ସ୍ୱାସ୍ଥ୍ୟ

ଟଙ୍କା ବର୍ଷା କରିଥାଏ ଏହି ଫୁଲ, ଏହିଭଳି ଭାବରେ କରନ୍ତୁ ପ୍ରୟୋଗ

ଆଜି ଆମେ ଆପଣଙ୍କୁ ଅପରାଜିତାର କିଛି ବିଶେଷ ଗୁଣ ବିଷୟରେ ଆପଣଙ୍କୁ ସୂଚନା ଦେବୁ ଓ ଏହାର ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ଘର ପରିବାରରେ ଟଙ୍କା ବର୍ଷା ହେବାକୁ ଲାଗିବା । ଏହା ବ୍ଯତୀତ ଏହାର ପ୍ରୟୋଗ ତନ୍ତ୍ର ବିଦ୍ୟାରେ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କରାଯାଇଥାଏ । ଏହା ଆମ ଶରୀରରେ ରକ୍ତକୁ ସଫା କରିଥାଏ । ତେବେ ଚାଲନ୍ତୁ ଜାଣିବା ।

ସ୍ୱାସ୍ଥ୍ୟ ପାଇଁ ଉପକାରୀ

Image courtesy: Google

ଏହାର ପ୍ରୟୋଗ ସବୁଠୁ ଅଧିକ ରକ୍ତ ସଫା କରିବା ପାଇଁ କରାଯାଇଥାଏ । ଆପଣ ଦେଖିଥିବେ କି ମାର୍କେଟରେ ବହୁତ ସାରା ଟନିକ ଆସିଥାଏ ଯେମିତି କି ସାଫି ଯେଉଁଥିରେ ଅପରାଜିତା ମିଶିଥାଏ । ଏହାର ପତ୍ରର ରସ ବାହାର କରି ୧୦-୧୫ ଗ୍ରାମ ଯଦି ଆପଣ ପ୍ରତିଦିନ ପିଅନ୍ତି ତେବେ ଆପଣଙ୍କ ରକ୍ତ ଅପରିଷ୍କାର ଥିଲେ ତାହା ସଫା ହୋଇଯାଇଥାଏ ।

Image courtesy: Google

ତନ୍ତ୍ରରେ ପ୍ରୟୋଗ

ଯଦି ବହୁତ ପରିଶ୍ରମ କଲା ପରେ ବି ଧନ ଲାଭ ହୋଇନଥାଏ, ରୋଗରେ ପଇସା ଖର୍ଚ୍ଚ ହୋଇଯାଇଥାଏ ବା ଅନ୍ୟ କାରଣରୁ ଆପଣଙ୍କ ପଇସା ଖର୍ଚ୍ଚ ହୋଇଯାଇଥାଏ ତେବେ ଆପଣ ଏହାର ପ୍ରୟୋଗ କରିପାରନ୍ତି ଧନର ବର୍ଷା କରିବା ପାଇଁ । ପ୍ରଥମେ ଆପଣ ଗୋଟିଏ ଶନିବାର ଦିନ ସନ୍ଧ୍ୟାରେ ଯାଇ ଧୂପ, ଅଗରବତୀ ଜଳାଇ ଅପରାଜିତା ଗଛକୁ ନିମନ୍ତ୍ରଣ ଦେବେ କି ଆପଣ ତାହାକୁ ଏହି କାର୍ଯ୍ୟ ପାଇଁ ନେବାକୁ ଆସିଛନ୍ତି ।

Image courtesy: Google

ଯଦି ଆପଣ ଧନ ଅର୍ଜନ ପାଇଁ ଆଣୁଛନ୍ତି ତ ଧନ ଅର୍ଜନ କଥା କହିବେ ଓ ଯଦି ରୋଜଗାର ପାଇଁ ଆଣୁଛନ୍ତି ତ ରୋଜଗାର ବୋଲି କହିବେ । ଯେ କୌଣସି କାମ ପାଇଁ ବି ଆପଣ ତାହାକୁ ଆଣିବାକୁ ଚାହୁଞ୍ଚନ୍ତି ସେହି ଅନୁସାରେ ନିମନ୍ତ୍ରଣ ଦେବେ । ରବିବାର ଦିନ ସ୍ନାନ କରିବା ପରେ ଯିବେ ଓ ସେହି ଗଛକୁ ଓପାଡି କି ଆଣିବେ ଓ ଏହାର ଫୁଲକୁ ମଧ୍ୟ ଛିଣ୍ଡାଇ ନେଇ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରିବେ ।

Image courtesy: Google

ମା’ ଲକ୍ଷ୍ମୀଙ୍କ ଚରଣରେ ସେହି ଫୁଲ ଶୁଖିଯିବା ପରେ ଆପଣ ଏହାକୁ ଆଣି ପର୍ସରେ ରଖିନେବେ । ଏହା ଯେତେଦିନ ପର୍ଯ୍ୟନ୍ତ ଆପଣଙ୍କ ପର୍ସରେ ରହିବ ଆପଣଙ୍କୁ କେବେ ବି ଧନର ସମସ୍ଯା ହେବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button