାଏ ।

୧ . ପ୍ରଥମ ରେ ହେଉଛି ବାଲ୍ଟି

ଯଦି ଆପଣ ସକାଳୁ ସକାଳୁ ଖାଲି ବାଲ୍ଟି ଦେଖୁ ଛନ୍ତି ତେବେ ଏହା ଅଶୁଭ ର ସଂକେତ ଦେଇ ଥାଏ ଏବଂ ଅନେକ ସମୟରେ ଅଶୁଭ ମଧ୍ୟ ହୋଇ ଥାଏ । ଏଥି ପାଇଁ ଆପଣ ଯେତେ ବେଳେ ବି ବାଥ ରୁମ ରୁ ବାହାରୁ ଛନ୍ତି ଯଦି ଖାଲି ବାଲ୍ଟି ଦେଖନ୍ତି ତେବେ ବାଲ୍ଟି କୁ ଓଲଟା କରି ରଖିବେ କିମ୍ବା ସେଥିରେ ପାଣି ଭର୍ତ୍ତି କରି ଆଣି ରଖିବେ । ଏହା ଦ୍ବାରା ଅଶୁଭ ହୋଇ ନଥାଏ ।

୨ . ଦିତୀୟ ରେ ରହିଛି କଳଙ୍କି ଲାଗି ଥିବା ଲୁହା

ଘରେ ଲୁହା ଜିନିଷ ରଖିଲେ ଘରେ ପ୍ରେତାତ୍ମା ରହି ନଥାନ୍ତି । କିନ୍ତୁ ଲୁହା ଉପ ରେ ଯଦି କଳଙ୍କି ଲାଗି ଯାଇ ଥାଏ ତେବେ ଏହା କୁ ଘରେ ନ ରଖିବା ଭଲ । ଏହା ଘରେ ରହିବା ଦ୍ୱାରା ଅଶୁଭ ହୋଇ ଥାଏ । ତେଣୁ ସେହି ଲୁହା କୁ ଵାଲୀ କାଗଜ ରେ କଳଙ୍କି ସଫା କରି ଦିଅନ୍ତୁ । ନଚେତ ତାକୁ ଘରୁ ବାହାର କୁ କାଢି ଦିଅନ୍ତୁ ।

୩ . ତୃତୀୟରେ ରହିଛି କ୍ଷୀର ତଳେ ପଡିବା

ଯଦି ଆପଣ କେଉଁଠି କ୍ଷୀର ତଳେ ପଡି ଥିବା ର ଦେଖନ୍ତି ଏହା ଅଶୁଭ ହୋଇ ଥାଏ । କ୍ଷୀର ତଳେ ପଡିବା କୁ କୌଣସି ବଡ଼ ଦୁର୍ଘଟଣା ର ପୂର୍ବ ସଂକେତ ବୋଲି ଧରା ଯାଇ ଥାଏ । ତେଣୁ ଆପଣ ବହୁତ ଜଲଦି ତାକୁ ସେଠାରୁ ସଫା କରି ଦିଅନ୍ତୁ । ଏହା ଦ୍ୱାରା ଆଉ କିଛି ଅସୁଭ ହୋଇ ନଥାଏ ।

୪ . ଚତୁର୍ଥରେ ରହିଛି ଭଙ୍ଗା କାଚ ଜିନିଷ

ଯଦି ଆପଣ ଙ୍କ ଘରେ କିଛି କାଚ ଜିନିଷ ଥାଏ ଏବଂ ତାହା ଭାଙ୍ଗି ଯାଇ ଥାଏ ତେବେ ଏହା ଆପଣ ଦେଖି ବ ଦ୍ୱାରା ଆପଣ ଙ୍କ ବହୁତ ଅଶୁଭ ହୋଇ ଥାଏ । ତେଣୁ କୌଣସି କାଚ ଜିନିଷ ଭାଙ୍ଗି ଗଲେ ତାକୁ ବହୁତ ଜଲଦି ଘରୁ ବାହାର କରି ଦିଅନ୍ତୁ ।

୫ . ପଞ୍ଚମରେ ରହିଛି ଝାଡୁ ରେ ଗୋଡ଼ ବାଜିବା

ଯଦି ଆପଣ ଙ୍କ ଘରେ ଝାଡୁ ଥାଏ ଏବଂ ଆପଣ ଙ୍କ ଗୋଡ ଝାଡୁ ରେ ବାଜେ ଏହା ଅତ୍ୟନ୍ତ ଅଶୁଭ ହୋଇ ଥାଏ । ତେଣୁ ଝାଡୁ କୁ ଘର ର ଏକ କୋଣ ରେ ରଖନ୍ତୁ । ଯାହା ଫଳରେ ଝାଡୁ ଆଉ ଆପଣ ଙ୍କ ଗୋଡ ରେ ବାଜିବ ନାହିଁ । ଯଦି ବି ଝାଡ଼ୁ ଅପଣ ଙ୍କ ଗୋଡରେ ବାଜି ଯାଏ, ତେବେ ତାକୁ ଆଣି ମୁଣ୍ଡ ରେ ମାରି ଦିଅନ୍ତୁ ନଚେତ ତାର ଅଗରୁ ଟିକେ ଚିଣ୍ଡାଇ ଛେପ ପକାଇ ଦିଅନ୍ତୁ ଏହା ଦ୍ୱାରା ଆପଣ ଙ୍କ ଆଉ ଅଶୁଭ ହୋଇ ନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button